ପ୍ରଥମ ଫିଲ୍ମ- ସଂସଦରେ ରିଲିଜ୍ ହେବ ଟ୍ରେଲର୍

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ସଂସଦରେ ଏକ ଫିଲ୍ମର ଟ୍ରେଲର ଲଞ୍ଚ କରାଯିବ। ଏହି ମୁଭିର ଟାଇଟଲ୍‌ ହେଉଛି ‘ରାଗଦେଶ’। ଏହାର ନିର୍ଦ୍ଦେଶନା ଦେଇଛନ୍ତି ତିମାଂଶୁ ଧୁଲିୟା। ତିମାଂଶୁ କହିଛନ୍ତି ସଂସଦରେ  ‘ରାଗଦେଶ’ର ଟ୍ରେଲର ଲଞ୍ଚ୍‌ ହେବା ସ୍ୱାଧୀନତା ସଂଗ୍ରାମୀଙ୍କୁ ଏକ ସମ୍ମାନ। ପୁଣି ପ୍ରଥମ ଥର ପାଇଁ ସଂସଦରେ ଏକ ଫିଲ୍ମର ଟ୍ରେଲର ରିଳିଜ୍ ହେବାକୁ ଯାଉଥିବାରୁ ଏହା ଆମ ଫିଲ୍ମ ପାଇଁ ବି ବଡ଼ ସମ୍ମାନର କଥା। ୧୯୪୫ରୁ ୧୯୪୬ ମଧ୍ୟରେ ବ୍ରିଟିଶ ସେନା […]

raagdesh

raagdesh

Rakesh Mallick
  • Published: Friday, 23 June 2017
  • Updated: 23 June 2017, 02:21 PM IST

Sports

Latest News

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ସଂସଦରେ ଏକ ଫିଲ୍ମର ଟ୍ରେଲର ଲଞ୍ଚ କରାଯିବ। ଏହି ମୁଭିର ଟାଇଟଲ୍‌ ହେଉଛି ‘ରାଗଦେଶ’। ଏହାର ନିର୍ଦ୍ଦେଶନା ଦେଇଛନ୍ତି ତିମାଂଶୁ ଧୁଲିୟା।

ତିମାଂଶୁ କହିଛନ୍ତି ସଂସଦରେ  ‘ରାଗଦେଶ’ର ଟ୍ରେଲର ଲଞ୍ଚ୍‌ ହେବା ସ୍ୱାଧୀନତା ସଂଗ୍ରାମୀଙ୍କୁ ଏକ ସମ୍ମାନ। ପୁଣି ପ୍ରଥମ ଥର ପାଇଁ ସଂସଦରେ ଏକ ଫିଲ୍ମର ଟ୍ରେଲର ରିଳିଜ୍ ହେବାକୁ ଯାଉଥିବାରୁ ଏହା ଆମ ଫିଲ୍ମ ପାଇଁ ବି ବଡ଼ ସମ୍ମାନର କଥା।

୧୯୪୫ରୁ ୧୯୪୬ ମଧ୍ୟରେ ବ୍ରିଟିଶ ସେନା ଇଣ୍ଡିଆନ୍ ନ୍ୟାସ୍‌ନାଲ୍ ଆର୍ମିର ୩ ଜଣ ଅଫିସରଙ୍କୁ କୋର୍ଟ ମାର୍ଶାଲ କରିଥିଲା। ପ୍ରସିଦ୍ଧ ଲାଲ୍ କିଲ୍ଲାରେ ଏହି କୋର୍ଟ ମାର୍ଶାଲ କରାଯାଇଥିଲା। ଏହି କୋର୍ଟ ମାର୍ଶାଲ ସ୍ୱାଧୀନତା ସଂଗ୍ରାମର ଦିଗ ବଦଳାଇ ଦେଇଥିଲା।  ‘ରାଗଦେଶ’ର କାହାଣୀ ଏହା ଉପରେ ପର୍ଯ୍ୟବସିତ।

ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଛନ୍ତି କୃଣାଳ କପୁର, ଅମିତ ସାଧ ଓ ମୋହିତ ମାରବାହ। ଏହି ଫିଲ୍ମକୁ ରାଜ୍ୟସଭା ଟିଭି ପ୍ରସ୍ତୁତ କରୁଛି। ଏହାର ପ୍ରଯୋଜକ ହେଉଛନ୍ତି ଗୁଦୀପ ସିଂହ ସପ୍ପଲ। ଜୁଲାଇ ୨୮ରେ ଏହି ଫିଲ୍ମ ରିଲିଜ୍ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story