ଏଥର ରଙ୍ଗରେ ଭିଜିବ ‘ବଦ୍ରିନାଥ କି ଦୁଲହନିୟା’

ମୁମ୍ବାଇ: ହୋଲିକୁ ଟାର୍ଗେଟ କରି ଆଜି ଫିଲ୍ମି ଫ୍ରାଇଡେରେ ପଦରଦାକୁ ଆସିଛି ରୋମାଣ୍ଟିକ କମେଡି ‘ବଦ୍ରିନାଥ କି ଦୁଲହନିୟା’। ବରୁଣ ଧାୱନ-ଆଲିଆ ଭଟ୍ଟଙ୍କ ଯୋଡ଼ି ଅଭିନୀତ ଏହି ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇଛନ୍ତି ଶଶାଙ୍କ ଖୈତାନ୍‌। ପ୍ରଯୋଜନା ଭାର ସମ୍ଭାଳିଛନ୍ତି କରଣ ଜୋହର। ଫିଲ୍ମିରେ ଗୌହର ଖାନ ମଧ୍ୟ ନଜରରେ ଅସିବେ। ଏହାର ଗୀତ ଗୁଡ଼ିକ ପୂର୍ବରୁ ହିଟ୍ ହୋଇସାରିଛି। ଗୀତ ଗୁଡିକୁ କମ୍ପୋଜ କରିଛନ୍ତି ଅମାଲ ମଲ୍ଲିକ୍, ତନିଷ୍କ ବାଗ୍‌ଚି ଏବଂ ଅଖିଲ ସଚ୍‌ଦବୀ। ଫିଲ୍ମର ମୁଖ୍ୟ […]

badrinath

badrinath

Rakesh Mallick
  • Published: Friday, 10 March 2017
  • Updated: 10 March 2017, 12:01 PM IST

Sports

Latest News

ମୁମ୍ବାଇ: ହୋଲିକୁ ଟାର୍ଗେଟ କରି ଆଜି ଫିଲ୍ମି ଫ୍ରାଇଡେରେ ପଦରଦାକୁ ଆସିଛି ରୋମାଣ୍ଟିକ କମେଡି ‘ବଦ୍ରିନାଥ କି ଦୁଲହନିୟା’। ବରୁଣ ଧାୱନ-ଆଲିଆ ଭଟ୍ଟଙ୍କ ଯୋଡ଼ି ଅଭିନୀତ ଏହି ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇଛନ୍ତି ଶଶାଙ୍କ ଖୈତାନ୍‌। ପ୍ରଯୋଜନା ଭାର ସମ୍ଭାଳିଛନ୍ତି କରଣ ଜୋହର।

ଫିଲ୍ମିରେ ଗୌହର ଖାନ ମଧ୍ୟ ନଜରରେ ଅସିବେ। ଏହାର ଗୀତ ଗୁଡ଼ିକ ପୂର୍ବରୁ ହିଟ୍ ହୋଇସାରିଛି। ଗୀତ ଗୁଡିକୁ କମ୍ପୋଜ କରିଛନ୍ତି ଅମାଲ ମଲ୍ଲିକ୍, ତନିଷ୍କ ବାଗ୍‌ଚି ଏବଂ ଅଖିଲ ସଚ୍‌ଦବୀ। ଫିଲ୍ମର ମୁଖ୍ୟ ଆକର୍ଷଣ ରହିଛି ‘ତମ୍ମା ତମ୍ମା ଏଗେନ୍ ଟ୍ରାକ୍’।

୧୯୯୦ରେ ଥାନେଦାର ଚଳଚ୍ଚିତ୍ରର ବାପି ଲାହିରଙ୍କ କମ୍ପୋଜିସନ ତମ୍ମା ତମ୍ମା ଗୀତକୁ ଏଥିରେ ରିମେକିଂ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos