ପୁରୀ: ସମୁଦ୍ରରେ ବୁଡ଼ି ଯୁବକଙ୍କ ମୃତ୍ୟୁ

ପୁରୀ: ସମୁଦ୍ରରେ ଗାଧୋଉଥିବା ବେଳେ ଭାସି ଯାଇ ଆଜି ଏଠାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଟୁଟୁ ନାୟକ। ତାଙ୍କ ଘର ଢେଙ୍କାନାଳରେ। ସେ ତାଙ୍କ ପରିବାର ସହିତ ଗାଧୋଉଥିବା ବେଳେ ଏହି ଅଘଟଣ ଘଟିଥିଲା। ପୁରୀ ସ୍ୱର୍ଗଦ୍ୱାର ନିକଟରେ ସମୁଦ୍ରରେ ସେ ଗାଧୋଉଥିଲେ। ଲାଇଫଗାର୍ଡ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇ ଯାଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ପୁରୀ ସି.ବିଚ ଥାନା ପୋଲିସ ଡାକ୍ତରଖାନାରେ ପହଞ୍ଚି ପୋଷ୍ଟମଟମ କରାଇ ମୃତ ଟୁଟୁନାୟକର […]

puri

puri

Rakesh Mallick
  • Published: Sunday, 30 August 2015
  • Updated: 30 August 2015, 02:10 PM IST

Sports

Latest News

puriପୁରୀ: ସମୁଦ୍ରରେ ଗାଧୋଉଥିବା ବେଳେ ଭାସି ଯାଇ ଆଜି ଏଠାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଟୁଟୁ ନାୟକ। ତାଙ୍କ ଘର ଢେଙ୍କାନାଳରେ। ସେ ତାଙ୍କ ପରିବାର ସହିତ ଗାଧୋଉଥିବା ବେଳେ ଏହି ଅଘଟଣ ଘଟିଥିଲା। ପୁରୀ ସ୍ୱର୍ଗଦ୍ୱାର ନିକଟରେ ସମୁଦ୍ରରେ ସେ ଗାଧୋଉଥିଲେ। ଲାଇଫଗାର୍ଡ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇ ଯାଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ପୁରୀ ସି.ବିଚ ଥାନା ପୋଲିସ ଡାକ୍ତରଖାନାରେ ପହଞ୍ଚି ପୋଷ୍ଟମଟମ କରାଇ ମୃତ ଟୁଟୁନାୟକର ମୃତଶରୀରକୁ ପରିବାରକୁ ହସ୍ତାନ୍ତର କରିଛନ୍ତି।  ମୃତ ଟୁଟୁ ଢେଙ୍କ।ନାଳର ଏକ ବେସରକାରୀ ସେବା ସଂସ୍ଥାର ଆମ୍ବୁଲାନସ ଡ୍ରାଇଭର ଭାବେ କାମ କରୁଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story