ଆସନ୍ତାବର୍ଷ ବାଜିବ କଙ୍ଗନାଙ୍କ ସାହାନାଈ

ମୁମ୍ବାଇ: ବଲିଉଡ୍‌ କୁଇନ୍‌ କଙ୍ଗନା ରଣାୱତ୍‌ ନିଜ ଫିଲ୍ମ ପାଇଁ ଯେତିକି ଚର୍ଚ୍ଚାରେ ରହି ନଥାନ୍ତି ତା’ ଠାରୁ ଅଧିକ ଚର୍ଚ୍ଚାରେ ରୁହନ୍ତି ନିଜ ମନ୍ତବ୍ୟ ପାଇଁ।  ଅନେକ ଅଭିନେତାଙ୍କ ସହ ତାଙ୍କ ସଂପର୍କ ଖରାପ ଓ ଭଲ ହେବା ଦେଖିବାକୁ ମିଳିଛି। କଙ୍ଗନାଙ୍କ ବିବାହକୁ ନେଇ ସବୁବେଳେ ଚର୍ଚ୍ଚା ହେଉଥିବା ବେଳେ, ଏହାକୁ ଏଡାଇ ଯାଉଥିଲେ ସେ। ହେଲେ ଆମେ କଙ୍ଗନା ଫ୍ୟାନ୍‌ଙ୍କ ପାଇଁ ଆଣିଛୁ ଏକ ଖୁସି ଖବର। ଖବର ଅନୁଯାୟୀ, ଆସନ୍ତାବର୍ଷ କଙ୍ଗନା […]

kangna

kangna

Rakesh Mallick
  • Published: Monday, 05 February 2018
  • Updated: 05 February 2018, 01:51 PM IST

Sports

Latest News

ମୁମ୍ବାଇ: ବଲିଉଡ୍‌ କୁଇନ୍‌ କଙ୍ଗନା ରଣାୱତ୍‌ ନିଜ ଫିଲ୍ମ ପାଇଁ ଯେତିକି ଚର୍ଚ୍ଚାରେ ରହି ନଥାନ୍ତି ତା’ ଠାରୁ ଅଧିକ ଚର୍ଚ୍ଚାରେ ରୁହନ୍ତି ନିଜ ମନ୍ତବ୍ୟ ପାଇଁ।  ଅନେକ ଅଭିନେତାଙ୍କ ସହ ତାଙ୍କ ସଂପର୍କ ଖରାପ ଓ ଭଲ ହେବା ଦେଖିବାକୁ ମିଳିଛି। କଙ୍ଗନାଙ୍କ ବିବାହକୁ ନେଇ ସବୁବେଳେ ଚର୍ଚ୍ଚା ହେଉଥିବା ବେଳେ, ଏହାକୁ ଏଡାଇ ଯାଉଥିଲେ ସେ। ହେଲେ ଆମେ କଙ୍ଗନା ଫ୍ୟାନ୍‌ଙ୍କ ପାଇଁ ଆଣିଛୁ ଏକ ଖୁସି ଖବର। ଖବର ଅନୁଯାୟୀ, ଆସନ୍ତାବର୍ଷ କଙ୍ଗନା ହାତରୁ ଦୁଇହାତ ହେବାକୁ ଯାଉଛନ୍ତି। ଏହା କୌଣସି ମନଗଢ଼ା କଥା ନୁହେଁ, ନିଜେ କଙ୍ଗନା ଏହି ଗୁମର ଖୋଲିଛନ୍ତି।

ନିକଟରେ ସେ ଏକ ସାକ୍ଷତକାରରେ କହିଛନ୍ତି, ମୋ ଭାଇର ବାହାଘର ସରିଛି ଓ ମୋ ଭଉଣୀ ମାଆ ହେବାକୁ ଯାଉଛନ୍ତି। ସମସ୍ତେ ନିଜ ଜୀବନରେ ଆଗକୁ ବଢୁଛନ୍ତି, ଏଥିପାଇଁ  ମୁଁ ବହୁତ୍‌ ଖୁସି। ତେଣୁ ମୁଁ ବି ଚାହୁଁଛି ଘର ବସେଇବାକୁ। ଯାହା ସହ ମୁଁ ଛୁଟିରେ ସମୟ କାଟିପାରୁଥିବି ଓ ଯିଏ ମୋ ସୁଖଦୁଃଖରେ ସାଥ୍‌ ଦେଉଥିବ ତାକୁ ମୁଁ ବିବାହ କରିବି। ମତେ ଲାଗୁଛି ମୋର ବାହହେବା ସମୟ ଆସିଗଲାଣି।

ସେ କେବେ ବିବାହ କରିବେ ପଚରା ଯିବାରୁ ସେ କହିଥିଲେ, ଆସନ୍ତାବର୍ଷ ଫେବ୍ରୁଆରୀରେ ତାଙ୍କ ବାହାଘର ହୋଇପାରେ। କିନ୍ତୁ ତାଙ୍କ ଜୀବନ ସାଥୀ କିଏ ହେବ ଏ ପର୍ଯ୍ୟନ୍ତ କିଛି ସ୍ପଷ୍ଟ କରି ନାହାଁନ୍ତି କଙ୍ଗନା।

ପୂର୍ବରୁ ତାଙ୍କ ନାଁ ଅନେକ ଅଭିନେତାଙ୍କ ସହ ଯୋଡ଼ା ଯାଇଥିଲା। ଆଦିତ୍ୟ ପାଞ୍ଚୋଲୀ, ଅଧ୍ୟୟନ ସୁମନ ଓ ହ୍ରିତିକ୍‌ଙ୍କ ସହ ତାଙ୍କ ସଂପର୍କକୁ ନେଇ ଅନେକ ଚର୍ଚ୍ଚା ହେଉଥିଲା। କିନ୍ତୁ ସେମାନଙ୍କ ଭିତରୁ କାହାରିକୁ ସେ ନିଜ ଜୀବନ ସାଥୀ କରିପାରି ନଥିଲେ। ଦେଖିବାକୁ ବାକି ରହିଲା କଙ୍ଗନା ହାତ କିଏ ଧରୁଛି? ବର୍ତ୍ତମାନ କିନ୍ତୁ ସେ ନିଜ ଫିଲ୍ମ ‘ମଣି କର୍ଣ୍ଣିକା- ଦ କୁଇନ୍‌ ଅପ୍‌ ଝାନ୍ସି’କୁ ନେଇ ବ୍ୟସ୍ତ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story