ଲୁଚି ଲୁଚି କାହାସହ ବିବାହ କରିଥିଲେ ଶ୍ରୀଦେବୀ, ଜାଣନ୍ତୁ ଆଉ କିଛି ରୋଚକ କଥା

ମୁମ୍ବାଇ: ବଲିଉଡ୍‌ ଡିଭା ତଥା ସୁନ୍ଦରୀ ଶ୍ରୀଦେବୀଙ୍କ ପରଲୋକ ହୋଇଯାଇଛି। ଗତକାଲି ବିଳମ୍ବିତ ରାତିରେ ୫୪ ବର୍ଷ ବୟସରେ ଦୁବାଇରେ ତାଙ୍କର ହୃଦ୍‌ଘାତରେ ମୃତ୍ୟୁ ଘଟିଛି। ଏକ ବିବାହ ଉତ୍ସବରେ ଯୋଗଦେବାକୁ ସେ ସ୍ୱାମୀ ବୋନି କପୁର ଓ ସାନ ଝିଅ ଖୁସିଙ୍କ ସହ ଦୁବାଇ ଯାଇଥିଲେ। ସେଠାରେ ଶ୍ରୀଦେବୀଙ୍କ ଅକାଳ ବିୟୋଗ ଖବର ସାରା ବଲିଉଡ୍‌କୁ ସ୍ତବ୍ଧ କରି ଦେଇଛି। ୧. ଶ୍ରୀଦେବୀଙ୍କ ଜନ୍ମ ୧୯୬୩ ମସିହା ଅଗଷ୍ଟ ୧୩ ତାରିଖରେ ତାମିଲନାଡ଼ୁରେ ହୋଇଥିଲା। ଜନ୍ମ […]

sridebi copy

sridebi copy

Rakesh Mallick
  • Published: Sunday, 25 February 2018
  • Updated: 26 February 2018, 07:14 AM IST

Sports

Latest News

ମୁମ୍ବାଇ: ବଲିଉଡ୍‌ ଡିଭା ତଥା ସୁନ୍ଦରୀ ଶ୍ରୀଦେବୀଙ୍କ ପରଲୋକ ହୋଇଯାଇଛି। ଗତକାଲି ବିଳମ୍ବିତ ରାତିରେ ୫୪ ବର୍ଷ ବୟସରେ ଦୁବାଇରେ ତାଙ୍କର ହୃଦ୍‌ଘାତରେ ମୃତ୍ୟୁ ଘଟିଛି। ଏକ ବିବାହ ଉତ୍ସବରେ ଯୋଗଦେବାକୁ ସେ ସ୍ୱାମୀ ବୋନି କପୁର ଓ ସାନ ଝିଅ ଖୁସିଙ୍କ ସହ ଦୁବାଇ ଯାଇଥିଲେ। ସେଠାରେ ଶ୍ରୀଦେବୀଙ୍କ ଅକାଳ ବିୟୋଗ ଖବର ସାରା ବଲିଉଡ୍‌କୁ ସ୍ତବ୍ଧ କରି ଦେଇଛି।

୧. ଶ୍ରୀଦେବୀଙ୍କ ଜନ୍ମ ୧୯୬୩ ମସିହା ଅଗଷ୍ଟ ୧୩ ତାରିଖରେ ତାମିଲନାଡ଼ୁରେ ହୋଇଥିଲା। ଜନ୍ମ ସମୟରେ ତାଙ୍କ ନାଁ ଶ୍ରୀ ଅମ୍ମା ୟଙ୍ଗେର୍‌ ଥିଲା। ଶ୍ରଦେବୀଙ୍କ ମାତୃ ଭାଷା ତାମିଲ୍‌। ଶ୍ରୀଦେବୀଙ୍କ ବାପା ଜଣେ ବିଚାରପତି ଥିଲେ ଓ ମା’ ଗୃହିଣୀ ଥିଲେ। ତାଙ୍କର ଜଣେ ଭଉଣୀ ଓ ଦୁଇଜଣ ସାବତ ଭାଇ ଅଛନ୍ତି।

୨. ସେ ୧୯୬୭ରେ ଥିରୁମୁଘମଙ୍କ ଫିଲ୍ମ ‘ଥୁନାଇୱନ୍‌’ରୁ ନିଜ ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ। ବଲିଉଡ୍‌ ଫିଲ୍ମ ‘ଜୁଲି’ରେ ସେ ଶିଶୁ କଳାକାର ଭାବେ ଏଣ୍ଟ୍ରି କରିଥିଲେ।

