ପଟ୍ଟାମୁଣ୍ଡାଇ: ଟାଟା ମ୍ୟାଜିକ୍ ଧକ୍କାରେ ସାଇକେଲ୍ ଆରୋହୀ ମୃତ

ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ କଷଣଅଣ୍ଟା ଛକ ନିକଟରେ ଆଜି ସକାଳେ ସାଇକେଲ ଆରୋହୀକୁ ଏକ ଟାଟା ମ୍ୟାଜିକ ଧକ୍କା ଦେଇଥିଲା।  ଫଳରେ ଘଟଣା ସ୍ଥଳରେ ହିଁ ସାଇକେଲ ଆରୋହୀଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ନନ୍ଦୀନି ନଗରର ସୁଧୀର ମଳିକ। ମୃତକ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରି  ଶତାଧିକ ଲୋକେ ଟାୟାର ଜାଳି କଟକ -ଚାନ୍ଦବାଲି ରାସ୍ତା ଅବରୋଧ କରିଛନ୍ତି। ସୁଧୀର ରସୁଣ ବେପାର କରିବାକୁ ଯାଉଥିବା ବେଳେ […]

death

Rakesh Mallick
  • Published: Wednesday, 11 May 2016
  • , Updated: 11 May 2016, 03:14 AM IST

ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ କଷଣଅଣ୍ଟା ଛକ ନିକଟରେ ଆଜି ସକାଳେ ସାଇକେଲ ଆରୋହୀକୁ ଏକ ଟାଟା ମ୍ୟାଜିକ ଧକ୍କା ଦେଇଥିଲା।  ଫଳରେ ଘଟଣା ସ୍ଥଳରେ ହିଁ ସାଇକେଲ ଆରୋହୀଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ନନ୍ଦୀନି ନଗରର ସୁଧୀର ମଳିକ। ମୃତକ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରି  ଶତାଧିକ ଲୋକେ ଟାୟାର ଜାଳି କଟକ -ଚାନ୍ଦବାଲି ରାସ୍ତା ଅବରୋଧ କରିଛନ୍ତି।

ସୁଧୀର ରସୁଣ ବେପାର କରିବାକୁ ଯାଉଥିବା ବେଳେ ଏକ ଟାଟା ମ୍ୟାଜିକ୍ ତାଙ୍କୁ ଧକ୍କା ଦେଇଥିଲା।

Related story