ରେଭେନ୍ସାରେ ଅଶାନ୍ତ ବାତାବରଣ ସୃଷ୍ଟି କରୁଥିବା ନେଇ ବିଧାୟକ ପ୍ରଭାତଙ୍କ ନାଁ ଏତଲା

କଟକ: ଚୌଦ୍ୱାର-କଟକ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ବିରୁଦ୍ଧରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ କଟକ ମାଲଗୋଦାମ ଥାନାରେ ଏତଲା ଦିଆଯାଇଛି। ଛାତ୍ର ସଂସଦ ନିର୍ବାଚନ ଦିନ ଫଳାଫଳ ପ୍ରକାଶ ପାଇବା ପରେ ବିଧାୟକ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ପହଞ୍ଚି ଅଶାନ୍ତ ବାତାବରଣ ସୃଷ୍ଟି କରିଥିଲେ ବୋଲି ଏତଲାରେ ଅଭିଯୋଗ ହୋଇଛି। ଘଟଣାଦିନ ରେଭେନ୍ସାରେ ଯାହା କିଛି ଛାତ୍ର ବିଶୃଙ୍ଖଳା ଦେଖାଦେଲା ସେଥିପାଇଁ ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ଦାୟୀ କରିଛି ଏବିଭିପି।

abvp

Rakesh Mallick
  • Published: Saturday, 17 October 2015
  • , Updated: 17 October 2015, 02:44 AM IST

Related story