୧୩ ମିନିଟ କମିଲା ‘ରଙ୍ଗୁନ’ର ଅବଧି

ମୁମ୍ବାଇ: ଦ୍ୱିତୀୟ ବିଶ୍ୱ ଯୁଦ୍ଧକୁ ନେଇ ଆଧାରିତ ଫିଲ୍ମ ‘ରଙ୍ଗୁନ’ ରିଲିଜ୍‌ ହେବାର କିଛି ଦିନ ବାକିଥିଲା ବେଳେ ଏକ ବଡ଼ ପରିବର୍ତ୍ତନ କରାଯାଇଛି। ଫିଲ୍ମର ଅବଧିକୁ ୧୩ ମିନିଟ୍‌ କମ୍‌ କରି ଦିଆଯାଇଛି। ଡିଏନଏ ରିପୋର୍ଟ ଅନୁଯାୟୀ, ଫିଲ୍ମର ୭୦ଟି ସଟ୍‌ ହଟାଇବା ପରେ ସେନସର ବୋର୍ଡ ଏହାକୁ ରିଲିଜ୍‌ କରିବାକୁ ଅନୁମତି ଦେଇଛନ୍ତି। ଫିଲ୍ମ  ଅବଧି ୨ ଘଣ୍ଟା ୪୭ ମିନିଟ୍‌ ଥିଲା। କିନ୍ତୁ ସେନସର ବୋର୍ଡ ଫିଲ୍ମର ଅବଧିକୁ ୨ ଘଣ୍ଟା ୩୪ […]

rangoon

rangoon

Rakesh Mallick
  • Published: Thursday, 23 February 2017
  • Updated: 23 February 2017, 03:01 PM IST

Sports

Latest News

ମୁମ୍ବାଇ: ଦ୍ୱିତୀୟ ବିଶ୍ୱ ଯୁଦ୍ଧକୁ ନେଇ ଆଧାରିତ ଫିଲ୍ମ ‘ରଙ୍ଗୁନ’ ରିଲିଜ୍‌ ହେବାର କିଛି ଦିନ ବାକିଥିଲା ବେଳେ ଏକ ବଡ଼ ପରିବର୍ତ୍ତନ କରାଯାଇଛି। ଫିଲ୍ମର ଅବଧିକୁ ୧୩ ମିନିଟ୍‌ କମ୍‌ କରି ଦିଆଯାଇଛି।

ଡିଏନଏ ରିପୋର୍ଟ ଅନୁଯାୟୀ, ଫିଲ୍ମର ୭୦ଟି ସଟ୍‌ ହଟାଇବା ପରେ ସେନସର ବୋର୍ଡ ଏହାକୁ ରିଲିଜ୍‌ କରିବାକୁ ଅନୁମତି ଦେଇଛନ୍ତି। ଫିଲ୍ମ  ଅବଧି ୨ ଘଣ୍ଟା ୪୭ ମିନିଟ୍‌ ଥିଲା। କିନ୍ତୁ ସେନସର ବୋର୍ଡ ଫିଲ୍ମର ଅବଧିକୁ ୨ ଘଣ୍ଟା ୩୪ ମିନିଟ୍‌ କରି ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story