ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ବିଜୟୱାଡା-ରାଞ୍ଚି ରାସ୍ତା ଅବରୋଧ

ଜି.ଉଦୟଗିରି: କନ୍ଧମାଳ ଜିଲ୍ଲା ଜି.ଉଦୟଗିରିର କଳିଙ୍ଗା ଗ୍ରାମବାସୀ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଆଜି ବିଜୟୱାଡା-ରାଞ୍ଚି ରାସ୍ତା ଅବରୋଧ କରିଛନ୍ତି। ଫଳରେ ଫୁଲବାଣୀରୁ ବ୍ରହ୍ମପୁର, ଭୁବନେଶ୍ୱର ଆଦି ସ୍ଥାନକୁ ଗାଡ଼ି ଚଳାଚଳ ବନ୍ଦ ରହିବା ସହ କଳିଙ୍ଗାରେ ମଧ୍ୟ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି। ଯୋଗ୍ୟ ହିତାଧିକାରୀଙ୍କୁ ରାସନ କାର୍ଡ ବଣ୍ଟନ, ଆର.ଆଇଙ୍କୁ ବଦଳି, ପାଣି ସମସ୍ୟାର ସମାଧାନ ଆଦି ଦାବି ନେଇ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଛନ୍ତି।

road

Rakesh Mallick
  • Published: Saturday, 07 May 2016
  • , Updated: 07 May 2016, 07:44 AM IST

ଜି.ଉଦୟଗିରି: କନ୍ଧମାଳ ଜିଲ୍ଲା ଜି.ଉଦୟଗିରିର କଳିଙ୍ଗା ଗ୍ରାମବାସୀ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଆଜି ବିଜୟୱାଡା-ରାଞ୍ଚି ରାସ୍ତା ଅବରୋଧ କରିଛନ୍ତି। ଫଳରେ ଫୁଲବାଣୀରୁ ବ୍ରହ୍ମପୁର, ଭୁବନେଶ୍ୱର ଆଦି ସ୍ଥାନକୁ ଗାଡ଼ି ଚଳାଚଳ ବନ୍ଦ ରହିବା ସହ କଳିଙ୍ଗାରେ ମଧ୍ୟ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି।

ଯୋଗ୍ୟ ହିତାଧିକାରୀଙ୍କୁ ରାସନ କାର୍ଡ ବଣ୍ଟନ, ଆର.ଆଇଙ୍କୁ ବଦଳି, ପାଣି ସମସ୍ୟାର ସମାଧାନ ଆଦି ଦାବି ନେଇ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଛନ୍ତି।

Related story