ରାକ୍ଷୀ ପୂର୍ଣ୍ଣିମା ପାଇଁ ଉତ୍ସବ ମୁଖର ସାରା ରାଜ୍ୟ: ଭାଇ ହାତରେ ରାକ୍ଷୀ ବାନ୍ଧି ଶୁଭ ମନାସୁଛି ଭଉଣୀ

ବାଲେଶ୍ୱର/ସାଲେପୁର: ଭାଇ ଭଉଣୀ ମଧ୍ୟରେ ଥିବା ଅତୁଟ ବନ୍ଧନକୁ ଚିରନ୍ତନ କରିବା ପାଇଁ ସାରା ରାଜ୍ୟରେ ପାଳିତ ହୋଇଛି ରକ୍ଷା ବନ୍ଧନ। ଭାଇ ହାତରେ ରାକ୍ଷୀ ବାନ୍ଧୁଛି ଭଉଣୀ। ଭାଇ ବି  ଜୀବନ ଯାକ ସୁରକ୍ଷା ଦେବା ପାଇଁ ପଣ ନେଇଛି। ବାଲେଶ୍ୱର ସହରର ଭଉଣୀମାନେ ନୂଆ ପୋଷାକ ପିନ୍ଧିବା ସହ ମିଠା ଖୁଆଇ ଭାଇଙ୍କୁ ରାକ୍ଷୀ ବାନ୍ଧିଛନ୍ତି। ରକ୍ଷା ବନ୍ଧନ ପାଳନ ଦ୍ୱାରା ଭାଇ ଭଉଣୀର ସମ୍ପର୍କ ଅତ୍ୟନ୍ତ ମଧୁର ହୋଇଥାଏ ବୋଲି ବିଶ୍ୱାସ ରହିଛି। କଟକ […]

salepur

salepur

Rakesh Mallick
  • Published: Saturday, 29 August 2015
  • Updated: 29 August 2015, 08:29 AM IST

Sports

Latest News

salepurବାଲେଶ୍ୱର/ସାଲେପୁର: ଭାଇ ଭଉଣୀ ମଧ୍ୟରେ ଥିବା ଅତୁଟ ବନ୍ଧନକୁ ଚିରନ୍ତନ କରିବା ପାଇଁ ସାରା ରାଜ୍ୟରେ ପାଳିତ ହୋଇଛି ରକ୍ଷା ବନ୍ଧନ। ଭାଇ ହାତରେ ରାକ୍ଷୀ ବାନ୍ଧୁଛି ଭଉଣୀ। ଭାଇ ବି  ଜୀବନ ଯାକ ସୁରକ୍ଷା ଦେବା ପାଇଁ ପଣ ନେଇଛି। ବାଲେଶ୍ୱର ସହରର ଭଉଣୀମାନେ ନୂଆ ପୋଷାକ ପିନ୍ଧିବା ସହ ମିଠା ଖୁଆଇ ଭାଇଙ୍କୁ ରାକ୍ଷୀ ବାନ୍ଧିଛନ୍ତି। ରକ୍ଷା ବନ୍ଧନ ପାଳନ ଦ୍ୱାରା ଭାଇ ଭଉଣୀର ସମ୍ପର୍କ ଅତ୍ୟନ୍ତ ମଧୁର ହୋଇଥାଏ ବୋଲି ବିଶ୍ୱାସ ରହିଛି। କଟକ ଜିଲ୍ଲା ସାଲେପୁରରେ ମଧ୍ୟ ରକ୍ଷା ବନ୍ଧନ ପାଳନ କରାଯାଇଛି। ଷ୍ଟ୍ରଙ୍ଗ ଇଣ୍ଡିଆ ସୋସିଆଲ ଅର୍ଗାନାଇଜେସନ ପକ୍ଷରୁ ନିଆରା ଢଙ୍ଗରେ ପାଳିତ ରକ୍ଷା ବନ୍ଧନ ହୋଇଥିଲା। ହିନ୍ଦୁ ଓ ମୁସଲମାନ ଭାଇ ଭଉଣୀମାନେ ଏକତ୍ର ହୋଇ ପରସ୍ପରକୁ ରାକ୍ଷୀ ବାନ୍ଧିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos