ସୋର: ଏନ୍‌ଏଚ୍‌-୫ ତଳନଗର ଛକରେ ଜଳିଗଲା ଟ୍ୟାଙ୍କର

ସୋର: ବାଲେଶ୍ୱର ଜିଲ୍ଲା ସୋର ଏନ୍‌ଏଚ୍‌-୫ରେ ତଳନଗର ଛକ ନିକଟରେ  ଆଜି ଏକ ଟ୍ୟାଙ୍କରରେ ନିଆଁ ଲାଗିଯାଇଥିଲା। ନିଆଁ ଲିଭାଇବା ପାଇଁ ୨ଟି ଦମକଳ ବାହିନୀ ନିୟୋଜିତ ହୋଇଛନ୍ତି। ଟାଙ୍କରଟି ଭଦ୍ରକରୁ ବାଲେଶ୍ୱର ଯାଉଥିଲା। ଦୁର୍ଘଟଣା ଗ୍ରସ୍ତ  ଟ୍ୟାଙ୍କରର ଡ୍ରାଇଭର୍ ଓ ହେଲପର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଦୁର୍ଘଟଣା ଯୋଗୁଁ ରାସ୍ତା ଅବରୋଧ ହୋଇଥିବାରୁ ବହୁ ଗାଡି ଅଟକି ରହିଛି।

death

Rakesh Mallick
  • Published: Monday, 18 April 2016
  • , Updated: 18 April 2016, 08:31 AM IST

ସୋର: ବାଲେଶ୍ୱର ଜିଲ୍ଲା ସୋର ଏନ୍‌ଏଚ୍‌-୫ରେ ତଳନଗର ଛକ ନିକଟରେ  ଆଜି ଏକ ଟ୍ୟାଙ୍କରରେ ନିଆଁ ଲାଗିଯାଇଥିଲା। ନିଆଁ ଲିଭାଇବା ପାଇଁ ୨ଟି ଦମକଳ ବାହିନୀ ନିୟୋଜିତ ହୋଇଛନ୍ତି। ଟାଙ୍କରଟି ଭଦ୍ରକରୁ ବାଲେଶ୍ୱର ଯାଉଥିଲା। ଦୁର୍ଘଟଣା ଗ୍ରସ୍ତ  ଟ୍ୟାଙ୍କରର ଡ୍ରାଇଭର୍ ଓ ହେଲପର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।

ଦୁର୍ଘଟଣା ଯୋଗୁଁ ରାସ୍ତା ଅବରୋଧ ହୋଇଥିବାରୁ ବହୁ ଗାଡି ଅଟକି ରହିଛି।

Related story