ସେସୁରେ ମାନବ ସମ୍ବଳ ବିଭାଗର ମନମୁଖି କାର୍ଯ୍ୟକୁ ବିରୋଧ

ଭୁବନେଶ୍ୱର: ସେସୁରେ ମାନବ ସମ୍ୱଳ ବିଭାଗର ମନମୁଖି କାର୍ଯ୍ୟକୁ ବିରୋଧ କରି ବିଦ୍ୟୁତ କର୍ମଚାରୀ ରାଜରାସ୍ତାକୁ ଓହ୍ଲାଇଛନ୍ତି । ବିଦ୍ୟୁତ ଶ୍ରମିକ ସଂଘ ସଭାପତି ଅଭିଯୋଗ କରିଛନ୍ତି ଯେ, ସେସୁ କର୍ତ୍ତୃପକ୍ଷ ଫ୍ର।ଞ୍ଚାଇଜ ନାମରେ କୋଟି କୋଟି ଟଙ୍କ। କ୍ଷତି କରୁଛନ୍ତି। ଏଥିସହିତ ଅନ୍ୟ ସବୁ ଟଙ୍କ।କୁ ଆଦାୟ କରୁଥିବା ବ୍ୟକ୍ତିମାନେ ମାସିକ ସୁଧରେ ଲଗାଉଥିବା ଅଭିଯୋଗ କରିଛନ୍ତି। ସେହିପରି ବହୁ ଫ୍ର।ଞ୍ଚାଇଜ ରସିଦ ବୁକ ଛପାଇ ନିଜେ ଟଙ୍କ। ଆଦାୟ କରୁଥିବା ଅଭିଯୋଗ ହୋଇଛି। ତେବେ […]

puri

Rakesh Mallick
  • Published: Tuesday, 22 September 2015
  • , Updated: 22 September 2015, 02:59 PM IST

ଭୁବନେଶ୍ୱର: ସେସୁରେ ମାନବ ସମ୍ୱଳ ବିଭାଗର ମନମୁଖି କାର୍ଯ୍ୟକୁ ବିରୋଧ କରି ବିଦ୍ୟୁତ କର୍ମଚାରୀ ରାଜରାସ୍ତାକୁ ଓହ୍ଲାଇଛନ୍ତି । ବିଦ୍ୟୁତ ଶ୍ରମିକ ସଂଘ ସଭାପତି ଅଭିଯୋଗ କରିଛନ୍ତି ଯେ, ସେସୁ କର୍ତ୍ତୃପକ୍ଷ ଫ୍ର।ଞ୍ଚାଇଜ ନାମରେ କୋଟି କୋଟି ଟଙ୍କ। କ୍ଷତି କରୁଛନ୍ତି। ଏଥିସହିତ ଅନ୍ୟ ସବୁ ଟଙ୍କ।କୁ ଆଦାୟ କରୁଥିବା ବ୍ୟକ୍ତିମାନେ ମାସିକ ସୁଧରେ ଲଗାଉଥିବା ଅଭିଯୋଗ କରିଛନ୍ତି। ସେହିପରି ବହୁ ଫ୍ର।ଞ୍ଚାଇଜ ରସିଦ ବୁକ ଛପାଇ ନିଜେ ଟଙ୍କ। ଆଦାୟ କରୁଥିବା ଅଭିଯୋଗ ହୋଇଛି। ତେବେ ନେଇ ଶକ୍ତି ବିଭାଗର ପ୍ରତିକ୍ରିୟା ମିଳିପାରିନାହିଁ।

Related story