୩. ଫିଲ୍ମ ‘ସୋଲୱା ସାବନ’ରେ ସେ ମୁଖ୍ୟ ଅଭିନେତ୍ରୀ ଭାବେ ଡେବ୍ୟୁ କରିଥିଲେ। କିନ୍ତୁ ୧୯୮୩ ରେ ଆସିଥିବା ଫିଲ୍ମ ‘ହିମ୍ମତ ୱାଲା’ରୁ ତାଙ୍କୁ  ଏକ ସ୍ୱତନ୍ତ୍ର ପରିଚୟ ମିଳିଥିଲା।

୫. ଶ୍ରୀଦେବୀ ନିଜ କ୍ୟାରିୟରରେ ହିନ୍ଦୀ, ତାମିଲ୍‌, ତେଲଗୁ, ମାଲାୟଲମ୍‌ ଓ କନ୍ନଡ ଫିଲ୍ମରେ କାମ କରିଛନ୍ତି। ସେ ମାତ୍ର ୧୪ ବର୍ଷ ବୟସରେ ତାମିଲ ଫିଲ୍ମ ‘ମୋନ୍ଦରୁ ମୁଡୀଚୁ’ରେ ରଜନୀକାନ୍ତଙ୍କ ସାବତ ମାଆ ଭୂମିକାରେ ଅଭିନୟ କରିଥିଲେ।

୬. ଶୁଣିବାକୁ ମିଳେ ମିଥୁନ୍‌ ଚକ୍ରବର୍ତ୍ତୀଙ୍କ ସହ ସେ ଲୁଚିଲୁଚି ବିବାହ କରିଥିଲେ। ପରେ ଅଲଗା ହୋଇଯାଇଥିଲେ। ତାଙ୍କର ବିବାହର ପ୍ରମାଣ ପତ୍ର ଗଣମାଧ୍ୟମ ହାତରେ ଲାଗିଥିଲା। ପରେ ୧୯୯୬ରେ ସେ ଫିଲ୍ମ ନିର୍ମାତା ବୋନୀ କପୁରଙ୍କୁ ବିବାହ କରିଥିଲେ। କୁହାଯାଏ ଶ୍ରୀଦେବୀ ବିବାହ ପୂର୍ବରୁ ଗର୍ଭବତୀ ଥିଲେ।

୭. ଶ୍ରୀଦେବୀକଙ୍କ ମନପସନ୍ଦର ଆଇସ୍‌କ୍ରିମ୍‌ ଫ୍ଲେଭର ହେଉଛି ପାଇନ୍‌ଆପଲ। ତାଙ୍କ ମନ ପସନ୍ଦର ରଙ୍ଗ ଧଳା ସେଥିପାଇଁ ଅଧିକାଂଶ ସମାରୋହ ମାନଙ୍କରେ ଧଳା ଶଢୀ ପିନ୍ଧିବାକୁ ପସନ୍ଦ କରନ୍ତି।

୮. ଶ୍ରୀଦେବୀ ଫିଲ୍ମ ‘ରୁପ୍‌ କି ରାନୀ ଚୋରୋ କା ରାଜା’ ରେ ‘ଦୁସ୍ମନ କି ଦିଲ୍‌ କା ୱ ହୈ’ ଗୀତ ପାଇଁ ୨୫ କିଲୋରୁ ଅଧିକ ଓଜନର ସୁନା ଖଚିତ ପୋଷାକ ପିନ୍ଧିଥିଲେ। ସେହି ଗୀତ ସୁଟିଂ ପାଇଁ ୧୫ଦିନ ଲାଗିଥିଲା।

୯. ଶ୍ରୀଦେବୀଙ୍କୁ ଆର୍ଟ କରିବାକୁ ଖୁବ୍‌ ଭଲ ଲାଗେ।

୧୦. ଶ୍ରୀଦେବୀଙ୍କ ଜଣେ ଭଲ ନୃତ୍ୟଶିଳ୍ପୀ ଥିଲେ। ଡ୍ୟାନ୍ସର ମାନଙ୍କ ମଧ୍ୟର ମାଇକେଲ ଜ୍ୟାକ୍‌ସନ୍‌ ଓ ସମ୍ମି କପୁର ତାଙ୍କର ଖୁବ୍‌ ପସନ୍ଦ।

୧୧. ସବୁଠୁ ଅଧିକ ଆୟ କରୁଥିବା ଅଭିନେତ୍ରୀ ଥିଲେ ଶ୍ରୀଦେବୀ। ସେ ଏକ ମାତ୍ର ଅଭିନେତ୍ରୀ ଯିଏ କି ୯୦ ଦଶକରେ ପ୍ରତି ଫିଲ୍ମ ପାଇଁ ୧କୋଟି ଟଙ୍କା ନେଉଥିଲେ।

