ଚମତ୍କାର କରି ଦେଲେ ଆଶୁତୋଷ! ଗୋଟିଏ ଫିଲ୍ମରେ ଆମୀର, ଶାହାରୁଖ ଓ ସଲମାନ

ମୁମ୍ବାଇ: ଲାଗୁଛି ଶେଷରେ ସିନେପ୍ରେମୀଙ୍କ ସ୍ୱପ୍ନ ପୂରଣ ହେବ! ସିଲ୍‌ଭର୍ ସ୍କ୍ରିନ୍‌ରେ ତିନି ଖାନ୍- ଶାହାରୁଖ୍, ଆମୀର ଓ ସଲମାନଙ୍କୁ ଏକାଠି ଦେଖିପାରିବେ! ସିନେପ୍ରେମୀଙ୍କ ଏ ସ୍ୱପ୍ନକୁ ସତ କରିବାକୁ ଯାଉଛନ୍ତି ନିର୍ଦ୍ଦେଶକ ଆଶୁତୋଷ ଗୋୱାରିକର। ସେ ନିଜେ ଟ୍ୱିଟ୍ କରି ଏକଥା କହିଛନ୍ତି। ସେ ଟ୍ୱିଟ୍ କରିଛନ୍ତି,“ଏହା ଆନୁଷ୍ଠାନିକ!!! ଏହା ଏବେ କୁହାଯାଇପାରିବ। ମୋ ଆଗାମୀ ଫିଲ୍ମରେ ତିନି ଖାନ୍- ଆମୀର, ସଲମାନ ଓ ଶାହାରୁଖ ଏକାଠି କାମ କରିବେ ଏବଂ ଫିଲ୍ମର ନାଁ? କେହି […]

amir

amir

Rakesh Mallick
  • Published: Saturday, 01 April 2017
  • Updated: 01 April 2017, 06:12 PM IST

Sports

Latest News

ମୁମ୍ବାଇ: ଲାଗୁଛି ଶେଷରେ ସିନେପ୍ରେମୀଙ୍କ ସ୍ୱପ୍ନ ପୂରଣ ହେବ! ସିଲ୍‌ଭର୍ ସ୍କ୍ରିନ୍‌ରେ ତିନି ଖାନ୍- ଶାହାରୁଖ୍, ଆମୀର ଓ ସଲମାନଙ୍କୁ ଏକାଠି ଦେଖିପାରିବେ! ସିନେପ୍ରେମୀଙ୍କ ଏ ସ୍ୱପ୍ନକୁ ସତ କରିବାକୁ ଯାଉଛନ୍ତି ନିର୍ଦ୍ଦେଶକ ଆଶୁତୋଷ ଗୋୱାରିକର। ସେ ନିଜେ ଟ୍ୱିଟ୍ କରି ଏକଥା କହିଛନ୍ତି।

ସେ ଟ୍ୱିଟ୍ କରିଛନ୍ତି,“ଏହା ଆନୁଷ୍ଠାନିକ!!! ଏହା ଏବେ କୁହାଯାଇପାରିବ। ମୋ ଆଗାମୀ ଫିଲ୍ମରେ ତିନି ଖାନ୍- ଆମୀର, ସଲମାନ ଓ ଶାହାରୁଖ ଏକାଠି କାମ କରିବେ ଏବଂ ଫିଲ୍ମର ନାଁ? କେହି ଅନୁମାନ ଲଗାଇ ପାରିବେ?”

https://twitter.com/AshGowariker/status/848045857681231872

ଠିକ୍ ଏହା ପରେ ସେ ଆଉ ଏକ ଟ୍ୱିଟ୍ କରିଛନ୍ତି। ସେଥିରେ ଲେଖା ଅଛି- ରାଗନ୍ତୁ ନାହିଁ! ଯଦି ମଜାକ୍ ଭଲ ଲାଗିଲାନି, ତା’ହେଲେ କ୍ଷମା କରି ଦେବେ? ଏଇଟା ସମ୍ଭବ ହେଲେ ବଢ଼ିଆ ହୁଅନ୍ତା! ଏପ୍ରିଲ୍ ଫୁଲ୍‌ ଦିବସରେ ଟିକେ ମଜା କରୁଥିଲି।”

https://twitter.com/AshGowariker/status/848061047671889920

ଏବେ ଆପଣମାନେ ବୁଝିଯିବେଣି ପୂରା ଘଟଣା। ଏଭଳି କରି ଏକ ଭିନ୍ନ ଢଙ୍ଗରେ ସମସ୍ତଙ୍କୁ ଏପ୍ରିଲ୍ ଫୁଲ୍ କରିଛନ୍ତି ଆଶୁତୋଷ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story