ପ୍ରଥମ ଦିନରେ ଭଲ ଆୟ କଲା ‘ରଙ୍ଗୁନ’

ମୁମ୍ବାଇ: ଗତକାଲି ରିଲିଜ୍‌ ହୋଇଥିବା ଶାହିଦ୍‌ କପୁର ଓ କଙ୍ଗନା ରାଣାୱତଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ରଙ୍ଗୁନ’ ପ୍ରଥମ ଦିନରେ ଭଲ ଆୟ କରିଛି। ଶାହିଦଙ୍କ କୌଣସି ଫିଲ୍ମ ଆଜି ପର୍ଯ୍ୟନ୍ତ ୧୦୦ କୋଟି ଟଙ୍କା ଆୟ କରିନାହିଁ। ତେବେ ପ୍ରଥମ ଦିନର ରେସ୍‌ପନ୍ସକୁ ଦେଖିଲେ ‘ରଙ୍ଗୁନ’ ୧୦୦ କୋଟି କ୍ଲବରେ ସାମିଲ ହେବା ଆଶା ସଞ୍ଚାର ହୋଇଛି। ବିଶାଲ ଭରଦ୍ୱାଜଙ୍କ ନିର୍ଦ୍ଦେଶିତ ଏବଂ ସାଜିଦ ନାଦିଆୱାଲା ପ୍ରଯୋଜିତ ଏହି ଫିଲ୍ମ ଦ୍ୱିତୀୟ ବିଶ୍ୱଯୁଦ୍ଧର କାହାଣୀ ଉପରେ […]

rangoon

rangoon

Rakesh Mallick
  • Published: Saturday, 25 February 2017
  • Updated: 25 February 2017, 01:55 PM IST

Sports

Latest News

ମୁମ୍ବାଇ: ଗତକାଲି ରିଲିଜ୍‌ ହୋଇଥିବା ଶାହିଦ୍‌ କପୁର ଓ କଙ୍ଗନା ରାଣାୱତଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ରଙ୍ଗୁନ’ ପ୍ରଥମ ଦିନରେ ଭଲ ଆୟ କରିଛି। ଶାହିଦଙ୍କ କୌଣସି ଫିଲ୍ମ ଆଜି ପର୍ଯ୍ୟନ୍ତ ୧୦୦ କୋଟି ଟଙ୍କା ଆୟ କରିନାହିଁ। ତେବେ ପ୍ରଥମ ଦିନର ରେସ୍‌ପନ୍ସକୁ ଦେଖିଲେ ‘ରଙ୍ଗୁନ’ ୧୦୦ କୋଟି କ୍ଲବରେ ସାମିଲ ହେବା ଆଶା ସଞ୍ଚାର ହୋଇଛି।

ବିଶାଲ ଭରଦ୍ୱାଜଙ୍କ ନିର୍ଦ୍ଦେଶିତ ଏବଂ ସାଜିଦ ନାଦିଆୱାଲା ପ୍ରଯୋଜିତ ଏହି ଫିଲ୍ମ ଦ୍ୱିତୀୟ ବିଶ୍ୱଯୁଦ୍ଧର କାହାଣୀ ଉପରେ ଆଧାରିତ।

ଫିଲ୍ମରେ କଙ୍ଗନାଙ୍କୁ ୪୦ ଦଶକର ବଲିଉଡରେ ପ୍ରଥମ ଆକ୍ସନ କୁଇନ ଭାବେ ପ୍ରସିଦ୍ଧ ଲାଭ କରିଥିବା ମିସ୍‌ ଜୁଲିଆ ଭାବେ ଦେଖିବାକୁ ମିଳୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story