ଆସିଲା ‘ଆକ୍ସିଡେଣ୍ଟାଲ୍ ପିଏମ୍’ର ଫାଷ୍ଟ୍ ଲୁକ୍‌; ଜାଣନ୍ତୁ ମନମୋହନଙ୍କ ଭୂମିକାରେ ଆସିବେ କେଉଁ ଅଭିନେତା

ମୁମ୍ବାଇ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଉପରେ ନିର୍ମାଣ ହେଉଛି ଏକ ଫିଲ୍ମ। ଏହାର ନାମ ରଖାଯାଇଛି ‘ଆକ୍ସିଡେଣ୍ଟାଲ୍ ପିଏମ୍’। ବରିଷ୍ଠ ସାମ୍ବାଦିକ ସଞ୍ଜୟ ବାରୁଙ୍କ ପୁସ୍ତକ ‘ଦ ଆକ୍ସିଡେଣ୍ଟାଲ୍ ପ୍ରାଇମ୍ ମିନିଷ୍ଟର: ଦ ମେକିଙ୍ଗ ଆଣ୍ଡ ଅନ୍‌ମେକିଙ୍ଗ ଅଫ୍ ମନମୋହନ ସିଂହ’ ଉପରେ ଏ ଫିଲ୍ମ ଆଧାରିତ। ଏଥିରେ ମନମୋହନ ସିଂହଙ୍କ ଭୂମିକାରେ ନଜର ଆସିବେ ଅନୁପମ ଖେର। ୨୦୧୮ରେ ରିଲିଜ୍‌ ହେବାକୁ ଥିବା ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ରତ୍ନାକର ଗୁଟ୍ଟେ। ସୁନୀଲ ବୋହରା […]

manmohan

manmohan

Rakesh Mallick
  • Published: Wednesday, 07 June 2017
  • Updated: 07 June 2017, 11:04 AM IST

ମୁମ୍ବାଇ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଉପରେ ନିର୍ମାଣ ହେଉଛି ଏକ ଫିଲ୍ମ। ଏହାର ନାମ ରଖାଯାଇଛି ‘ଆକ୍ସିଡେଣ୍ଟାଲ୍ ପିଏମ୍’। ବରିଷ୍ଠ ସାମ୍ବାଦିକ ସଞ୍ଜୟ ବାରୁଙ୍କ ପୁସ୍ତକ ‘ଦ ଆକ୍ସିଡେଣ୍ଟାଲ୍ ପ୍ରାଇମ୍ ମିନିଷ୍ଟର: ଦ ମେକିଙ୍ଗ ଆଣ୍ଡ ଅନ୍‌ମେକିଙ୍ଗ ଅଫ୍ ମନମୋହନ ସିଂହ’ ଉପରେ ଏ ଫିଲ୍ମ ଆଧାରିତ। ଏଥିରେ ମନମୋହନ ସିଂହଙ୍କ ଭୂମିକାରେ ନଜର ଆସିବେ ଅନୁପମ ଖେର।

୨୦୧୮ରେ ରିଲିଜ୍‌ ହେବାକୁ ଥିବା ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ରତ୍ନାକର ଗୁଟ୍ଟେ। ସୁନୀଲ ବୋହରା ହେଉଛନ୍ତି ଏହାର ପ୍ରଯୋଜକ।

ଏପର୍ଯ୍ୟନ୍ତ ଫିଲ୍ମର ସ୍କ୍ରିପ୍ଟ ଲେଖା ଆରମ୍ଭ ହୋଇନାହିଁ। ସ୍କ୍ରିପ୍ଟ ଲେଖା ହେଲେ ଫିଲ୍ମର ବାକି ଚରିତ୍ରଗୁଡ଼ିକ ପାଇଁ କଳାକାର ବଛାଯିବ।

ସୂଚନାଯୋଗ୍ୟ, ସଞ୍ଜୟ ବାରୁ ୨୦୦୪ରୁ ୨୦୦୮ ପର୍ଯ୍ୟନ୍ତ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ମିଡିଆ ପରାମର୍ଶଦାତା ଥିଲେ। ସେ ନିଜ ବହିରେ ଦାବି କରିଛନ୍ତି ଯେ ମନମୋହନ ସିଂହଙ୍କ କାର୍ଯ୍ୟରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ବାରମ୍ବାର ହସ୍ତକ୍ଷେପ କରୁଥିଲେ। ଅବଶ୍ୟ ତାଙ୍କର ଏହି ଦାବିକୁ କଂଗ୍ରେସ ଖାରଜ କରି ସାରିଛି।

ରିପୋର୍ଟ ଓ ଫଟୋ- ଆଜ୍‌ତକ୍‌

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story