ପାରାଦୀପ ସମେତ ଉପକୂଳରେ ସମରାଭ୍ୟାସ ଆରମ୍ଭ

କଟକ: ବୁଧବାରଠାରୁ ପାରାଦୀପ ସମେତ ଓଡ଼ିଶା ଉପକୂଳରେ ଆରମ୍ଭ ହୋଇଛି ଦୁଇ ଦିନିଆ ମିଳିତ ସମରାଭ୍ୟାସ। ପ୍ରଥମଦିନରେ ଏଥିରେ ପ୍ରାୟ ୧୫ଟି ବିଭାଗ ଅଂଶଗ୍ରହଣ କରିଛନ୍ତି। ମୁଖ୍ୟତଃ ମତ୍ସଜୀବୀଙ୍କ ପରିଚୟପତ୍ର ଓ ମାଛଧରା ଟ୍ରଲର ଯାଞ୍ଚ ଉପରେ ଏହି ସମରାଭ୍ୟାସରେ ଗୁରୁତ୍ୱ ଦିଆଯାଉଛି ବୋଲି ସାମୁଦ୍ରିକ ଥାନା କର୍ମଚାରୀ ବ୍ରହ୍ମାନନ୍ଦ ସ୍ୱାଇଁ ସୂଚନା ଦେଇଛନ୍ତି। ଆଜିର ଏହି ସମରାଭ୍ୟାସ ବେଳେ କିପରି ଆତଙ୍କବାଦଙ୍କୁ ଧରିଯିବା ସେନେଇ ବିଭିନ୍ନ କୌଶଳ ମେରାଇନ୍ ପୋଲିସ ପକ୍ଷରୁ ପ୍ରଦର୍ଶିତ କରାଯାଇଥିଲା। ଏହି […]

maraine-control

Rakesh Mallick
  • Published: Wednesday, 24 February 2016
  • , Updated: 24 February 2016, 03:55 PM IST

କଟକ: ବୁଧବାରଠାରୁ ପାରାଦୀପ ସମେତ ଓଡ଼ିଶା ଉପକୂଳରେ ଆରମ୍ଭ ହୋଇଛି ଦୁଇ ଦିନିଆ ମିଳିତ ସମରାଭ୍ୟାସ। ପ୍ରଥମଦିନରେ ଏଥିରେ ପ୍ରାୟ ୧୫ଟି ବିଭାଗ ଅଂଶଗ୍ରହଣ କରିଛନ୍ତି। ମୁଖ୍ୟତଃ ମତ୍ସଜୀବୀଙ୍କ ପରିଚୟପତ୍ର ଓ ମାଛଧରା ଟ୍ରଲର ଯାଞ୍ଚ ଉପରେ ଏହି ସମରାଭ୍ୟାସରେ ଗୁରୁତ୍ୱ ଦିଆଯାଉଛି ବୋଲି ସାମୁଦ୍ରିକ ଥାନା କର୍ମଚାରୀ ବ୍ରହ୍ମାନନ୍ଦ ସ୍ୱାଇଁ ସୂଚନା ଦେଇଛନ୍ତି। ଆଜିର ଏହି ସମରାଭ୍ୟାସ ବେଳେ କିପରି ଆତଙ୍କବାଦଙ୍କୁ ଧରିଯିବା ସେନେଇ ବିଭିନ୍ନ କୌଶଳ ମେରାଇନ୍ ପୋଲିସ ପକ୍ଷରୁ ପ୍ରଦର୍ଶିତ କରାଯାଇଥିଲା। ଏହି ସମରାଭ୍ୟାସ ଦ୍ୱାରା ସାଧାରଣରେ ଏକ ସଚେତନତା ସୃଷ୍ଟି ହେବା ସହ ଏଥିରେ ଅଂଶଗ୍ରହଣ କରିଥିବା ବିଭିନ୍ନ ବିଭାଗମାନଙ୍କ ମଧ୍ୟରେ ସମନ୍ୱୟ ବୃଦ୍ଧି ପାଇବ ବୋଲି ସେ କହିଛନ୍ତି।

Related story