‘ଦି କପିଲ ଶର୍ମା ଶୋ’ର ୧୦୦ତମ ଏପିସୋଡରେ କିଏ ଗେଷ୍ଟ

ମୁମ୍ବାଇ: ସୁନୀଲ ଗ୍ରୋଭରଙ୍କ ସହ ଝଗଡା ପରେ କପିଲ ଶର୍ମାଙ୍କ ସମୟ ଭଲ ଚାଲୁନାହିଁ। ଏଥିପାଇଁ କପିଲଙ୍କ ମିଜାଜ ମଧ୍ୟ ଭଲ ରହୁନାହିଁ। ତେବେ ଶୀଘ୍ର କପିଲଙ୍କୁ ପୁଣି ଆକ୍ସନ ମୁଡରେ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି। ସୂଚନା ଅନୁସାରେ ‘ଦ କପିଲ ଶର୍ମା ଶୋ’ର ୧୦୦ତମ ଏପିସୋଡ୍‌ ପୂରଣ ହେବାକୁ ଯାଉଛି। ଏଥିପାଇଁ ସୁଟିଂ ମଧ୍ୟ ସରିଛି। ତେବେ ଏହି ଏପିସୋଡ଼ର କିଛି ଖାସିୟତ ରହିଛି। କାରଣ ଏଥିରେ ଗେଷ୍ଟ ହୋଇ ଆସୁଛନ୍ତି ନ୍ୟାସନାଲ […]

kapil

kapil

Rakesh Mallick
  • Published: Tuesday, 18 April 2017
  • Updated: 18 April 2017, 10:00 AM IST

Sports

Latest News

ମୁମ୍ବାଇ: ସୁନୀଲ ଗ୍ରୋଭରଙ୍କ ସହ ଝଗଡା ପରେ କପିଲ ଶର୍ମାଙ୍କ ସମୟ ଭଲ ଚାଲୁନାହିଁ। ଏଥିପାଇଁ କପିଲଙ୍କ ମିଜାଜ ମଧ୍ୟ ଭଲ ରହୁନାହିଁ। ତେବେ ଶୀଘ୍ର କପିଲଙ୍କୁ ପୁଣି ଆକ୍ସନ ମୁଡରେ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି।

ସୂଚନା ଅନୁସାରେ ‘ଦ କପିଲ ଶର୍ମା ଶୋ’ର ୧୦୦ତମ ଏପିସୋଡ୍‌ ପୂରଣ ହେବାକୁ ଯାଉଛି। ଏଥିପାଇଁ ସୁଟିଂ ମଧ୍ୟ ସରିଛି। ତେବେ ଏହି ଏପିସୋଡ଼ର କିଛି ଖାସିୟତ ରହିଛି। କାରଣ ଏଥିରେ ଗେଷ୍ଟ ହୋଇ ଆସୁଛନ୍ତି ନ୍ୟାସନାଲ ଲେବୁଲର ମହିଳା କ୍ରିକେଟର ୱେଦା କୃଷ୍ଣମୂର୍ତ୍ତି। କୃଷ୍ଣମୂର୍ତ୍ତି ନିଜର ଟ୍ୱିଟର ପେଜ୍‌ରେ କପିଲ ଓ ତାଙ୍କ ଫଟୋ ପୋଷ୍ଟ କରି ଏହା କହିଛନ୍ତି।

ତେବେ କେବଳ ଦର୍ଶକ ଏହି ଏପିସୋଡ଼କୁ ଅପେକ୍ଷା କରିଛନ୍ତି ତାହା ନୁହେଁ। ସୁନୀଲ ଗ୍ରୋଭର ଓରଫ ଡାକ୍ତର ମଶହୁର ଗୁଲାଟୀ ଏବଂ ଅନ୍ୟ ଅସନ୍ତୁଷ୍ଟ କଳାକାରମାନେ ମଧ୍ୟ ଅପେକ୍ଷାରେ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story