୧୨. ଶ୍ରୀଦେବୀ ୩ ଦଶକ ଧରି ଟପ୍‌ ଅଭିନେତାଙ୍କ ସହ କାମ କରିଛନ୍ତି। ୧୯୭୦ରେ ରାଜେଶ ଖାନ୍ନା, ବିନୋଦ ଖାନ୍ନା, ଅମିତାଭ ବଚ୍ଚନ, ଶତ୍ରୁଘ୍ନ ସିହ୍ନା, ଜିତେନ୍ଦ୍ର, ରିଷି କପୁର ସହ କାମ କରିଛନ୍ତି। ୮୦ ଦଶକରେ ସେ ସନ୍ନି ଦେୱଲ, ବବି ଦେୱଲ, ସଞ୍ଜୟ ଦତ୍ତ, ଅନୀଲ କପୁର, ଜ୍ୟାକିଶ୍ରଫ୍‌ ସହ କାମ କରିଛନ୍ତି।। ୯୦ ଦଶକରେ ଶାହାରୁଖ୍‌ ଖାନ୍‌, ସଲମାନ ଖାନ୍‌, ଅକ୍ଷୟ କୁମାର ଓ ୬୦ ଦଶକରେ ଧର୍ମେନ୍ଦ୍ରଙ୍କ ହିରୋଇନ୍‌ ହୋଇ ଅନେକ ହିଟ୍‌ ଫିଲ୍ମ ଦେଇଛନ୍ତି ସେ। ଏହା ଛଡା କମଲ ହାସନଙ୍କ ସହ ସେ ସବୁଠୁ ଅଧିକ ଫିଲ୍ମରେ କାମ କରିଛନ୍ତି।

୧୩. ଶ୍ରୀ ଦେବୀ ନିଜ ପ୍ରିୟ କଳାକାର ଅନେକଙ୍କୁ କହିଥିଲେ, କିନ୍ତୁ ଅମିତାଭଙ୍କୁ ମହାନ୍‌ ବୋଲି କହିଥିଲେ।

୧୪. ଶ୍ରୀଦେବୀ ବିଲେଇକୁ ଖୁବ୍‌ ଡରନ୍ତି।

୧୫.ଫିଲ୍ମ ‘ହୀର୍‌-ରାଞ୍ଝା’ରେ ସେ ନିଜ ଡ୍ରେସ୍‌ ନିଜେ ଡିଜାଇନ୍‌ କରିଥିଲେ।

୧୬.ସେ ଶ୍ରୀଦେବୀ ଲେଖି ସାଇନ୍‌ କରନ୍ତି।

୧୭. ‘ଶକ୍ତି’ ଫିଲ୍ମରେ କାମ କରିବା ସମୟରେ ତାଙ୍କୁ ଜଣା ପଡିଥିଲା ସେ ଗର୍ଭବତୀ ଅଛନ୍ତି। ତେଣୁ ସେ ସେହି ଫିଲ୍ମରେ ତାଙ୍କ ପ୍ରିୟ ଅଭିନେତ୍ରୀ କାଜୋଲଙ୍କୁ ଅଭିନୟ କରିବାକୁ କହିଥିଲେ। କିନ୍ତୁ କାଜୋଲ ବ୍ୟସ୍ତ ଥିବା କାରଣରୁ ସେହି ଫିଲ୍ମ କରସ୍ମା କପୁରଙ୍କୁ ମିଳିଥିଲା।

୧୮. ୨୦୧୭ରେ ପ୍ରଦର୍ଶିତ ହୋଇଥିବା ଫିଲ୍ମ ‘ମମ୍‌’ ତାଙ୍କର ୩୦୦ତମ ଫିଲ୍ମ ଥିଲା। ଏହି ଫିଲ୍ମଟି ତାଙ୍କ ଫିଲ୍ମ କ୍ୟାରିଅରରେ  ୫୦ ବର୍ଷରେ ରିଲିଜ୍‌ ହୋଇଥିଲା।

୧୯. ଆମୀର ଖାନ୍‌ଙ୍କ ସବୁଠୁ ପ୍ରିୟ ଅଭିନେତ୍ରୀ ଶ୍ରୀଦେବୀ ଥିଲେ ତଥାପି ଦୁହେଁ କୌଣସି ଫିଲ୍ମରେ ଏକାଠି କାମ କରି ନାହାନ୍ତି।

୨୦. ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଶ୍ରୀଦେବୀଙ୍କୁ ୫ଟି ଫିଲ୍ମ ଫେୟାର ଆୱାର୍ଡ ମିଳିଛି। ୨୦୧୩ରେ ତାଙ୍କୁ ‘ପଦ୍ମଶ୍ରୀ’ ପୁରସ୍କାର ପ୍ରଦାନ  କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story