୮୦ ବର୍ଷୀୟ ବୁଢ଼ୀ ଭୂମିକାରେ କଙ୍ଗନା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରନାୱତଙ୍କ ନିଜର ବ୍ୟାନର ନିର୍ମିତ ହେଉଛି ପ୍ରଥମ ଫିଲ୍ମ ‘ତେଜୁ’। ଏଥିରେ କଙ୍ଗନା ନିର୍ଦ୍ଦେଶକ ଭାବେ ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି। ଏହି ଫିଲ୍ମରେ ସେ ୮୦ ବର୍ଷୀୟ ବୃଦ୍ଧା ଭୂମିକାରେ ଅଭିନୟ କରିବେ। କଙ୍ଗନା ଏ  କଥା ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି,“ ଫିଲ୍ମ ‘ତେଜୁ’ରେ ମୁଁ ଜଣେ ୮୦ ବର୍ଷୀୟ ବୃଦ୍ଧା ଭୂମିକା ଅଭିନୟ କରିବି। ଏହା ସେହି ବୃଦ୍ଧ ମହିଳାଙ୍କ ବିଷୟରେ ଆଧାରିତ ଯାହାଙ୍କୁ ମୁଁ […]

kangana-

kangana-

Rakesh Mallick
  • Published: Sunday, 21 May 2017
  • Updated: 21 May 2017, 01:05 PM IST

Sports

Latest News

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରନାୱତଙ୍କ ନିଜର ବ୍ୟାନର ନିର୍ମିତ ହେଉଛି ପ୍ରଥମ ଫିଲ୍ମ ‘ତେଜୁ’। ଏଥିରେ କଙ୍ଗନା ନିର୍ଦ୍ଦେଶକ ଭାବେ ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି। ଏହି ଫିଲ୍ମରେ ସେ ୮୦ ବର୍ଷୀୟ ବୃଦ୍ଧା ଭୂମିକାରେ ଅଭିନୟ କରିବେ। କଙ୍ଗନା ଏ  କଥା ସ୍ପଷ୍ଟ କରିଛନ୍ତି।

ସେ କହିଛନ୍ତି,“ ଫିଲ୍ମ ‘ତେଜୁ’ରେ ମୁଁ ଜଣେ ୮୦ ବର୍ଷୀୟ ବୃଦ୍ଧା ଭୂମିକା ଅଭିନୟ କରିବି। ଏହା ସେହି ବୃଦ୍ଧ ମହିଳାଙ୍କ ବିଷୟରେ ଆଧାରିତ ଯାହାଙ୍କୁ ମୁଁ ଜାଣିଛି ଓ ଯାହାଙ୍କୁ ମୁଁ ଭଲ ପାଏ। ଏହା ମୋ ବିଷୟରେ ମଧ୍ୟ। ସେ ୮୦ ବର୍ଷରେ ବି ନିଜକୁ ବୁଢ଼ୀ ବୋଲି ଭାବନ୍ତି ନାହିଁ।”

ସୌଜନ୍ୟ -ହିନ୍ଦୁସ୍ତାନ ଟାଇମ୍ସ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story