ପାକିସ୍ତାନରେ ରିଲିଜ୍‌ ହେବ ନାହିଁ ‘ଦଙ୍ଗଲ’

ମୁମ୍ବାଇ:  ପାକିସ୍ତାନରେ ରିଲିଜ୍‌ ହେବ ନାହିଁ ଆମୀର ଖାନ୍‌ଙ୍କ  ଫିଲ୍ମ ‘ଦଙ୍ଗଲ’। ଫିଲ୍ମ ପାକିସ୍ତାନରେ ରିଲିଜ୍‌ କରିବାକୁ ଆମୀର ମନା କରିଛନ୍ତି। ପାକିସ୍ତାନ ସେନସର ବୋର୍ଡ ଫିଲ୍ମରେ ରାଷ୍ଟ୍ରୀୟ ଗୀତ ‘ଜନଗଣ ମନ ଅଧିନାୟକ’ ଓ ଜାତୀୟ ପତାକା ଉଡ଼ୁଥିବା ସିନ୍‌କୁ ହଟେଇବା ପାଇଁ କହିଥିଲା। ଯାହାକୁ ନେଇ ଆମୀର ଖପ୍ପା ହୋଇଛନ୍ତି । ଏପରିକି ଫିଲ୍ମ ‘ଦଙ୍ଗଲର’ ରିଲିଜ୍‌ ପାକିସ୍ତାନରେ ନକରିବାକୁ ନିଷ୍ପତ୍ତି ନେଇଛନ୍ତି। ୨୦୧୬ରେ ଉରୀ ଆକ୍ରମଣପରେ ପାକିସ୍ତାନ କଳାକାରଙ୍କୁ ଭାରତରେ ବ୍ୟାନ କରାଯାଇଥିଲା। […]

dangal

dangal

Rakesh Mallick
  • Published: Friday, 07 April 2017
  • Updated: 07 April 2017, 12:27 PM IST

Sports

Latest News

ମୁମ୍ବାଇ:  ପାକିସ୍ତାନରେ ରିଲିଜ୍‌ ହେବ ନାହିଁ ଆମୀର ଖାନ୍‌ଙ୍କ  ଫିଲ୍ମ ‘ଦଙ୍ଗଲ’। ଫିଲ୍ମ ପାକିସ୍ତାନରେ ରିଲିଜ୍‌ କରିବାକୁ ଆମୀର ମନା କରିଛନ୍ତି। ପାକିସ୍ତାନ ସେନସର ବୋର୍ଡ ଫିଲ୍ମରେ ରାଷ୍ଟ୍ରୀୟ ଗୀତ ‘ଜନଗଣ ମନ ଅଧିନାୟକ’ ଓ ଜାତୀୟ ପତାକା ଉଡ଼ୁଥିବା ସିନ୍‌କୁ ହଟେଇବା ପାଇଁ କହିଥିଲା। ଯାହାକୁ ନେଇ ଆମୀର ଖପ୍ପା ହୋଇଛନ୍ତି । ଏପରିକି ଫିଲ୍ମ ‘ଦଙ୍ଗଲର’ ରିଲିଜ୍‌ ପାକିସ୍ତାନରେ ନକରିବାକୁ ନିଷ୍ପତ୍ତି ନେଇଛନ୍ତି।

୨୦୧୬ରେ ଉରୀ ଆକ୍ରମଣପରେ ପାକିସ୍ତାନ କଳାକାରଙ୍କୁ ଭାରତରେ ବ୍ୟାନ କରାଯାଇଥିଲା। କିଛି ଦିନପୂର୍ବରୁ ଏହି ବ୍ୟାନ ଉଠିଲା ପରେ ‘ଦଙ୍ଗଲ’ ପାକିସ୍ତାନରେ ରିଲିଜ୍‌ କରିବାକୁ ସ୍ଥିର କରାଯାଇଥିଲା। ଭାରତରେ ନିର୍ମାଣ ହୋଇଥିବା ଫିଲ୍ମ ପାକିସ୍ତାନର ଲୋକମାନେ ବହୁତ ପସନ୍ଦ କରନ୍ତି, ତେଣୁ ଆମୀର ଓ ତାଙ୍କ ଟିମ୍‌ ପାକିସ୍ତାନରେ ଫିଲ୍ମ ରିଲିଜ୍‌ କରିବା ପାଇଁ ସ୍ଥିର କରିଥିଲେ। ତେବେ ପାକ୍‌ ସେନସର ବୋର୍ଡ ସର୍ତ୍ତ ପରେ ସେଠାରେ ଫିଲ୍ମ ରିଲିଜ୍‌ ନକରିବାକୁ ଆମୀର୍‌ ସ୍ଥିର କରିଛନ୍ତି ।

ଆମୀର ଖାନ୍ କହିଛନ୍ତି,“ଦଙ୍ଗଲ ଏକ କ୍ରୀଡ଼ା ଆଧାରିତ ଫିଲ୍ମ। ପାକିସ୍ତାନ ସହ ଏହାର କିଛି ନେଣଦେଣ ନାହିଁ।”

ଭାରତ ଓ ବିଦେଶରେ ‘ଦଙ୍ଗଲ’ ୫୩୨ କୋଟି ଟଙ୍କା ଆୟ କରି ସାରିଲାଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story