ଶାନ୍ତି ସ୍ୱରୂପ ଭଟ୍ଟନଗର ପୁରସ୍କାର ବିଜେତା ଦୁଇ ଓଡ଼ିଆ ବୈଜ୍ଞାନିକଙ୍କୁ ସମ୍ୱର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଶାନ୍ତି ସ୍ୱରୁପ ଭଟ୍ଟନଗର ପୁରସ୍କାର ବିଜେତା ଦୁଇ ଓଡ଼ିଆ ବୈଜ୍ଞାନିକ ଜ୍ୟୋତିରଂଜନ ଶ୍ରୀଚନ୍ଦନ ଏବଂ ବେଦାଙ୍ଗଦାସ ମହାନ୍ତିଙ୍କୁ ସମ୍ୱର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୂବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜ୍ୟୋତିରଞ୍ଜନଙ୍କୁ ଏବଂ ନାଇଜରରେ ପଦାର୍ଥ ବିଜ୍ଞାନ ମୁଖ୍ୟ ଭାବେ କାର୍ଯ୍ୟରତ ବେଦାଙ୍ଗଦାସ ମହାନ୍ତିଙ୍କ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ଉଲେଖନୀୟ ଅବଦାନ ପାଇଁ ଭାରତ ସରକାରଙ୍କ ‘ସାଇନସ ଆଣ୍ଡ୍ ଟେକ୍ନୋଲଜି’ ଡିପାର୍ଟମେଣ୍ଟ ପକ୍ଷରୁ ଶାନ୍ତି ସ୍ୱରୁପ ଭଟ୍ଟନଗର ପୁରସ୍କାର ପ୍ରଦାନ କରାଯାଇଛି।

purasker

Rakesh Mallick
  • Published: Saturday, 10 October 2015
  • , Updated: 10 October 2015, 02:38 AM IST

Related story