ଏହି ୫ ଅଭିନେତ୍ରୀ ଦିଲୀପ୍‌ କୁମାରଙ୍କ ପାଇଁ ଥିଲେ ପାଗଳ

ମୁମ୍ବାଇ: ବଲିଉଡ୍‌ରେ ପ୍ରେମରେ ପଡିବା କିଛି ବଡ କଥା ନୁହେଁ । ପ୍ରତ୍ୟେକ ହିରୋ ହିରୋଇନ୍‌ କାହାକୁ ନା କାହାକୁ ମନ ଦେବାର ଆମେ ଦେଖିଛେ। ଆଜି ଆମେ ଲିଜେଣ୍ଡ୍‌ ଅଭିନେତା ଦିଲୀପ୍ କୁମାରଙ୍କ ବିଷୟରେ କହୁଛୁ, ଯାହା ପାଇଁ ଅଭିନେତ୍ରୀମାନେ ଦିୱାନା ଥିଲେ। ସେ ସମୟରେ ସୁପରଷ୍ଟାର ଦିଲୀପ୍‌ କୁମାର ଖୁବ୍‌ ହ୍ୟାଣ୍ଡସମ୍‌ ଏବଂ ଏଲିଜିବଲ ବ୍ୟାଚଲର ଥିଲେ। ତାଙ୍କୁ ପ୍ରାୟ ସବୁ ଅଭିନେତ୍ରୀ ନିଜ ମନ ଦେଇ ବସୁଥିଲେ। ତାଙ୍କ ଆଫେଆରକୁ ନେଇ ମଧ୍ୟ […]

d mumar

d mumar

Rakesh Mallick
  • Published: Sunday, 07 January 2018
  • Updated: 07 January 2018, 10:42 AM IST

Sports

Latest News

ମୁମ୍ବାଇ: ବଲିଉଡ୍‌ରେ ପ୍ରେମରେ ପଡିବା କିଛି ବଡ କଥା ନୁହେଁ । ପ୍ରତ୍ୟେକ ହିରୋ ହିରୋଇନ୍‌ କାହାକୁ ନା କାହାକୁ ମନ ଦେବାର ଆମେ ଦେଖିଛେ। ଆଜି ଆମେ ଲିଜେଣ୍ଡ୍‌ ଅଭିନେତା ଦିଲୀପ୍ କୁମାରଙ୍କ ବିଷୟରେ କହୁଛୁ, ଯାହା ପାଇଁ ଅଭିନେତ୍ରୀମାନେ ଦିୱାନା ଥିଲେ।

ସେ ସମୟରେ ସୁପରଷ୍ଟାର ଦିଲୀପ୍‌ କୁମାର ଖୁବ୍‌ ହ୍ୟାଣ୍ଡସମ୍‌ ଏବଂ ଏଲିଜିବଲ ବ୍ୟାଚଲର ଥିଲେ। ତାଙ୍କୁ ପ୍ରାୟ ସବୁ ଅଭିନେତ୍ରୀ ନିଜ ମନ ଦେଇ ବସୁଥିଲେ। ତାଙ୍କ ଆଫେଆରକୁ ନେଇ ମଧ୍ୟ ସେ ସମୟରେ ଖୁବ୍‌ ଚର୍ଚ୍ଚା ହେଉଥାଏ। କିନ୍ତୁ ସେହି ଅଭିନେତ୍ରୀଙ୍କ ମଧ୍ୟରୁ ଏମିତି ୫ଜଣ ଅଛନ୍ତି, ଯେଉଁମାନଙ୍କ ସହ ଦିଲୀପଙ୍କ ପ୍ରେମ ସଂପର୍କକୁ ନେଇ ଖୁବ୍‌ ଚର୍ଚ୍ଚା ହେଉଥିଲା। ତେବେ ଚାଲନ୍ତୁ ଜାଣିବା ସେ ୫ ଜଣ କିଏ କିଏ।

ମଧୁବାଲା- ଲୋକ ଆଜି ବି ଅନାରକଲି ଓ ସଲିମଙ୍କ ଯୋଡ଼ିକୁ ଭୁଲିପାରିନାହାନ୍ତି। ୧୯୬୦ରେ ଫିଲ୍ମ ‘ମୁଗଲ-ଏ-ଆଜମ୍‌ରେ’ ଦୁହେଁ ଅଭିନୟ କରିଥିଲେ। ସେହି ସମୟରେ ଦୁହିଁଙ୍କୁ ନେଇ ଖୁବ୍‌ ଚର୍ଚ୍ଚା ହେଉଥିଲା। କୁହାଯାଏ ଦୁହିଁଙ୍କ ଆଫେଆର ୯ ବର୍ଷ ପର୍ଯ୍ୟନ୍ତ ଚାଲିଥିଲା। ଏମିତି କି ଦୁହିଁଙ୍କ ନିର୍ବନ୍ଧ ହେବା ମଧ୍ୟ ଶୁଣିବାକୁ ମିଳିଥିଲା। କିନ୍ତୁ ଫିଲ୍ମ ‘ନୟାଦୌର’ ସୁଟିଂ ସମୟରେ ମଧୁଙ୍କ ପ୍ରଯୋଜକ ସହ କିଛି ଯୁକ୍ତିତର୍କ ହୋଇଯାଇଥିଲା। ସେ ସମୟରେ ଦିଲୀପ ମଧୁଙ୍କ ସାଥ ଦେଇ ନଥିଲେ। ସେଥିପାଇଁ ତାଙ୍କ ସଂପର୍କ ଭାଙ୍ଗିଯାଇଥିଲା।

