ରିଲିଜ୍‌ ହେଲା 'ଦେ ଦେ ପ୍ୟାର ଦେ'ର ଟ୍ରେଲର୍

ମୁମ୍ବାଇ: ରୋମାଣ୍ଟିକ କମେଡି ଫିଲ୍ମ ‘ଦେ ଦେ ପ୍ୟାର ଦେ’ର ଟ୍ରେଲର୍ ରିଲିଜ ହୋଇଛି । ଟ୍ରେଲର୍ ରିଲିଜ ହେବା ପରେ ସୋଶାଲ ମିଡିଆରେ ଏହା ଭାଇରାଲ୍‌ ହେବାରେ ଲାଗିଛି। ଏହାସହ ୟୁଟ୍ୟୁବରେ ମଧ୍ୟ ଟପ୍‌ ଟ୍ରେଣ୍ଡିଂରେ ରହିଛି ‘ଦେ ଦେ ପ୍ୟାର ଦେ’ ଟ୍ରେଲର୍ । ଅଜୟ ଦେବଗନ ଷ୍ଟାରର ଏହି ଫିଲ୍ମରେ ଦେଖିବାକୁ ମିଳିବ ଭିନ୍ନ ଏକ ପ୍ରେମ କାହାଣୀ। ଅଜୟ ଦେବଗନଙ୍କୁ ୫୦ ବର୍ଷ ବୟସ ହୋଇଥିବା ବେଳେ ସେ ଜଣେ ୨୫ […]

de-de-pyar-de

de-de-pyar-de

Chinmayee Roy
  • Published: Thursday, 04 April 2019
  • Updated: 04 April 2019, 11:57 AM IST

Sports

Latest News

ମୁମ୍ବାଇ: ରୋମାଣ୍ଟିକ କମେଡି ଫିଲ୍ମ ‘ଦେ ଦେ ପ୍ୟାର ଦେ’ର ଟ୍ରେଲର୍ ରିଲିଜ ହୋଇଛି । ଟ୍ରେଲର୍ ରିଲିଜ ହେବା ପରେ ସୋଶାଲ ମିଡିଆରେ ଏହା ଭାଇରାଲ୍‌ ହେବାରେ ଲାଗିଛି। ଏହାସହ ୟୁଟ୍ୟୁବରେ ମଧ୍ୟ ଟପ୍‌ ଟ୍ରେଣ୍ଡିଂରେ ରହିଛି ‘ଦେ ଦେ ପ୍ୟାର ଦେ’ ଟ୍ରେଲର୍ । ଅଜୟ ଦେବଗନ ଷ୍ଟାରର ଏହି ଫିଲ୍ମରେ ଦେଖିବାକୁ ମିଳିବ ଭିନ୍ନ ଏକ ପ୍ରେମ କାହାଣୀ। ଅଜୟ ଦେବଗନଙ୍କୁ ୫୦ ବର୍ଷ ବୟସ ହୋଇଥିବା ବେଳେ ସେ ଜଣେ ୨୫ ବର୍ଷ ଝିଅକୁ ଭଲ ପାଉଛନ୍ତି। ଆଉ ସେଇ ୨୫ ବର୍ଷର ଝିଅ ଭୂମିକାରେ ଅଭିନୟ କରିଛନ୍ତି ରାକୁଲ ପ୍ରିତ ସିଂ।

https://www.instagram.com/p/BvvV0oNHLYb/?utm_source=ig_web_copy_link

https://www.instagram.com/p/Bvy9X9wgAJx/?utm_source=ig_web_copy_link

ଟ୍ରେଲରରେ ପୂର୍ବରୁ ଅଜୟ ଦେବଗନ ତବୁଙ୍କୁ ବିବାହ କରିଥିବା ଦେଖିବାକୁ ମିଳିଛି। ଏଭଳି ଏକ ନିଆରା ପ୍ରେମ କାହାଣୀକୁ ନେଇ ଫିଲ୍ମର କାହାଣୀ ଗତିଶୀଳ ହୋଇଛି। ଆକିଭ ଅଲ୍ଲୀ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ଅଜୟ ଦେବଗନ, ତବୁ ଏବଂ ରାକୁଲ ପ୍ରିତ ସିଂଙ୍କ ସହ ଏହି ଫିଲ୍ମରେ ନଜର ଆସିଛନ୍ତି ଆଲୋକ ନାଥ । ମି’ଠୁ କ୍ୟାମ୍ପେନରେ ବିବାଦ ଘେରକୁ ଆସିଥିବା ଆଲୋକ ନାଥଙ୍କୁ ପୁଣି ଥରେ ପରଦାରେ ଦେଖିବାକୁ ମିଳିବ। ଆସନ୍ତା ମାସ ୭ ତାରିଖରେ ପରଦାକୁ ଆସିବ ଏହି ଫିଲ୍ମ।

https://youtu.be/EJUD2PptXrk

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story