ରୁତୁରାଜଙ୍କୁ ଏମସିଏଲ ଆରାଧନା ସମ୍ମାନ

ଭୁବନେଶ୍ୱର: ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି ଗୋଟିପୁଅ ଉତ୍ସବ ଓ ଆରାଧନା ସମ୍ମାନ-୨୦୧୫। ଅଗ୍ରଣୀ ନୃତ୍ୟାନୁଷ୍ଠାନ ଆରାଧନା ଡ୍ୟାନ୍ସ ଏକାଡେମୀ ପକ୍ଷରୁ ଚତୁର୍ଥ ଥର ଲାଗି ଆୟୋଜିତ ଉତ୍ସବରେ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ଉତ୍ସବରେ ‘ର’ ଷ୍ଟାର ରୁତୁରାଜ ମହାନ୍ତିଙ୍କୁ ଏମସିଏଲ୍ ଆରାଧନା ସମ୍ମାନରେ ସମ୍ମାନିତ କରାଯାଇଥିଲା। ବିଶିଷ୍ଟ ନୃତ୍ୟଶିଳ୍ପୀ ରୂପଶ୍ରୀ ମହାପାତ୍ରଙ୍କ ମହାରୀ ଓ ଗୌତମ ମହାପାତ୍ରଙ୍କ ଗୋଟିପୁଅ ନୃତ୍ୟ ଦଳଙ୍କ ନୃତ୍ୟ ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା […]

ruturaj

ruturaj

Rakesh Mallick
  • Published: Wednesday, 07 October 2015
  • Updated: 07 October 2015, 05:41 AM IST

Sports

Latest News

ଭୁବନେଶ୍ୱର: ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି ଗୋଟିପୁଅ ଉତ୍ସବ ଓ ଆରାଧନା ସମ୍ମାନ-୨୦୧୫। ଅଗ୍ରଣୀ ନୃତ୍ୟାନୁଷ୍ଠାନ ଆରାଧନା ଡ୍ୟାନ୍ସ ଏକାଡେମୀ ପକ୍ଷରୁ ଚତୁର୍ଥ ଥର ଲାଗି ଆୟୋଜିତ ଉତ୍ସବରେ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ଉତ୍ସବରେ ‘ର’ ଷ୍ଟାର ରୁତୁରାଜ ମହାନ୍ତିଙ୍କୁ ଏମସିଏଲ୍ ଆରାଧନା ସମ୍ମାନରେ ସମ୍ମାନିତ କରାଯାଇଥିଲା। ବିଶିଷ୍ଟ ନୃତ୍ୟଶିଳ୍ପୀ ରୂପଶ୍ରୀ ମହାପାତ୍ରଙ୍କ ମହାରୀ ଓ ଗୌତମ ମହାପାତ୍ରଙ୍କ ଗୋଟିପୁଅ ନୃତ୍ୟ ଦଳଙ୍କ ନୃତ୍ୟ ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story