 ବୈଜୟନ୍ତୀ ମାଳା- ବୈଜୟନ୍ତୀ ୬ଟି ଫିଲ୍ମରେ ଦିଲୀପ କୁମାରଙ୍କ ସହ କାମ କରିଥିଲେ। ଦୁହିଁଙ୍କ ଯୋଡିକୁ ବି ଦର୍ଶକେ ବେଶ୍‌ ପସନ୍ଦ କରିଥିଲେ।  ପରେ ସେ ତାଙ୍କ ପ୍ରେମରେ ପଡିଯାଇଥିଲେ। ଏମାନେ ଅନେକ ସମୟରେ ଏକାଠି ନଜର ଆସୁଥିଲେ।  କିନ୍ତୁ ବୈଜୟନ୍ତୀଙ୍କ ଘର ଲୋକେ ଦିଲୀପଙ୍କୁ ପସନ୍ଦ କରୁ ନଥିବାରୁ ତାଙ୍କୁ ଅଲଗା ଅନ୍ୟତ୍ର ବିବାହ କରିବାକୁ ପଡିଥିଲା।

କାମିନୀ କୌଶଲ- କାମିନୀଙ୍କୁ ଅଭିନୟ ଦର୍ଶକଙ୍କୁ ମନକୁ ବେଶ ଛୁଇଁଥିଲା। ସେ ଦିଲୀପ କୁମାରଙ୍କ ପାଇଁ ଦିୱାନା ଥିଲେ ଓ ତାଙ୍କୁ ମଧ୍ୟ ବିବାହ କରିବାକୁ ଚାହୁଁଥିଲ। କିନ୍ତୁ କୁହାଯାଏ କାମିନୀଙ୍କ ଭାଇ ଦିଲୀପ କୁମାରଙ୍କୁ ପସନ୍ଦ କରୁ ନଥିଲେ ସେଥିପାଇଁ ତାଙ୍କ ସଂପର୍କ ଭାଙ୍ଗିଯାଇଥିଲା।

ଆସମା ରେହେମାନ୍‌- ନିଜ ବାୟୋଗ୍ରାଫି ‘ଦ ସବ୍‌ଷ୍ଟାନ୍ସ ଆଣ୍ଡ ଦ ସୋଡ୍‌’ ରେ ଲେଖିଥିଲେ ତାଙ୍କ ସ୍ତ୍ରୀ ସାୟରା ବାନୋ ଥାଉ ଥାଉ ସେ ଆଉ ଜଣେ ମହିଳାଙ୍କୁ ଆପଣେଇଥିବା ତାଙ୍କ ଜୀବନର ସବୁଠୁ ବଡ ଭୁଲ। କଥାଟି ସତ ଦିଲୀପ  କୁମାର ଅସମାଙ୍କ ସହ ସନ୍ତାନର ଇଚ୍ଛା ରଖି ସାୟରାଙ୍କଠୁ ଲୁଚେଇ ସଂପର୍କ ରଖିଥିଲେ। ଦୁହେଁ ୧୯୮୦ ରେ ବିବାହ ମଧ୍ୟ କରିଥିଲେ। ଏହି ଭୁଲର ଅନୁତାପ ଦିଲୀପଙ୍କୁ ଦୁଇ ବର୍ଷ ପରେ ହୋଇଥିଲା। ତାପରେ ସେ ଆସମାଙ୍କୁ ଛାଡପତ୍ର ଦେଇଥିଲେ।

ସାୟରା ବାନୋ- ଯେଉଁ ସମୟରେ ମଧୁବାଲା ଓ ଦିଲୀପ କୁମାର ପ୍ରେମକୁ ନେଇ ଚର୍ଚ୍ଚା ହେଉଥିଲା ସେ ସମୟରେ ସାୟରା ବାନୋଙ୍କ ଜୀବନରେ ଦିଲୀପ ଆସିଥିଲେ। ବୟସରେ ସାୟରା ଦିଲୀପ କୁମାରଙ୍କ ଠାରୁ ୨୨ ବର୍ଷ ସାନ। କିନ୍ତୁ କୁହାଯାଏ ପ୍ରେମ ବୟସ ଦେଖେ ନାହିଁ। ସେମାନଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିଥିଲା। କିନ୍ତୁ ସବୁଠୁ ବଡ କଥା ହେଉଛି ସାୟରା ଦିଲୀପ କୁମାରଙ୍କୁ ୧୨ ବର୍ଷ ବୟସରୁ ଜାଣିଥିଲେ।  ସେ ଫିଲ୍ମ ଇଣ୍ଡଷ୍ଟ୍ରିକୁ ମଧ୍ୟ ଦିଲୀପ କୁମାରଙ୍କ ପାଇଁ ଆସିଥିଲେ। ବୟସର ଦୂରତା ଯୋଗୁଁ ସେ ସାୟରାଙ୍କୁ ବିବାହ କରିବାକୁ ଚାହୁଁ ନଥିଲେ। କିନ୍ତୁ ଦିଲୀପଙ୍କ ବନ୍ଧୁ ଦେବାନନ୍ଦ ଓ ରାଜ କପୁର ତାଙ୍କୁ ମନେଇ ଦେଇଥିଲେ। ପରେ ଦୁହେଁ  ବିବାହ କରିଥିଲେ। ଆଉ ସେ ପ୍ରେମ କାହାଣୀ ଏବେ ଏକ ମିଶାଲ ହୋଇ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story