ଓସ୍କାର ବିଜେତା ହଲିଉଡ୍ ଫିଲ୍ମ 'ଫରେଷ୍ଟ ଗମ୍ପ'ର ରିମେକ୍‌ ନେଇ ଆସୁଛନ୍ତି ଆମୀର ଖାନ୍

ମୁମ୍ବାଇ: ବଲିଉଡର ମିଷ୍ଟର ପର୍‌ଫେକ୍ସନିଷ୍ଟ୍ ଆମୀର ଖାନ୍ ନିଜର ପରବର୍ତ୍ତୀ ସିନେମାର ନାଁ ଘୋଷଣା କରିଛନ୍ତି। ଏହି ସିନେମାଟି ହେଉଛି ଓସ୍କାର ଆୱାର୍ଡ ଲାଭ କରିଥିବା ୧୯୯୪ର ହିଟ୍ ହଲିଉଡ୍ ଫିଲ୍ମ ‘ଫରେଷ୍ଟ ଗମ୍ପ’ର ଅଫିସିଆଲ୍ ରିମେକ୍। ଏହି ଫିଲ୍ମର ନିର୍ଦ୍ଦେଶନା ଅଦ୍ୱୈତ ଚନ୍ଦନ ଦେବେ। ଅଦ୍ୱୈତ ଚନ୍ଦନ ପୂର୍ବରୁ ଆମୀରଙ୍କ ସୁପରହିଟ୍ ମୁଭି ‘ସିକ୍ରେଟ୍ ସୁପରଷ୍ଟାର୍’ର ନିର୍ଦ୍ଦେଶନା ଦେଇଥିଲେ।  ଆମୀର ଖାନ୍‌ଙ୍କ ଏହି ନୂଆ ସିନେମାର ଟାଇଟଲ ରହିଛି ‘ଲାଲ୍ ସିଂହ ଚଡା’। https://www.instagram.com/p/Bu-_s1WAJRU/?utm_source=ig_web_copy_link ବହୁ […]

aamir

aamir

Chinmayee Roy
  • Published: Thursday, 21 March 2019
  • Updated: 21 March 2019, 04:01 PM IST

Sports

Latest News

ମୁମ୍ବାଇ: ବଲିଉଡର ମିଷ୍ଟର ପର୍‌ଫେକ୍ସନିଷ୍ଟ୍ ଆମୀର ଖାନ୍ ନିଜର ପରବର୍ତ୍ତୀ ସିନେମାର ନାଁ ଘୋଷଣା କରିଛନ୍ତି। ଏହି ସିନେମାଟି ହେଉଛି ଓସ୍କାର ଆୱାର୍ଡ ଲାଭ କରିଥିବା ୧୯୯୪ର ହିଟ୍ ହଲିଉଡ୍ ଫିଲ୍ମ ‘ଫରେଷ୍ଟ ଗମ୍ପ’ର ଅଫିସିଆଲ୍ ରିମେକ୍। ଏହି ଫିଲ୍ମର ନିର୍ଦ୍ଦେଶନା ଅଦ୍ୱୈତ ଚନ୍ଦନ ଦେବେ। ଅଦ୍ୱୈତ ଚନ୍ଦନ ପୂର୍ବରୁ ଆମୀରଙ୍କ ସୁପରହିଟ୍ ମୁଭି ‘ସିକ୍ରେଟ୍ ସୁପରଷ୍ଟାର୍’ର ନିର୍ଦ୍ଦେଶନା ଦେଇଥିଲେ।  ଆମୀର ଖାନ୍‌ଙ୍କ ଏହି ନୂଆ ସିନେମାର ଟାଇଟଲ ରହିଛି ‘ଲାଲ୍ ସିଂହ ଚଡା’।

