ଉଦଳା: ବିଦ୍ୟୁତ୍ ତାରରେ ଟ୍ରକ୍ ଲାଗି ଜଣେ ମୃତ, ୫ ଆହତ

ଉଦଳା: ମୟୁରଭଞ୍ଜ ଜିଲ୍ଲା ନୀଳଗିରି –ଉଦଳା ରାସ୍ତାର  ଝରଣଘାଟି ନିକଟରେ ଶୁକ୍ରବାର ଏକ ଦୁଃଖଦ ଘଟଣା ଘଟିଛି। ଏକ ଟ୍ରକ୍ ବିଦ୍ୟୁତ୍ ତାରରେ ଲାଗିଯିବାରୁ  ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଗୁରୁତର ଅବସ୍ଥାରେ  କପ୍ତିପଦା ଡାକ୍ତରଖାନାରେ  ଭର୍ତ୍ତି କରାଯାଇଛି। ଏକ ଯାତ୍ରା ପାର୍ଟିର  ଟ୍ରକ୍ ଯାଉଥିବା ବେଳେ ଏଭଳି ଏକ ଅଘଟଣ ଘଟିଥିଲା।

mayurbhanj

Rakesh Mallick
  • Published: Friday, 04 March 2016
  • , Updated: 04 March 2016, 10:31 AM IST

ଉଦଳା: ମୟୁରଭଞ୍ଜ ଜିଲ୍ଲା ନୀଳଗିରି –ଉଦଳା ରାସ୍ତାର  ଝରଣଘାଟି ନିକଟରେ ଶୁକ୍ରବାର ଏକ ଦୁଃଖଦ ଘଟଣା ଘଟିଛି। ଏକ ଟ୍ରକ୍ ବିଦ୍ୟୁତ୍ ତାରରେ ଲାଗିଯିବାରୁ  ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଗୁରୁତର ଅବସ୍ଥାରେ  କପ୍ତିପଦା ଡାକ୍ତରଖାନାରେ  ଭର୍ତ୍ତି କରାଯାଇଛି।

ଏକ ଯାତ୍ରା ପାର୍ଟିର  ଟ୍ରକ୍ ଯାଉଥିବା ବେଳେ ଏଭଳି ଏକ ଅଘଟଣ ଘଟିଥିଲା।

Related story