ଅର୍ଜୁନ୍‌ କପୁର୍‌ଙ୍କ ମିସ୍‌ କରୁଛନ୍ତି ରଣବୀର୍‌!

ମୁମ୍ବାଇ: ବଲିଉଡ୍‌ ଅଭିନେତା ରଣବୀର୍‌ ସିଂହ ଏବଂ ଅର୍ଜୁନ୍‌ କପୁର ଦୁହେଁ ଖୁବ୍‌ ଭଲ ବନ୍ଧୁ। ଫିଲ୍ମ ‘ଗୁଣ୍ଡେ’ରେ ଦୁହିଁଙ୍କ ଯୋଡ଼ିକୁ ଦର୍ଶକେ ବେଶ୍‌ ପସନ୍ଦ କରିଥିଲେ। କିନ୍ତୁ ଗତ କିଛି ଦିନ ହେବ ଉଭୟଙ୍କୁ ପରଦା ଉପରେ ଆଉ ଏକାଠି ଦେଖିବାକୁ ମିଳି ନାହିଁ। ନିକଟରେ ରଣବୀର ସିଂହଙ୍କୁ ତାଙ୍କର ଜଣେ ଫ୍ୟାନ୍ ଏ ସମ୍ପର୍କରେ ପଚାରିଥିଲେ। ସେ ଜାଣିବାକୁ ଚାହିଁଥିଲେ ଯେ ରଣବୀର ଏବଂ ଅର୍ଜୁନ୍‌ଙ୍କ ଯୋଡ଼ିକୁ ପୁଣି କେବେ ପରଦା ଉପରେ ଦେଖିବାକୁ […]

ranveer-singh-makes-up-for-

ranveer-singh-makes-up-for-

Biswobandita Swain
  • Published: Sunday, 23 December 2018
  • Updated: 23 December 2018, 07:22 PM IST

Sports

Latest News

ମୁମ୍ବାଇ: ବଲିଉଡ୍‌ ଅଭିନେତା ରଣବୀର୍‌ ସିଂହ ଏବଂ ଅର୍ଜୁନ୍‌ କପୁର ଦୁହେଁ ଖୁବ୍‌ ଭଲ ବନ୍ଧୁ। ଫିଲ୍ମ ‘ଗୁଣ୍ଡେ’ରେ ଦୁହିଁଙ୍କ ଯୋଡ଼ିକୁ ଦର୍ଶକେ ବେଶ୍‌ ପସନ୍ଦ କରିଥିଲେ। କିନ୍ତୁ ଗତ କିଛି ଦିନ ହେବ ଉଭୟଙ୍କୁ ପରଦା ଉପରେ ଆଉ ଏକାଠି ଦେଖିବାକୁ ମିଳି ନାହିଁ।

ନିକଟରେ ରଣବୀର ସିଂହଙ୍କୁ ତାଙ୍କର ଜଣେ ଫ୍ୟାନ୍ ଏ ସମ୍ପର୍କରେ ପଚାରିଥିଲେ। ସେ ଜାଣିବାକୁ ଚାହିଁଥିଲେ ଯେ ରଣବୀର ଏବଂ ଅର୍ଜୁନ୍‌ଙ୍କ ଯୋଡ଼ିକୁ ପୁଣି କେବେ ପରଦା ଉପରେ ଦେଖିବାକୁ ମିଳିବ। ଏହାର ଉତ୍ତରରେ ରଣବୀର୍‌ କହିଛନ୍ତି, ‘ମୁଁ ବି ଅର୍ଜୁନ୍‌ଙ୍କୁ ବହୁତ୍‌ ମିସ୍‌ କରୁଛି। କିନ୍ତୁ ବାବା (ଅର୍ଜୁନ୍‌) ଆଜିକାଲି 'ପାନିପତ୍‌'ରେ ବହୁତ ବ୍ୟସ୍ତ ରହୁଛନ୍ତି।’

ସୂଚନା ଅନୁଯାୟୀ, ଅର୍ଜୁନ୍‌ କପୁର୍‌ ଏବେ ତାଙ୍କ ଆଗାମୀ ଫିଲ୍ମ ‘ପାନିପତ୍‌’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମ୍‌ ଆସନ୍ତା ବର୍ଷ ଡିସେମ୍ବରରେ ରିଲିଜ୍‌ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story