https://www.instagram.com/p/Bu-_s1WAJRU/?utm_source=ig_web_copy_link

ବହୁ ଦିନ ତଳୁ ଆମୀରଙ୍କ ପାଖରେ ‘ଫରେଷ୍ଟ ଗଂପ୍‌’ର ରିମେକ୍ ରାଇଟ୍ସ ଥିଲା। ହେଲେ ଆମୀର କ’ଣ ପାଇଁ ଫିଲ୍ମ ଆରମ୍ଭ କରୁ ନାହାଁନ୍ତି ବୋଲି ଚର୍ଚ୍ଚା ହେଉଥିଲା। ତେବେ ଏକ ପ୍ରେସ୍ କନ୍ଫରେନ୍ସରେ ଆମୀର ‘ଲାଲ୍‌ ସିଂହ ଚଡ଼ା’ ଫିଲ୍ମ ଘୋଷଣା କରିବା ପରେ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। କୁହାଯାଉଛି ଯେ,ଖୁବଶୀଘ୍ର ଏହି ସିନେମାର ନାୟିକାଙ୍କ ନାଁ ଘୋଷଣା କରାଯିବ। ସିନେମାଟି ୨୦୨୦ ମସିହା ଦୀପାବଳି ଅବସରରେ ରିଲିଜ୍ ହେବ।

https://www.instagram.com/p/Bu_ACRFgx8H/?utm_source=ig_web_copy_link

ଆମୀର ଫିଲ୍ମର ଘୋଷଣା କରି କହିଥିଲେ ଯେ ଫିଲ୍ମ ‘ରଙ୍ଗ ଦେ ବସନ୍ତି’ର ସୁଟିଂ ଚାଲିଥିବା ବେଳେ ତାଙ୍କ ସହ କଳାକାର ଅତୁଲ କୁଲକର୍ଣ୍ଣି ତାଙ୍କର ସବୁଠୁ ପସନ୍ଦର ସିନେମା କେଉଁଟା ବୋଲି ପଚାରିଥିଲେ। ଆମୀର ଏହାର ଉତ୍ତର ‘ଫରେଷ୍ଟ ଗମ୍ପ୍’ ବୋଲି ଦେଇଥିଲେ। ଏହାପରେ ଅତୁଲ ଏହି ଫିଲ୍ମର ଏକ ହିନ୍ଦୀ ସ୍କ୍ରିପ୍ଟ ଲେଖିଥିଲେ। ହେଲେ ଆମୀର ଏଥିପ୍ରତି ଗୁରୁତ୍ୱ ଦେଇ ନଥିଲେ।

କାରଣ ଆମୀର ଗୋଟିଏ ସମୟରେ ଗୋଟିଏ ପ୍ରୋଜେକ୍ଟ ଉପରେ ହିଁ ଗୁରୁତ୍ୱ ଦେଇଥାନ୍ତି। ଏହା ପରେ ଅତୁଲ ଲଗାତାର ଭାବେ ଆମୀରଙ୍କୁ ସ୍କ୍ରିପ୍ଟ ପଢ଼ିବାକୁ ଅନୁରୋଧ କରିଥିଲେ। ଶେଷରେ ଆମୀର ପ୍ରାୟ ୨-୩ ବର୍ଷ ପରେ ସ୍କ୍ରିପ୍ଟଟିକୁ ପଢ଼ିଥିଲେ। ଆମୀରଙ୍କୁ ଏହାର କାହାଣୀଟି ବେଶ୍ ପସନ୍ଦ ମଧ୍ୟ ଆସିଥିଲା। ସେ ତୁରନ୍ତ ଫିଲ୍ମର ରିମେକ୍‌ ପାଇଁ ଅଫିସିଆଲ୍‌ ରାଇଟ୍ସ ନେଇ ଆସିଥିଲେ। ପରିଶେଷରେ ଫିଲ୍ମଟି ତିଆରି ହେବାକୁ ଯାଉଥିବାରୁ ଆମୀର ବହୁତ ଖୁସି ଥିବା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story