ଷ୍ଟିଲପ୍ଲାଣ୍ଟର ପୂର୍ବତନ ବରିଷ୍ଠ ଅଧିକାରୀ ଚିତ୍ତରଞ୍ଜନ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର: ରାଉରକେଲା ଷ୍ଟିଲପ୍ଲାଣ୍ଟର ପୂର୍ବତନ ବରିଷ୍ଠ ଅଧିକାରୀ ଚିତ୍ତରଞ୍ଜନ ପଟ୍ଟନାୟକଙ୍କ ପରଲୋକ ହୋଇଛି। ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ୭୯ବର୍ଷ ବୟସରେ ଆଜି ତାଙ୍କର ପରଲୋକ ହୋଇଛି। ଚିତ୍ତରଞ୍ଜନ ହେଉଛନ୍ତି ବରିଷ୍ଠ କଂଗ୍ରେସ୍ ନେତା ନିରଞ୍ଜନ ପଟ୍ଟନାୟକ ଏବଂ ଦୈନିକ ଖବରକାଗଜ ସମ୍ୱାଦର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ବଡ଼ ଭାଇ। ଚିତ୍ତରଞ୍ଜନଙ୍କ ପରଲୋକରେ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ଶୋକ ପ୍ରକାଶ କରିଛନ୍ତି। ସାଂସଦ ପଣ୍ଡା ତାଙ୍କ ମର ଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ତାଙ୍କ […]

chitaranjan

chitaranjan

Rakesh Mallick
  • Published: Tuesday, 05 January 2016
  • Updated: 05 January 2016, 04:05 PM IST

Sports

Latest News

ଭୁବନେଶ୍ୱର: ରାଉରକେଲା ଷ୍ଟିଲପ୍ଲାଣ୍ଟର ପୂର୍ବତନ ବରିଷ୍ଠ ଅଧିକାରୀ ଚିତ୍ତରଞ୍ଜନ ପଟ୍ଟନାୟକଙ୍କ ପରଲୋକ ହୋଇଛି। ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ୭୯ବର୍ଷ ବୟସରେ ଆଜି ତାଙ୍କର ପରଲୋକ ହୋଇଛି। ଚିତ୍ତରଞ୍ଜନ ହେଉଛନ୍ତି ବରିଷ୍ଠ କଂଗ୍ରେସ୍ ନେତା ନିରଞ୍ଜନ ପଟ୍ଟନାୟକ ଏବଂ ଦୈନିକ ଖବରକାଗଜ ସମ୍ୱାଦର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ବଡ଼ ଭାଇ।

ଚିତ୍ତରଞ୍ଜନଙ୍କ ପରଲୋକରେ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ଶୋକ ପ୍ରକାଶ କରିଛନ୍ତି। ସାଂସଦ ପଣ୍ଡା ତାଙ୍କ ମର ଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ତାଙ୍କ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story