ସ୍ପାଇଡର ମ୍ୟାନ୍‌ ପୋଷାକରେ ଶାହାରୁଖଙ୍କ ପୁଅ

ମୁମ୍ବାଇ: ଶାହାରୁଖ ଖାନ୍‌ ବୁଧବାର ରାତିରେ ନିଜ ଟ୍ୱିଟର ପେଜ୍‌ରେ ସାନ ପୁଅ ଅବ୍‌ରାମଙ୍କ ଏକ ଫଟୋ ସେୟାର କରିଛନ୍ତି। ଏଥିରେ ଅବ୍‌ରାମଙ୍କୁ ସ୍ପାଇଡର ମ୍ୟାନ୍‌ ପୋଷକରେ ଦେଖିବାକୁ ମିଳୁଛି। ଶାହାରୁଖ ଫଟୋ କ୍ୟାପସନରେ ଲେଖିଛନ୍ତି ‘ସ୍ପାଇଡ୍‌ ବୁମ୍‌ ଏଟ୍‌ ହୋମ୍‌’। ଶାହାରୁଖ ଏହାକୁ ଇନଷ୍ଟାଗ୍ରାମରେ ମଧ୍ୟ ସେୟାର କରିଛନ୍ତି। କିଙ୍ଗ୍‌ ଖାନ୍‌ ସବୁବେଳେ ନିଜ ପିଲାମାନଙ୍କ ଫଟୋ ସୋସିଆଲ ମିଡିଆରେ ସେୟାର କରିଥାନ୍ତି। ବିଶେଷ କରି ଅବ୍‌ରାମଙ୍କ ଫଟୋ ଅଧିକ ପୋଷ୍ଟ କରିଥାନ୍ତି। ଅବ୍‌ରାମ ଶାହାରୁଖଙ୍କୁ ଫିଲ୍ମ […]

n

n

Rakesh Mallick
  • Published: Thursday, 30 March 2017
  • Updated: 30 March 2017, 11:32 AM IST

Sports

Latest News

ମୁମ୍ବାଇ: ଶାହାରୁଖ ଖାନ୍‌ ବୁଧବାର ରାତିରେ ନିଜ ଟ୍ୱିଟର ପେଜ୍‌ରେ ସାନ ପୁଅ ଅବ୍‌ରାମଙ୍କ ଏକ ଫଟୋ ସେୟାର କରିଛନ୍ତି। ଏଥିରେ ଅବ୍‌ରାମଙ୍କୁ ସ୍ପାଇଡର ମ୍ୟାନ୍‌ ପୋଷକରେ ଦେଖିବାକୁ ମିଳୁଛି।

ଶାହାରୁଖ ଫଟୋ କ୍ୟାପସନରେ ଲେଖିଛନ୍ତି ‘ସ୍ପାଇଡ୍‌ ବୁମ୍‌ ଏଟ୍‌ ହୋମ୍‌’। ଶାହାରୁଖ ଏହାକୁ ଇନଷ୍ଟାଗ୍ରାମରେ ମଧ୍ୟ ସେୟାର କରିଛନ୍ତି। କିଙ୍ଗ୍‌ ଖାନ୍‌ ସବୁବେଳେ ନିଜ ପିଲାମାନଙ୍କ ଫଟୋ ସୋସିଆଲ ମିଡିଆରେ ସେୟାର କରିଥାନ୍ତି। ବିଶେଷ କରି ଅବ୍‌ରାମଙ୍କ ଫଟୋ ଅଧିକ ପୋଷ୍ଟ କରିଥାନ୍ତି।

ଅବ୍‌ରାମ ଶାହାରୁଖଙ୍କୁ ଫିଲ୍ମ ପ୍ରମୋସନରେ ସହଯୋଗ କରିଥାନ୍ତି। ‘ରଇସ’ ରିଲିଜ୍‌ ସମୟରେ ଶାହାରୁଖ  ଏକ  ଡାଇଲଗ୍‌ଙ୍କ ସହ ଅବ୍‌ରାମଙ୍କ ଫଟୋ ପୋଷ୍ଟ କରିଥିଲେ।

 

 

 

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos