ରାୟଗଡ଼ା: ସଡ଼କ ଦୁର୍ଘଟଣାରେ ୩ ମୃତ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ୍ ଅନ୍ତର୍ଗତ ଚାଟିକଣା ନିକଟ ଏକ ଓଭର ବ୍ରିଜରୁ ପଡ଼ି ଶନିବାର ଦୁଇ ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି।  ସେମାନଙ୍କ ମଧ୍ୟରୁ ଜଣଙ୍କ ପରିଚୟ ମିଳିଛି। ତାଙ୍କ ନାଁ କୁଶ କୁଟ୍ରୁକା। ସେ ବିଷମ କଟକର ବାସିନ୍ଦା। ଏ ଦୁହେଁ ରାୟଗଡ଼ାରୁ ବିଷମ କଟକ ଫେରୁଥିଲେ। ସେହିପରି କଲ୍ୟାଣସିଂହପୁର ବ୍ଲକ୍ ବୁଡାଗୁଡ଼ା ପଞ୍ଚାୟତ କୃଷ୍ନପାତ୍ରଗୁଡା ନିକଟରେ ଥିବା ଏକ ମିନି ବ୍ରିଜରୁ ଖସି ପଡ଼ି ଜଣେ ସାଇକେଲ ଆରୋହୀଙ୍କର […]

rayagada

rayagada

Rakesh Mallick
  • Published: Sunday, 23 August 2015
  • Updated: 23 August 2015, 09:35 AM IST

Sports

Latest News

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ୍ ଅନ୍ତର୍ଗତ ଚାଟିକଣା ନିକଟ ଏକ ଓଭର ବ୍ରିଜରୁ ପଡ଼ି ଶନିବାର ଦୁଇ ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି।  ସେମାନଙ୍କ ମଧ୍ୟରୁ ଜଣଙ୍କ ପରିଚୟ ମିଳିଛି। ତାଙ୍କ ନାଁ କୁଶ କୁଟ୍ରୁକା। ସେ ବିଷମ କଟକର ବାସିନ୍ଦା। ଏ ଦୁହେଁ ରାୟଗଡ଼ାରୁ ବିଷମ କଟକ ଫେରୁଥିଲେ।

ସେହିପରି କଲ୍ୟାଣସିଂହପୁର ବ୍ଲକ୍ ବୁଡାଗୁଡ଼ା ପଞ୍ଚାୟତ କୃଷ୍ନପାତ୍ରଗୁଡା ନିକଟରେ ଥିବା ଏକ ମିନି ବ୍ରିଜରୁ ଖସି ପଡ଼ି ଜଣେ ସାଇକେଲ ଆରୋହୀଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାଁ କବିତ କାଡ୍ରାକା।

ପୋଲିସ୍ ଶବଗୁଡ଼ିକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story