ବଲାଙ୍ଗିର: ସ୍କୁଲ୍ ପାଚେରିରୁ ପଡ଼ି ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ

ବଲାଙ୍ଗିର: ବଲାଙ୍ଗିର ସଦର ଥାନା ମାୟାବର୍ହା ପ୍ରାଥମିକ ବିଦ୍ୟାଳୟର ପାଚେରିରୁ ପଡ଼ି ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ତାଙ୍କ ନାଁ ସନ୍ତୋଷିନୀ ଗଡ଼ତିଆ। ସେ ଷଷ୍ଠ ଶ୍ରେଣୀରେ ପଢୁଥିଲେ। ସେ ମାୟାବର୍ହା ଗାଁର ମହେନ୍ଦ୍ର ଗଡତିଆଙ୍କ ଝିଅ। ବୁଧବାର ସନ୍ତୋଷିନୀ ସ୍କୁଲରେ ନିଜ ସହପାଠିନୀମାନଙ୍କ ସହ ଖେଳୁଥିବା ସମୟରେ ପାଚେରି ଉପରକୁ ଚଢ଼ିଥିଲେ। ତେବେ ତାଙ୍କର ଜଣେ ସାଙ୍ଗ ତାଙ୍କୁ ପାଚେରି ଉପରୁ ଠେଲି ଦେଇଥିଲେ ବୋଲି କୁହାଯାଉଛି। ପାଚେରିରୁ ପଡ଼ିବା ପରେ ସେ ଗୁରୁତର ହୋଇଯାଇଥିଲେ। […]

student

student

Rakesh Mallick
  • Published: Thursday, 05 November 2015
  • Updated: 05 November 2015, 07:28 AM IST

Sports

Latest News

ବଲାଙ୍ଗିର: ବଲାଙ୍ଗିର ସଦର ଥାନା ମାୟାବର୍ହା ପ୍ରାଥମିକ ବିଦ୍ୟାଳୟର ପାଚେରିରୁ ପଡ଼ି ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ତାଙ୍କ ନାଁ ସନ୍ତୋଷିନୀ ଗଡ଼ତିଆ। ସେ ଷଷ୍ଠ ଶ୍ରେଣୀରେ ପଢୁଥିଲେ। ସେ ମାୟାବର୍ହା ଗାଁର ମହେନ୍ଦ୍ର ଗଡତିଆଙ୍କ ଝିଅ।

ବୁଧବାର ସନ୍ତୋଷିନୀ ସ୍କୁଲରେ ନିଜ ସହପାଠିନୀମାନଙ୍କ ସହ ଖେଳୁଥିବା ସମୟରେ ପାଚେରି ଉପରକୁ ଚଢ଼ିଥିଲେ। ତେବେ ତାଙ୍କର ଜଣେ ସାଙ୍ଗ ତାଙ୍କୁ ପାଚେରି ଉପରୁ ଠେଲି ଦେଇଥିଲେ ବୋଲି କୁହାଯାଉଛି। ପାଚେରିରୁ ପଡ଼ିବା ପରେ ସେ ଗୁରୁତର ହୋଇଯାଇଥିଲେ। ତାଙ୍କୁ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କରାଯାଇଥିଲା। ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଯାଇଛି।

ସନ୍ତୋଷିନୀଙ୍କ ମୃତ୍ୟୁ ପାଇଁ ତାଙ୍କ ବାପା ସ୍କୁଲର ଶିକ୍ଷକମାନଙ୍କ ଅବହେଳାକୁ ଦାୟୀ କରିଛନ୍ତି। ତେବେ ଏନେଇ ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story