ପୁରୀ: ୟୁନିକ୍ ଏସ୍ଏମସିଏସ୍ କମ୍ପାନୀ ଉପରେ ପୋଲିସର ଚଢଉ

ପୁରୀ: ଚିଟଫଣ୍ଡ କାରବାର ଅଭିଯୋଗରେ ପୁରୀରେ ଥିବା ୟୁନିକ୍ ଏସ୍ଏମସିଏସ୍ କମ୍ପାନୀ କାର୍ଯ୍ୟାଳୟରେ ଆଜି ପୋଲିସ ଚଢଉ କରିଛି। ଚଢଉ ବେଳେ ପୋଲିସ ଅନେକ କାଗଜପତ୍ର ଜବତ କରିଛି। କମ୍ପାନୀ କେତେ ଟଙ୍କା କାରବାର କରିଛି, କିଭଳି ଭାବେ ଟଙ୍କା ଡିପୋଜିଟ୍ ନିଆଯାଉଥିଲା ତା’ ଉପରେ ତଦନ୍ତ ଆରମ୍ଭ କରିଛି ପୋଲିସ।  କମ୍ପାନୀର ଏଜେଣ୍ଟମାନେ ଲୋକଙ୍କଠାରୁ ଟଙ୍କା ଆଦାୟ କରୁଥିବା ନଜରକୁ ଆସିବା ପରେ ସହରର ବିଭିନ୍ନ ବ୍ୟକ୍ତି ବିଶେଷ ତଥା ଅନୁଷ୍ଠାନ ପକ୍ଷରୁ ଏ ନେଇ […]

puri

puri

Rakesh Mallick
  • Published: Thursday, 10 September 2015
  • Updated: 10 September 2015, 03:05 PM IST

Sports

Latest News

ପୁରୀ: ଚିଟଫଣ୍ଡ କାରବାର ଅଭିଯୋଗରେ ପୁରୀରେ ଥିବା ୟୁନିକ୍ ଏସ୍ଏମସିଏସ୍ କମ୍ପାନୀ କାର୍ଯ୍ୟାଳୟରେ ଆଜି ପୋଲିସ ଚଢଉ କରିଛି। ଚଢଉ ବେଳେ ପୋଲିସ ଅନେକ କାଗଜପତ୍ର ଜବତ କରିଛି। କମ୍ପାନୀ କେତେ ଟଙ୍କା କାରବାର କରିଛି, କିଭଳି ଭାବେ ଟଙ୍କା ଡିପୋଜିଟ୍ ନିଆଯାଉଥିଲା ତା’ ଉପରେ ତଦନ୍ତ ଆରମ୍ଭ କରିଛି ପୋଲିସ।

 କମ୍ପାନୀର ଏଜେଣ୍ଟମାନେ ଲୋକଙ୍କଠାରୁ ଟଙ୍କା ଆଦାୟ କରୁଥିବା ନଜରକୁ ଆସିବା ପରେ ସହରର ବିଭିନ୍ନ ବ୍ୟକ୍ତି ବିଶେଷ ତଥା ଅନୁଷ୍ଠାନ ପକ୍ଷରୁ ଏ ନେଇ ପୁରୀ ଟାଉନ ଥାନା ପୋଲିସକୁ ଜଣାଯାଇଥିଲେ। ତା’ପରେ ପୋଲିସ ଆଜି ଏହି ଚଢଉ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos