ମନ୍ଦିର ନ ଯାଇ 'କିଙ୍ଗ୍‌ ଖାନ୍‌'ଙ୍କ ଘରେ ପହଞ୍ଚିଲେ ଏହି ନବବିବାହିତ ଦମ୍ପତି

ମୁମ୍ବାଇ: ବିବାହ ପରେ ଈଶ୍ୱରଙ୍କ ଆଶୀର୍ବାଦ ପାଇଁ ମନ୍ଦିର ନ ଯାଇ ବଲିଉଡ୍‌ ‘କିଙ୍ଗ୍ ଖାନ୍‌’ଙ୍କ  ବାସଭବନ ଯିବା ହିଁ ଥିଲା ଏକ ନବବିବାହିତ ହିନ୍ଦୁ ଦମ୍ପତିଙ୍କ ଇଚ୍ଛା। ସେହି ଇଚ୍ଛା ପୂରଣ ହେବା ପରେ ଏହାକୁ ନେଇ ଏବେ ସୋଶାଲ୍‌ ମିଡିଆରେ ଚର୍ଚ୍ଚା ସୃଷ୍ଟି ହୋଇଛି। ଆସନ୍ତୁ ଜାଣିବା ପୂରା କାହାଣୀ। ‘କିଙ୍ଗ୍‌ ଖାନ୍‌’ ଶାହାରୁଖ୍‌ଙ୍କ ଜଣେ ଜବରଦସ୍ତ ଫ୍ୟାନ୍‌ ହେଉଛନ୍ତି ମୁମ୍ବାଇ ବାସିନ୍ଦା ଧ୍ରୁବ୍‌। ଦୀର୍ଘ ଦିନର ପ୍ରେମ ପରେ ଚଳିତ ମାସ ଡିସେମ୍ବରରେ […]

a-newlywed-couple-enacts-sh

a-newlywed-couple-enacts-sh

Biswobandita Swain
  • Published: Sunday, 16 December 2018
  • Updated: 16 December 2018, 08:08 PM IST

Sports

Latest News

ମୁମ୍ବାଇ: ବିବାହ ପରେ ଈଶ୍ୱରଙ୍କ ଆଶୀର୍ବାଦ ପାଇଁ ମନ୍ଦିର ନ ଯାଇ ବଲିଉଡ୍‌ 'କିଙ୍ଗ୍ ଖାନ୍‌'ଙ୍କ  ବାସଭବନ ଯିବା ହିଁ ଥିଲା ଏକ ନବବିବାହିତ ହିନ୍ଦୁ ଦମ୍ପତିଙ୍କ ଇଚ୍ଛା। ସେହି ଇଚ୍ଛା ପୂରଣ ହେବା ପରେ ଏହାକୁ ନେଇ ଏବେ ସୋଶାଲ୍‌ ମିଡିଆରେ ଚର୍ଚ୍ଚା ସୃଷ୍ଟି ହୋଇଛି। ଆସନ୍ତୁ ଜାଣିବା ପୂରା କାହାଣୀ।

'କିଙ୍ଗ୍‌ ଖାନ୍‌' ଶାହାରୁଖ୍‌ଙ୍କ ଜଣେ ଜବରଦସ୍ତ ଫ୍ୟାନ୍‌ ହେଉଛନ୍ତି ମୁମ୍ବାଇ ବାସିନ୍ଦା ଧ୍ରୁବ୍‌। ଦୀର୍ଘ ଦିନର ପ୍ରେମ ପରେ ଚଳିତ ମାସ ଡିସେମ୍ବରରେ ତାଙ୍କର ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ ହୋଇଛି। ତେବେ ବିବାହ ପରେ ନବବିବାହିତ ଦମ୍ପତିଙ୍କୁ ମନ୍ଦିର ଯିବାକୁ ସମ୍ପର୍କୀୟମାନେ ପରାମର୍ଶ ଦେଇଥିଲେ। ଏହି ପରାମର୍ଶ ଗ୍ରହଣ କରି ଧ୍ରୁବ୍‌ ପତ୍ନୀଙ୍କୁ ଧରି ପହଞ୍ଚିଥିଲେ ନିଜ ଭଗବାନ୍‌ଙ୍କ ମନ୍ଦିରରେ। ଧ୍ରୁବ୍‌ଙ୍କ ପାଇଁ ମନ୍ଦିର ଥିଲା ମୁମ୍ବାଇ ବାନ୍ଦ୍ରାର ‘ମନ୍ନତ’ ଆଉ ଭଗବାନ ଥିଲେ ଏହି 'ମନ୍ନତ'ରେ କହୁଥିବା ବଲିଉଡ୍‌ ବାଦ୍‌ଶା' ଶାହାରୁଖ୍‌ ଖାନ୍‌। ମନ୍ନତ ସମ୍ମୁଖରେ ପହଞ୍ଚି ଧ୍ରୁବ୍‌ ଶାହାରୁଖ୍‌ଙ୍କ ସିଗ୍ନେଚର ପୋଜ୍‌ରେ ଫଟୋ ଉଠାଇଥିଲେ। ଏହି ପୋଜ୍‌ରେ ତାଙ୍କ ପତ୍ନୀ ମଧ୍ୟ ସାମିଲ୍‌ ଥିଲେ। ସେହି ଫଟୋକୁ ନିଜ ଟ୍ୱିଟର୍‌ରେ  ଶେୟାର କରି ଧ୍ରୁବ୍‌ ଫଟୋ କ୍ୟାପସନ୍‌ରେ ଲେଖିଥିଲେ- “ମତେ କୁହାଗଲା ବିବାହ ପରେ ମନ୍ଦିର ଯାଇ ଭଗବାନ୍‌ ଦର୍ଶନ କରିବାକୁ। ମତେ ଲାଗୁଛି, ଆମେ ଠିକ୍‌ ସ୍ଥାନରେ ଆସି ପହଞ୍ଚିଛୁ।”

https://twitter.com/dhruvp2894/status/1073494115143294976

ବଡ କଥା ହେଉଛି, ଶାହାରୁଖ୍‌ ଏବେ ଏହି ଚ୍ୱିଟ୍‌ର ରିପ୍ଲାଏ ଦେଇଛନ୍ତି। ଏହି ଟ୍ୱିଟ୍‌ର ଉତ୍ତରରେ ଶାହାରୁଖ୍‌ ‘ଗଡ୍‌ ବ୍ଲେସ୍‌ ୟୁ’ ଲେଖିଛନ୍ତି।

https://twitter.com/iamsrk/status/1073498558911909888

ଏହା ପୂର୍ବରୁ ଜୁନ୍‌ ମାସରେ ଧ୍ରୁବ୍‌ ଶାହାରୁଖ୍‌ଙ୍କୁ ଏକ ଟ୍ୱିଟ୍‌ କରି ସେ ଡିସେମ୍ବରରେ ବିବାହ କରିବାକୁ ଯାଉଥିବାର ସୂଚନା ଦେବା ସହ ଶାହାରୁଖ୍‌ଙ୍କ ଆଶୀର୍ବାଦ୍‌ କାମନା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story