ଐଶ୍ୱର୍ଯ୍ୟା ରାୟଙ୍କର ବି ଅଛି ୨୯ ବର୍ଷର ପୁଅଟିଏ?

ମୁମ୍ବାଇ: ବଲିଉଡ୍‌ କଳାକାରଙ୍କୁ ନେଇ ସବୁବେଳେ କିଛି ନା କିଛି ଶୁଣିବାକୁ ମିଳିଥାଏ। ଆଉ ସେ ସବୁ କଥା ଶୁଣିଲା ପରେ ଆଶ୍ଚର୍ଯ୍ୟ ଲାଗେ। ତାକୁ ସହଜରେ ବିଶ୍ୱାସ କରିବା ବହୁତ କଷ୍ଟକର ହୋଇପଡ଼େ। ସେମିତି କିଛି ଖବର ଏବେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ନେଇ ସାମ୍ନାକୁ ଆସିଛି। ଜଣେ ପିଲା ଐଶ୍ୱର୍ଯ୍ୟାଙ୍କ ପୁଅ ବୋଲି ଦାବି କରୁଛି। ଘଟଣା ହେଉଛି ସାଉଥ୍‌ର। ଆନ୍ଧ୍ରପ୍ରଦେଶର ଜଣେ  ପିଲା ନିଜକୁ ଐଶ୍ୱର୍ଯ୍ୟା ରାୟଙ୍କ ପୁଅ ବୋଲି ଦାବି କରୁଛି। […]

Aiswarya

Aiswarya

Rakesh Mallick
  • Published: Wednesday, 03 January 2018
  • Updated: 03 January 2018, 05:51 PM IST

Sports

Latest News

ମୁମ୍ବାଇ: ବଲିଉଡ୍‌ କଳାକାରଙ୍କୁ ନେଇ ସବୁବେଳେ କିଛି ନା କିଛି ଶୁଣିବାକୁ ମିଳିଥାଏ। ଆଉ ସେ ସବୁ କଥା ଶୁଣିଲା ପରେ ଆଶ୍ଚର୍ଯ୍ୟ ଲାଗେ। ତାକୁ ସହଜରେ ବିଶ୍ୱାସ କରିବା ବହୁତ କଷ୍ଟକର ହୋଇପଡ଼େ। ସେମିତି କିଛି ଖବର ଏବେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ନେଇ ସାମ୍ନାକୁ ଆସିଛି। ଜଣେ ପିଲା ଐଶ୍ୱର୍ଯ୍ୟାଙ୍କ ପୁଅ ବୋଲି ଦାବି କରୁଛି।

ଘଟଣା ହେଉଛି ସାଉଥ୍‌ର। ଆନ୍ଧ୍ରପ୍ରଦେଶର ଜଣେ  ପିଲା ନିଜକୁ ଐଶ୍ୱର୍ଯ୍ୟା ରାୟଙ୍କ ପୁଅ ବୋଲି ଦାବି କରୁଛି। ପିଲାଟି କହୁଛି ଐଶ୍‌ ହେଉଛନ୍ତି ତାଙ୍କ ମା। ପିଲାଟି ବିଶାଖାପାଟନମ୍‌ର ବାସିନ୍ଦା। ତା’ର ନାଁ ସଙ୍ଗୀତ କୁମାର। ଏବେ ସେ ୨୯ ବର୍ଷର। ତାଙ୍କ ଜନ୍ମ ଲଣ୍ଡନ୍‌ରେ IVF ଟେକ୍‌ନୋଲୋଜି ଜରିଆରେ  ହୋଇଥିଲା। ଦୁଇ ବର୍ଷ ପର୍ଯ୍ୟନ୍ତ ଐଶ୍‌ଙ୍କ ମା ବୃନ୍ଦା ରାୟ ଓ ବାପା କୃଷ୍ଣରାଜ ରାୟ ତାଙ୍କୁ ପାଳିଥିଲେ। ତା’ପରେ ତାଙ୍କ ବାପା ଏଦିବେଲୁ ରେଡ୍ଡୀ ତାଙ୍କୁ ବିଶାଖାପାଟ୍‌ନମ୍‌ ନେଇ ଆସିଥିଲେ। ସେବେଠୁ ସେ ସେଠାରେ ରହୁଛନ୍ତି।

 ସେ ଆହୁରି କହିଛନ୍ତି, ୨୭ ବର୍ଷ ପର୍ଯ୍ୟନ୍ତ ସେ ନିଜ ମାଙ୍କ ଠାରୁ ଅଲଗା ରହିଛନ୍ତି। ଏବେ ସେ ତାଙ୍କ ମା’ଙ୍କ ସହ ରହିବାକୁ ଚାହୁଁଛନ୍ତି।

ନିଜ କଥାକୁ ପ୍ରମାଣିତ କରିବା ପାଇଁ ତାଙ୍କ ପାଖରେ କୌଣସି ପ୍ରମାଣ ପତ୍ର ନାହିଁ। ସବୁ ପ୍ରମାଣ ନଷ୍ଟ କରିଦିଆ ଯାଇଛି ବୋଲି ସଙ୍ଗୀତ ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story