ଆରଆଇ-ସୁପରଭାଇଜର ବିବାଦ: ପୁରୀ ପଣସପଦା ଆରଆଇ କାର୍ଯ୍ୟାଳୟରେ ୫ଦିନ ହେଲା ତାଲା

ପୁରୀ: ଆରଆଇ ଓ ସୁପରଭାଇଜରଙ୍କ ମଧ୍ୟରେ ବିବାଦ ଘଟି ପୁରୀ ଜିଲ୍ଲା ବ୍ରହ୍ମଗିରୀ ତହସିଲ ଅନ୍ତର୍ଗତ ପଣଷପଦା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ୫ଦିନ ହେଲା ତାଲା ଝୁଲୁଛି। କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଦେଖା ଦେଇଛି । ଫଳରେ କାର୍ଯ୍ୟାଳୟରେ ଉଭୟ ଗୋଟିଏ ଲେଖାଏଁ ତାଲା ପକାଇ ଦେଇଛନ୍ତି । ଏଠାରେ କୌଣସି କାମ ହୋଇପାରୁ ନ ଥିବାରୁ ସ୍ଥାନୀୟ ଲୋକେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଖବର ପାଇ ପୁରୀ ଉପଜିଲ୍ଲାପାଳ ଘଟଣାସ୍ଥଳରେ […]

ri

ri

Rakesh Mallick
  • Published: Monday, 24 August 2015
  • Updated: 24 August 2015, 04:42 AM IST

ପୁରୀ: ଆରଆଇ ଓ ସୁପରଭାଇଜରଙ୍କ ମଧ୍ୟରେ ବିବାଦ ଘଟି ପୁରୀ ଜିଲ୍ଲା ବ୍ରହ୍ମଗିରୀ ତହସିଲ ଅନ୍ତର୍ଗତ ପଣଷପଦା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ୫ଦିନ ହେଲା ତାଲା ଝୁଲୁଛି। କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଦେଖା ଦେଇଛି । ଫଳରେ କାର୍ଯ୍ୟାଳୟରେ ଉଭୟ ଗୋଟିଏ ଲେଖାଏଁ ତାଲା ପକାଇ ଦେଇଛନ୍ତି । ଏଠାରେ କୌଣସି କାମ ହୋଇପାରୁ ନ ଥିବାରୁ ସ୍ଥାନୀୟ ଲୋକେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଖବର ପାଇ ପୁରୀ ଉପଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଯାଞ୍ଚ କରିବା ସହ ସମସ୍ୟାର ସମାଧାନ ପାଇଁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story