୧୦ ବର୍ଷ ସାନ ନିକ୍‌ଙ୍କୁ କାହିଁକି ବାଛିଲେ ପ୍ରିୟଙ୍କା?

ମୁମ୍ବାଇ: ବିବାହ ପୂର୍ବରୁ ଏବଂ ପରେ ଯଦି କିଏ ସୋଶାଲ ମିଡିରେ ଚର୍ଚ୍ଚାରେ ଥାଏ,  ତେବେ ସେ ହେଉଛନ୍ତି ପ୍ରିୟଙ୍କା ଚୋପ୍ରା ଏବଂ ନିକ୍‌ ଜୋନ୍‌ସ । ସୋଶାଲ ମିଡିଆରେ ଏହି ଯୋଡ଼ିଙ୍କ ଫଟୋର ବି ବେଶ ଡିମାଣ୍ଡ ରହିଛି। ଗତ ମାସରେ ଏହି ଯୋଡ଼ି ସେମାନଙ୍କର ପ୍ରଥମ ବିବାହ ବାର୍ଷିକୀ ପାଳନ କରିଥିଲେ। ତେବେ ପ୍ରିୟଙ୍କା ଫ୍ୟାନ୍ସଙ୍କ ମନରେ ସବୁବେଳେ ଗୋଟିଏ ପ୍ରଶ୍ନ, ପ୍ରିୟଙ୍କା ନିଜଠୁ ୧୦ ବର୍ଷ ସାନ ନିକ୍‌ଙ୍କୁ କାହିଁକି ବାଛିଲେ ?  […]

nick

nick

Biswobandita Swain
  • Published: Thursday, 16 January 2020
  • Updated: 16 January 2020, 03:35 PM IST

Sports

Latest News

ମୁମ୍ବାଇ: ବିବାହ ପୂର୍ବରୁ ଏବଂ ପରେ ଯଦି କିଏ ସୋଶାଲ ମିଡିରେ ଚର୍ଚ୍ଚାରେ ଥାଏ,  ତେବେ ସେ ହେଉଛନ୍ତି ପ୍ରିୟଙ୍କା ଚୋପ୍ରା ଏବଂ ନିକ୍‌ ଜୋନ୍‌ସ । ସୋଶାଲ ମିଡିଆରେ ଏହି ଯୋଡ଼ିଙ୍କ ଫଟୋର ବି ବେଶ ଡିମାଣ୍ଡ ରହିଛି। ଗତ ମାସରେ ଏହି ଯୋଡ଼ି ସେମାନଙ୍କର ପ୍ରଥମ ବିବାହ ବାର୍ଷିକୀ ପାଳନ କରିଥିଲେ।

ତେବେ ପ୍ରିୟଙ୍କା ଫ୍ୟାନ୍ସଙ୍କ ମନରେ ସବୁବେଳେ ଗୋଟିଏ ପ୍ରଶ୍ନ, ପ୍ରିୟଙ୍କା ନିଜଠୁ ୧୦ ବର୍ଷ ସାନ ନିକ୍‌ଙ୍କୁ କାହିଁକି ବାଛିଲେ ?  ଏବେ ପ୍ରିୟଙ୍କା ଏହି ପ୍ରଶ୍ନର ଉତ୍ତର ରଖିଛନ୍ତି। ନିକ୍‌ଙ୍କୁ ଡେଟ୍‌ କରିବାକୁ ପ୍ରିୟଙ୍କା କାହିଁକି ନିଷ୍ପତ୍ତି ନେଲେ ତାହାର ଖୁଲାସା କରିଛନ୍ତି ପ୍ରିୟଙ୍କା। ଜାଣନ୍ତୁ କ’ଣ ଥିଲା ଏହି ପରଦା ପଛର କାହାଣୀ।

୨୦୧୭ରେ ପ୍ରିୟଙ୍କା ଓ ନିକ୍ ପରସ୍ପରକୁ ଡେଟ୍‌ କରିବା ଆରମ୍ଭ କରିଥିଲେ। ପରବର୍ଷ ଉଭୟ ବିବାହର ନିଷ୍ପତ୍ତି ନେଇଥିଲେ। ନିକଟରେ ଏକ ଇଣ୍ଟରଭ୍ୟୁ ବେଳେ ପ୍ରିୟଙ୍କା ତାଙ୍କ ଲଭ୍‌ ଷ୍ଟୋରୀର ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ, ଆମେରିକାନ ପପ୍‌ ସିଙ୍ଗର ନିକ୍‌ ଜୋନ୍‌ସଙ୍କୁ ଏକ ଗୀତର ଏକ କ୍ଲୋଜ୍‌ ଭିଡିଓରେ ଦେଖିଥିଲେ। ଆଉ ତା ’ ପରେ ସେ ତାଙ୍କୁ ଡେଟ କରିବାକୁ ନିଷ୍ପତ୍ତି ନେଲେ।

ଏହି ଗୀତର ଭିଡିଓରେ ନିକ୍‌ କେବଳ ଅଣ୍ଡର ଗାର୍ମେଣ୍ଟସ୍‌ ପିନ୍ଧିଥିଲେ। ଏହି ଗୀତରେ ନିକ୍‌ ପ୍ରିୟଙ୍କାଙ୍କୁ ଏତେ ହଟ୍‌ ଲାଗିଲେ ଯେ, ସେ ନିକ୍‌ଙ୍କୁ ତାଙ୍କର ଜୀବନସାଥୀ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ପ୍ରିୟଙ୍କା ଏକଥା ବି କହିଛନ୍ତି, ଏହା ତାଙ୍କର ସବୁଠୁ ଫେଭରାଇଟ୍‌ ଭିଡିଓ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story