ଟିଟିଲାଗଗଡ଼:  ମରୁଡି ଘୋଷଣା ଦାବିରେ ସ୍ୱାଭିମାନ ମଞ୍ଚ ପକ୍ଷରୁ ଆନ୍ଦୋଳନ

ଟିଟିଲାଗଗଡ଼:  କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳିର ତୁରେକେଲା, ବଙ୍ଗୋମୁଣ୍ଡା, ମୁରିବାହାଲ ବ୍ଲକକୁ ମରୁଡି ଅଞ୍ଚଳ ଘୋଷଣା ଦାବିରେ ଗୁରୁବାର ସ୍ୱାଭିମାନ ବିଚାର ମଞ୍ଚ ତରଫରୁ ବଙ୍ଗୋମୁଣ୍ଡା ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ବିକ୍ଷୋଭକାରୀ ମାନେ ବଙ୍ଗୋମୁଣ୍ଡା ବ୍ଲକ କାର୍ଯ୍ୟାଳୟ ଠାରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହିତ ତହସିଲ ଅଫିସରେ ପହଞ୍ଚିଥିଲେ।  ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ତହସିଲଦାରଙ୍କ ମାଧ୍ୟମରେ ୧୩ ଦଫା ଦାବି ପ୍ରଦାନ କରିଥିଲେ। ବିକ୍ଷୋଭକାରୀ ମାନେ କୃଷି ବିମାର ସମୟ ସୀମା ବୃଦ୍ଧି […]

vlcsnap-2015-08-28-11h43m04s024

vlcsnap-2015-08-28-11h43m04s024

Rakesh Mallick
  • Published: Friday, 28 August 2015
  • Updated: 28 August 2015, 06:20 AM IST

Sports

Latest News

ଟିଟିଲାଗଗଡ଼:  କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳିର ତୁରେକେଲା, ବଙ୍ଗୋମୁଣ୍ଡା, ମୁରିବାହାଲ ବ୍ଲକକୁ ମରୁଡି ଅଞ୍ଚଳ ଘୋଷଣା ଦାବିରେ ଗୁରୁବାର ସ୍ୱାଭିମାନ ବିଚାର ମଞ୍ଚ ତରଫରୁ ବଙ୍ଗୋମୁଣ୍ଡା ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ବିକ୍ଷୋଭକାରୀ ମାନେ ବଙ୍ଗୋମୁଣ୍ଡା ବ୍ଲକ କାର୍ଯ୍ୟାଳୟ ଠାରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହିତ ତହସିଲ ଅଫିସରେ ପହଞ୍ଚିଥିଲେ।  ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ତହସିଲଦାରଙ୍କ ମାଧ୍ୟମରେ ୧୩ ଦଫା ଦାବି ପ୍ରଦାନ କରିଥିଲେ। ବିକ୍ଷୋଭକାରୀ ମାନେ କୃଷି ବିମାର ସମୟ ସୀମା ବୃଦ୍ଧି ସହିତ ମରୁଡି ଅଞ୍ଚଳ ଘୋଷଣା ମୁଖ୍ୟ ଦାବି ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story