ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୯ ଚଳଚ୍ଚିତ୍ର ପୁରସ୍କାର ଉତ୍ସବର ୧୬କାଟାଗୋରୀ ମଧ୍ୟରୁ ୮କାଟାଗୋରୀରେ ତରଙ୍ଗ ସିନେ ପ୍ରଡକ୍ସନ୍ସ ବାଜିମାତ୍ କରିଛି। ଏଥର ଶ୍ରେଷ୍ଠ ଫିଲ୍ମ, ଶ୍ରେଷ୍ଟ ଅଭିନେତା, ଶ୍ରେଷ୍ଠ ଅଭିନେତ୍ରୀ, ଶ୍ରେଷ୍ଠ ଶିଶୁ କଳାକର, ଶ୍ରେଷ୍ଠ ନବାଗତା ଅଭିନେତ୍ରୀ, ଶ୍ରେଷ୍ଠ ନିର୍ଦ୍ଦେଶକ, ଶ୍ରେଷ୍ଠ ସହଯୋଗୀ କଳାକାର, ଶ୍ରେଷ୍ଠ ଗାୟକ କାଟାଗୋରୀରେ ତରଙ୍ଗ ସିନେ ପ୍ରଡକ୍ସନ୍ସ ପ୍ରାୟୋଜିତ ଫିଲ୍ମକୁ ଆୱାର୍ଡ ମିଳିଛି।
ଶ୍ରେଷ୍ଠ ଫିଲ୍ମ- ପ୍ରେମ୍ କୁମାର(ତରଙ୍ଗ ସିନେ ପ୍ରଡକ୍ସନ୍ସ)
ଶ୍ରେଷ୍ଠ ଅଭିନେତା- ଅନୁଭବ(ପ୍ରେମ କୁମାର)
ଶ୍ରେଷ୍ଠ ଅଭିନେତ୍ରୀ- ଶିବାନୀ(ପ୍ରେମ କୁମାର)
ଶ୍ରେଷ୍ଠ ଶିଶୁ କଳାକର- ଅନିମେଶ(ପ୍ରେମ କୁମାର)
ଶ୍ରେଷ୍ଠ ନବାଗତା ଅଭିନେତ୍ରୀ- ଦିବ୍ୟା(ସୁନ୍ଦରଗଡ଼ର ସଲମାନ୍ ଖାନ୍)
ଶ୍ରେଷ୍ଠ ନିର୍ଦ୍ଦେଶକ- ଅଶୋକ ପତି(ସୁନ୍ଦରଗଡ଼ର ସଲମାନ୍ ଖାନ୍)
ଶ୍ରେଷ୍ଠ ସହଯୋଗୀ କଳାକାର- ବୁଦ୍ଧାଦିତ୍ୟ ମହାନ୍ତି (ଶ୍ରୀମାନ୍ ସୁରଦାଶ)
ଶ୍ରେଷ୍ଠ ଗାୟକ- ସୋୟମ୍ ପାଢୀ (ସୁନ୍ଦରଗଡ଼ର ସଲମାନ୍ ଖାନ୍)
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Bollywood
ଓସ୍କାର ରେସ୍ରୁ ଆଉଟ ହେଲା 'ଲାପତା ଲେଡିଜ୍'
କିରଣ ରାଓଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ୯୭ତମ ଏକାଡେମୀ ପୁରସ୍କାରରେ ଭାରତର ପ୍ରତିନିଧିତ୍ୱ କରିବାକୁ ମନୋନୀତ ହୋଇଥିଲା। ମାତ୍ର ଏବେ ଏହା ଓସ୍କାର ରେସ୍ରୁ ବାହାରି ଯାଇଥିବା ବେଳେ ଭାରତୀୟ ସିନେ ପ୍ରେମୀଙ୍କୁ ଲାଗିଛି ଶକ୍ତ ଝଟକା।
Entertainment
ଦଳାଚକଟାରେ ଗୁରୁତର ନାବାଳକଙ୍କୁ ଭେଟିବାକୁ ଚାହିଁଲେ ଅଲ୍ଲୁ ଅର୍ଜୁନ, କହିଲେ...
ପୁଷ୍ପା-୨ ଫିଲ୍ମର ସ୍କ୍ରିନିଂ ଅବସରରେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଦଳଚକଟାରେ ୩୯ ବର୍ଷୀୟା ମହିଳା ଅଣନିଃଶ୍ୱାସୀ ହୋଇ ମୃତ୍ୟୁ ଘଟିଥିଲା। ତାଙ୍କର ଆଠ ବର୍ଷର ପୁଅ ମଧ୍ୟ ଗୁରୁତର ହୋଇପଡ଼ିଥିଲେ।
Entertainment
ଶୀତୁଆ ରାତିରେ ତାତି ବଢ଼ାଇଲେ ନିଶା; ମଞ୍ଚରେ କଲେ ତତଲା ଡ୍ୟାନ୍ସ
ମହୁଲଟିକ୍ରା ପଡିଆରେ ଖେଳୁଥିଲା ଗୌରୀ ଗଣନାଟ୍ୟ। ପ୍ରଥମ ତିନି ରାତି ଜବରଦସ୍ତ ନାଟକ ପରିବେଷଣ କରାଯାଇଲା। ଯାତ୍ରା ପ୍ରେମୀଙ୍କର ଖଚାଖଚ୍ ଭିଡ ଜମିଥିଲା।
National
ଅଲ୍ଲୁ ଅର୍ଜୁନଙ୍କୁ ମିଳିଲା ଅନ୍ତରୀଣ ଜାମିନ
ତଳ କୋର୍ଟ ଅଲ୍ଲୁ ଅର୍ଜୁନଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିବା ବେଳେ ହାଇକୋର୍ଟ ଦେଇଛନ୍ତି ବଡ଼ ଆଶ୍ୱସ୍ତି।
National
ଅଲ୍ଲୁଙ୍କୁ ଗିରଫ କରିବା ପାଇଁ ବେଡ୍ ରୁମ୍ ପର୍ଯ୍ୟନ୍ତ ପଳାଇଥିଲା ପୁଲିସ, ପୋଷାକ ବଦଳାଇବାକୁ ଦେଇ ନଥିଲା ସମୟ
ନାମପଲ୍ଲୀ କୋର୍ଟ ତେଲୁଗୁ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛି।