ପୁରୀ: ଶତାଦ୍ଧୀର ନବକଳେବର  ୧୯୧୨-୨୦୧୫ ପୁସ୍ତକ  ଲୋକାର୍ପିତ

ପୁରୀ: ପୁରୀ ଗୋବର୍ଦ୍ଧନ ପୀଠ ପରିସରରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ଶୁକ୍ରବାର ଶତାଦ୍ଦୀର ନବକଳେବର ୧୯୧୨-୨୦୧୫ ପୁସ୍ତକ ଲୋକାର୍ପିତ କରିଛନ୍ତି। ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ଦ୍ୱାରା ପ୍ରକାଶିତ ଏହି ପୁସ୍ତକଟି ଶ୍ରୀଜଗନ୍ନାଥଙ୍କ ନବକଳେବର ତଥା ଶ୍ରୀଜଗନ୍ନାଥଙ୍କୁ ନେଇ ଓଡିଶା ଇତିହାସ ସମ୍ପର୍କରେ ଏକ ଅମୂଲ୍ୟ ଓ ପ୍ରମାଣିକ ଗ୍ରନ୍ଥ ବୋଲି ବିବେଚନା କରାଯାଇଛି।ଉତ୍ସବରେ ପ୍ରତିଷ୍ଠାନର ମହାସଚିବ ରବିନ୍ଦ୍ରନାଥ ପ୍ରତିହାରୀ ଶ୍ରୀଜଗନ୍ନାଥଙ୍କ ନବକଳେବର ବର୍ଷରେ ଏହି ପୁସ୍ତକ ପ୍ରଣୟନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ।

puri

Rakesh Mallick
  • Published: Saturday, 19 September 2015
  • , Updated: 19 September 2015, 02:05 AM IST

Related story