ଆର୍‌ଡିଏରେ ନ ମିଶିବା ଦାବିରେ କୁଆଁରମୁଣ୍ଡା ବନ୍ଦ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡାରେ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଥିଲା।  ତା’ସହିତ ୧୪୩ ନମ୍ବର ଜାତୀୟ ରାଜପଥକୁ ବିଭିନ୍ନ ସ୍ଥାନରେ ଅବରୋଧ କରାଯାଇଥିଲା। ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷ (ଆର୍‌ଡିଏ) ଅଧୀନରେ କୁଆଁରମୁଣ୍ଡା ବ୍ଲକ୍‌ର ୯ଟି ପଞ୍ଚାୟତକୁ ନ ମିଶାଇବା ଦାବିରେ ବନ୍ଦ ପାଳନ କରାଯାଇଥିଲା। ବନ୍ଦ ଯୋଗୁଁ କୁଆଁରମୁଣ୍ଡାରେ ସମସ୍ତ ଦୋକାନ ବଜାର ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବା ବେଳେ ଗାଡ଼ି ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି। ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷ (ଆର୍‌ଡିଏ) ଅଧୀନରେ […]

kuanramunda

Rakesh Mallick
  • Published: Saturday, 03 December 2016
  • , Updated: 03 December 2016, 07:03 PM IST

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡାରେ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଥିଲା।  ତା’ସହିତ ୧୪୩ ନମ୍ବର ଜାତୀୟ ରାଜପଥକୁ ବିଭିନ୍ନ ସ୍ଥାନରେ ଅବରୋଧ କରାଯାଇଥିଲା। ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷ (ଆର୍‌ଡିଏ) ଅଧୀନରେ କୁଆଁରମୁଣ୍ଡା ବ୍ଲକ୍‌ର ୯ଟି ପଞ୍ଚାୟତକୁ ନ ମିଶାଇବା ଦାବିରେ ବନ୍ଦ ପାଳନ କରାଯାଇଥିଲା।

ବନ୍ଦ ଯୋଗୁଁ କୁଆଁରମୁଣ୍ଡାରେ ସମସ୍ତ ଦୋକାନ ବଜାର ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବା ବେଳେ ଗାଡ଼ି ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି।

ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷ (ଆର୍‌ଡିଏ) ଅଧୀନରେ କୁଆଁରମୁଣ୍ଡା ବ୍ଲକ୍‌ର ୯ଟି ପଞ୍ଚାୟତକୁ ସାମିଲ କରିବା ପାଇଁ ପୂର୍ବରୁ ଘୋଷଣା କରାଯାଇଥିଲା।

Related story