ରେଭେନ୍ସାରେ ଦ୍ୱିତୀୟ କ୍ୟାମ୍ପସ୍‌ ପାଚେରି କାମକୁ ବିରୋଧ

କଟକ: କଟକ ବ୍ରଜବିହାରୀପୁରରେ ରେଭେନ୍ସାର ଦ୍ୱିତୀୟ କ୍ୟାମ୍ପସ୍‌ ପାଚେରି କାମକୁ ସ୍ଥାନୀୟ ଲୋକ ବିରୋଧ କରିଛନ୍ତି। ଜମିକୁ ନେଇ କୋର୍ଟରେ ମାମଲା ରୁଜୁ ହୋଇଥିବା ବେଳେ ପାଚେରି କାମ କେମିତି ଚାଲିଛି ବୋଲି ସ୍ଥାନୀୟ ବାସିନ୍ଦା ପ୍ରଶ୍ନ ଉଠାଇଛନ୍ତି। ଏହି ଜମି ସେମାନଙ୍କର ସ୍ଥିତିବାନ ସମ୍ପତ୍ତି ବୋଲି ବ୍ରଜବିହାରୀପୁର ବାସିନ୍ଦା ଦାବି କରିଛନ୍ତି। ଅନ୍ୟପକ୍ଷରେ ନିର୍ମାଣ କାର୍ଯ୍ୟ ବିବାଦୀୟ ସ୍ଥାନରେ ନୁହେଁ, ବରଂ ରେଭେନ୍ସା ଜାଗାରେ ହେଉଛି ବୋଲି ରେଭେନ୍ସା କର୍ତ୍ତୃପକ୍ଷ କହିଛନ୍ତି।  

ravenshaw

Rakesh Mallick
  • Published: Thursday, 16 February 2017
  • , Updated: 16 February 2017, 09:50 PM IST

କଟକ: କଟକ ବ୍ରଜବିହାରୀପୁରରେ ରେଭେନ୍ସାର ଦ୍ୱିତୀୟ କ୍ୟାମ୍ପସ୍‌ ପାଚେରି କାମକୁ ସ୍ଥାନୀୟ ଲୋକ ବିରୋଧ କରିଛନ୍ତି। ଜମିକୁ ନେଇ କୋର୍ଟରେ ମାମଲା ରୁଜୁ ହୋଇଥିବା ବେଳେ ପାଚେରି କାମ କେମିତି ଚାଲିଛି ବୋଲି ସ୍ଥାନୀୟ ବାସିନ୍ଦା ପ୍ରଶ୍ନ ଉଠାଇଛନ୍ତି। ଏହି ଜମି ସେମାନଙ୍କର ସ୍ଥିତିବାନ ସମ୍ପତ୍ତି ବୋଲି ବ୍ରଜବିହାରୀପୁର ବାସିନ୍ଦା ଦାବି କରିଛନ୍ତି।

ଅନ୍ୟପକ୍ଷରେ ନିର୍ମାଣ କାର୍ଯ୍ୟ ବିବାଦୀୟ ସ୍ଥାନରେ ନୁହେଁ, ବରଂ ରେଭେନ୍ସା ଜାଗାରେ ହେଉଛି ବୋଲି ରେଭେନ୍ସା କର୍ତ୍ତୃପକ୍ଷ କହିଛନ୍ତି।

 

Related story