ଆସୁଛି 'ଟୋଟାଲ୍‌ ଧମାଲ୍': ହଲିଉଡ୍ ମାଙ୍କଡ଼ ସହ ସ୍କ୍ରିନ୍‌ରେ ଜମିବ ଏହି ସୁପରହିଟ୍ ଯୋଡ଼ିଙ୍କ ରୋମାନ୍‌ସ୍‌

ମୁମ୍ବାଇ: ଖୁବଶୀଘ୍ର ପରଦାକୁ ଆସିବ ସୁପରହିଟ୍‌ ଫିଲ୍ମ ‘ଧମାଲ୍‌’ ସିରିଜ୍‌ର ପରବର୍ତ୍ତୀ ମୁଭି। ଏହି ଅପ୍‌କମିଂ ଫିଲ୍ମର ନାଁ ରହିଛି ‘ଟୋଟାଲ୍ ଧମାଲ୍‌’। ଏହାର ପ୍ରଥମ ପୋଷ୍ଟର୍‌ ରିଲିଜ୍ ହୋଇଛି। ଏହି ପୋଷ୍ଟର୍‌ରେ କେବଳ ଅଜୟ ଦେବଗନ୍‌ ଏକ ମାଙ୍କଡ଼କୁ କାନ୍ଧରେ ବୋହୁଥିବାର ଦେଖିବାକୁ ମିଳିଛି। ଏହି ମାଙ୍କଡ଼ର ନାଁ ହେଉଛି କ୍ରିଷ୍ଟଲ୍। ହଲିଉଡ୍‌ର ବ୍ଲକବଷ୍ଟର ଫିଲ୍ମ ‘ହ୍ୟାଙ୍ଗ୍‌ଓଭର-୨’, ‘ଜର୍ଜ ଅଫ୍ ଦି ଜଙ୍ଗଲ୍’ ଓ ‘ନାଇଟ୍‌ ଆଟ୍‌ ଦି ମ୍ୟୁଜିୟମ୍‌’ରେ କ୍ରିଷ୍ଟଲ୍‌ କାମ କରିସାରିଛି। ତେବେ […]

toatal-dhamal

toatal-dhamal

Chinmayee Roy
  • Published: Wednesday, 16 January 2019
  • Updated: 16 January 2019, 10:39 AM IST

Sports

Latest News

ମୁମ୍ବାଇ: ଖୁବଶୀଘ୍ର ପରଦାକୁ ଆସିବ ସୁପରହିଟ୍‌ ଫିଲ୍ମ ‘ଧମାଲ୍‌’ ସିରିଜ୍‌ର ପରବର୍ତ୍ତୀ ମୁଭି। ଏହି ଅପ୍‌କମିଂ ଫିଲ୍ମର ନାଁ ରହିଛି ‘ଟୋଟାଲ୍ ଧମାଲ୍‌’। ଏହାର ପ୍ରଥମ ପୋଷ୍ଟର୍‌ ରିଲିଜ୍ ହୋଇଛି। ଏହି ପୋଷ୍ଟର୍‌ରେ କେବଳ ଅଜୟ ଦେବଗନ୍‌ ଏକ ମାଙ୍କଡ଼କୁ କାନ୍ଧରେ ବୋହୁଥିବାର ଦେଖିବାକୁ ମିଳିଛି। ଏହି ମାଙ୍କଡ଼ର ନାଁ ହେଉଛି କ୍ରିଷ୍ଟଲ୍। ହଲିଉଡ୍‌ର ବ୍ଲକବଷ୍ଟର ଫିଲ୍ମ ‘ହ୍ୟାଙ୍ଗ୍‌ଓଭର-୨’, ‘ଜର୍ଜ ଅଫ୍ ଦି ଜଙ୍ଗଲ୍’ ଓ ‘ନାଇଟ୍‌ ଆଟ୍‌ ଦି ମ୍ୟୁଜିୟମ୍‌’ରେ କ୍ରିଷ୍ଟଲ୍‌ କାମ କରିସାରିଛି। ତେବେ ବଲିଉଡରେ ଏହା ତା'ର ଡେବ୍ୟୁ ଫିଲ୍ମ।

https://www.instagram.com/p/BsmuUkegMig/?utm_source=ig_web_copy_link

ଫିଲ୍ମର ଲିଡ୍‌ ରୋଲରେ ନଜର ଆସିବେ ସୁପରଷ୍ଟାର୍‌ ଅଜୟ ଦେବଗନ୍‌। ଏହାସହ ପ୍ରଥମ ଥର ପାଇଁ 'ଧମାଲ୍' ସିରିଜରେ ଏଣ୍ଟ୍ରି କରିଛନ୍ତି  ଅନିଲ କପୁର୍‌। କେବଳ ଏତିକି ନୁହେଁ ଫିଲ୍ମ ‘ଟୋଟାଲ୍ ଧମାଲ୍’ ଜରିଆରେ ପୁଣି ଥରେ ଏକାଠି ସ୍କ୍ରିନ୍ ଶେଆର୍‌ କରିବେ ଅନିଲ୍ କପୁର ଏବଂ ଧକ୍ ଧକ୍ ଗର୍ଲ ମାଧୁରୀ ଦୀକ୍ଷିତ୍‌। ମାଧୁରୀ ଏବଂ ଅନିଲ୍‌ଙ୍କ ଯୋଡ଼ି ଯୋଗୁ ଏହି ଫିଲ୍ମ ଭଲ ବ୍ୟବସାୟ କରିବ ବୋଲି ଆଶା ରଖିଛନ୍ତି ନିର୍ମାତା।

କେବଳ ଏହି ୩ ଷ୍ଟାର ନୁହନ୍ତି, ‘ଧମାଲ୍’ ଫିଲ୍ମରେ ପୂର୍ବରୁ ଧମାଲ୍ କରିଥିବା ରିତେଶ ଦେଶମୁଖ, ‌ଅର୍ସଦ ୱାର୍ସୀ, ଜାଭେଦ୍ ଜାଫ୍ରୀ ଏବଂ ସଞ୍ଜୟ ମିଶ୍ରଙ୍କୁ ମଧ୍ୟ ଦେଖିବାକୁ ମିଳିବ। ତେବେ ବଲିଉଡ୍‌ରେ ନିଜର ସ୍ଥାନ ଜମାଉଥିବା ଓଡ଼ିଆ ଅଭିନେତା ପୀତବାସ ତ୍ରିପାଠୀ ମଧ୍ୟ ଏହି ଫିଲ୍ମରେ ନଜରକୁ ଆସିବେ। ଆସନ୍ତା ମାସ ୨୨ ତାରିଖରେ 'ଟୋଟାଲ୍ ଧମାଲ୍‌' ପରଦାକୁ ଆସିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story