ପୁରସ୍କାର ପୋଛିନେଲା ତରଙ୍ଗ ସିନେ ପ୍ରଡକ୍ସନ୍ସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୯ ଚଳଚ୍ଚିତ୍ର ପୁରସ୍କାର ଉତ୍ସବର ୧୬କାଟାଗୋରୀ ମଧ୍ୟରୁ ୮କାଟାଗୋରୀରେ ତରଙ୍ଗ ସିନେ ପ୍ରଡକ୍ସନ୍ସ ବାଜିମାତ୍‌ କରିଛି। ଏଥର ଶ୍ରେଷ୍ଠ ଫିଲ୍ମ, ଶ୍ରେଷ୍ଟ ଅଭିନେତା, ଶ୍ରେଷ୍ଠ ଅଭିନେତ୍ରୀ, ଶ୍ରେଷ୍ଠ ଶିଶୁ କଳାକର, ଶ୍ରେଷ୍ଠ ନବାଗତା ଅଭିନେତ୍ରୀ, ଶ୍ରେଷ୍ଠ ନିର୍ଦ୍ଦେଶକ, ଶ୍ରେଷ୍ଠ ସହଯୋଗୀ କଳାକାର, ଶ୍ରେଷ୍ଠ ଗାୟକ କାଟାଗୋରୀରେ ତରଙ୍ଗ ସିନେ ପ୍ରଡକ୍ସନ୍ସ ପ୍ରାୟୋଜିତ ଫିଲ୍ମକୁ ଆୱାର୍ଡ ମିଳିଛି। ଶ୍ରେଷ୍ଠ ଫିଲ୍ମ- ପ୍ରେମ୍‌ କୁମାର(ତରଙ୍ଗ ସିନେ ପ୍ରଡକ୍ସନ୍ସ) ଶ୍ରେଷ୍ଠ ଅଭିନେତା- ଅନୁଭବ(ପ୍ରେମ କୁମାର) ଶ୍ରେଷ୍ଠ ଅଭିନେତ୍ରୀ– ଶିବାନୀ(ପ୍ରେମ କୁମାର) ଶ୍ରେଷ୍ଠ […]

CHILI-POTATO

Biswobandita Swain
  • Published: Sunday, 17 February 2019
  • , Updated: 17 February 2019, 07:44 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୯ ଚଳଚ୍ଚିତ୍ର ପୁରସ୍କାର ଉତ୍ସବର ୧୬କାଟାଗୋରୀ ମଧ୍ୟରୁ ୮କାଟାଗୋରୀରେ ତରଙ୍ଗ ସିନେ ପ୍ରଡକ୍ସନ୍ସ ବାଜିମାତ୍‌ କରିଛି। ଏଥର ଶ୍ରେଷ୍ଠ ଫିଲ୍ମ, ଶ୍ରେଷ୍ଟ ଅଭିନେତା, ଶ୍ରେଷ୍ଠ ଅଭିନେତ୍ରୀ, ଶ୍ରେଷ୍ଠ ଶିଶୁ କଳାକର, ଶ୍ରେଷ୍ଠ ନବାଗତା ଅଭିନେତ୍ରୀ, ଶ୍ରେଷ୍ଠ ନିର୍ଦ୍ଦେଶକ, ଶ୍ରେଷ୍ଠ ସହଯୋଗୀ କଳାକାର, ଶ୍ରେଷ୍ଠ ଗାୟକ କାଟାଗୋରୀରେ ତରଙ୍ଗ ସିନେ ପ୍ରଡକ୍ସନ୍ସ ପ୍ରାୟୋଜିତ ଫିଲ୍ମକୁ ଆୱାର୍ଡ ମିଳିଛି।

ଶ୍ରେଷ୍ଠ ଫିଲ୍ମ- ପ୍ରେମ୍‌ କୁମାର(ତରଙ୍ଗ ସିନେ ପ୍ରଡକ୍ସନ୍ସ)

ଶ୍ରେଷ୍ଠ ଅଭିନେତା- ଅନୁଭବ(ପ୍ରେମ କୁମାର)

ଶ୍ରେଷ୍ଠ ଅଭିନେତ୍ରୀଶିବାନୀ(ପ୍ରେମ କୁମାର)

ଶ୍ରେଷ୍ଠ ଶିଶୁ କଳାକର- ଅନିମେଶ(ପ୍ରେମ କୁମାର)

ଶ୍ରେଷ୍ଠ ନବାଗତା ଅଭିନେତ୍ରୀ- ଦିବ୍ୟା(ସୁନ୍ଦରଗଡ଼ର ସଲମାନ୍‌ ଖାନ୍‌)

ଶ୍ରେଷ୍ଠ ନିର୍ଦ୍ଦେଶକ- ଅଶୋକ ପତି(ସୁନ୍ଦରଗଡ଼ର ସଲମାନ୍‌ ଖାନ୍‌)

ଶ୍ରେଷ୍ଠ ସହଯୋଗୀ କଳାକାର- ବୁଦ୍ଧାଦିତ୍ୟ ମହାନ୍ତି (ଶ୍ରୀମାନ୍‌ ସୁରଦାଶ)

ଶ୍ରେଷ୍ଠ ଗାୟକ- ସୋୟମ୍‌ ପାଢୀ (ସୁନ୍ଦରଗଡ଼ର ସଲମାନ୍‌ ଖାନ୍‌)

Related story