ସାପ ସହ ଅଭିନୟ କରୁଥିଲେ ଅଭିନେତ୍ରୀ, ଦଂଶୀଦେଲା...

ମୁମ୍ବାଇ: ଅଭିନୟ କରୁକରୁ ଏମିତି ହେବ ବୋଲି କେହି ବିଶ୍ୱାସ କରି ନ ଥିଲେ। ହେଲେ କଥାରେ ଅଛି ମୃତ୍ୟୁ କେବେ କହିକି ଆସେନା। ଠିକ୍‌ ସେମିତି ଅଭିନେତ୍ରୀ କାଳିଦାସୀଙ୍କ ପାଇଁ ଆସିଥିଲା। ପୂର୍ବରୁ ଅନେକ ଚଳଚ୍ଚିତ୍ରରେ ଜୀବନ ମୃତ୍ୟୁର ଭୂମିକାକୁ ନିଖୁଣ ଭାବେ ନିଭାଇଥିବା ଏହି ଅଭିନେତ୍ରୀ। ଏଥର କିନ୍ତୁ ଅଭିନୟ କରୁକରୁ ସତ ସତିକା ଆଖି ବୁଜିଛନ୍ତି। ସାପମାନଙ୍କ ଦେବୀ ଭୂମିକାରେ ଅଭିନୟ କରିବା ବେଳେ ଦଶିଂଦେଲା ସାପ। ଆଉ ଏଥିରେ ତାଙ୍କ ପ୍ରାଣବାୟୁ […]

nrf

nrf

Rakesh Mallick
  • Published: Thursday, 10 May 2018
  • Updated: 10 May 2018, 01:46 PM IST

Sports

Latest News

ମୁମ୍ବାଇ: ଅଭିନୟ କରୁକରୁ ଏମିତି ହେବ ବୋଲି କେହି ବିଶ୍ୱାସ କରି ନ ଥିଲେ। ହେଲେ କଥାରେ ଅଛି ମୃତ୍ୟୁ କେବେ କହିକି ଆସେନା। ଠିକ୍‌ ସେମିତି ଅଭିନେତ୍ରୀ କାଳିଦାସୀଙ୍କ ପାଇଁ ଆସିଥିଲା। ପୂର୍ବରୁ ଅନେକ ଚଳଚ୍ଚିତ୍ରରେ ଜୀବନ ମୃତ୍ୟୁର ଭୂମିକାକୁ ନିଖୁଣ ଭାବେ ନିଭାଇଥିବା ଏହି ଅଭିନେତ୍ରୀ। ଏଥର କିନ୍ତୁ ଅଭିନୟ କରୁକରୁ ସତ ସତିକା ଆଖି ବୁଜିଛନ୍ତି। ସାପମାନଙ୍କ ଦେବୀ ଭୂମିକାରେ ଅଭିନୟ କରିବା ବେଳେ ଦଶିଂଦେଲା ସାପ। ଆଉ ଏଥିରେ ତାଙ୍କ ପ୍ରାଣବାୟୁ ଉଡିଗଲା। ପୂରା ଘଟଣା ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରି ଯିବ। ତା’ ହେଲେ ପଢନ୍ତୁ।

ଏହି ଘଟଣାଟି ପଶ୍ଚିମ ବଙ୍ଗର ହିଂସାବାଦରେ ଘଟିଛି। ଗତକାଲି କାଳିଦାସୀ ସାପମାନଙ୍କର ଦେବୀ ଭୂମିକାରେ ଅଭିନୟ କରୁଥିଲେ। ପ୍ରତିବର୍ଷ ମଧ୍ୟ ସେ ସାପମାନଙ୍କ ଦେବୀଙ୍କ ଭୂମିକାରେ ଅଭିନୟ କରନ୍ତି। କିନ୍ତୁ ପ୍ଲାଷ୍ଟିକ ସାପମାନଙ୍କ ସହ। କିନ୍ତୁ ଏଥର ସେ ଦୁଇଟି ଜୀବନ୍ତ ସାପ ସହ ଅଭିନୟ କରିବାକୁ ନିଷ୍ପତ୍ତି ନେଇଥିଲେ। ଅଭିନେତ୍ରୀ ଜଣଙ୍କ ଯେତେବେଳେ ସାପମାନଙ୍କ ସହ ଲାଇଭ ପର୍ଫମାନ୍ସ କରୁଥିଲେ ସେହି ସମୟରେ ସାପଟି ତାଙ୍କୁ କାମୁଡ଼ି ଦେଇଥିଲା।

ତୁରନ୍ତ ତାଙ୍କୁ ଏକ ଗୁଣିଆ ପାଖକୁ ନିଆଯାଇଥିଲା। କିନ୍ତୁ କୌଣସି ଲାଭ ହୋଇ ନ ଥିଲା। ପରେ ନିକଟରେ ଥିବା ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅଭିନେତ୍ରୀଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଥିଲେ,- ତାଙ୍କୁ ଯଦି  ଠିକ୍ ସମୟରେ ଡାକ୍ତରଖାନା ନିଆଯାଇ ଚିକିତ୍ସା କରାଯାଇଥାନ୍ତା, ତାହାହେଲେ ସେ ବଞ୍ଚି  ଯାଇପାରିଥାନ୍ତେ। ପୋଲିସ୍‌  ଥିଏଟର ମଣ୍ଡଳୀ ଲୋକଙ୍କୁ ଏହି ଘଟଣା ବିଷୟରେ ପଚରାଉଚରା କରୁଛି।

ଏବେ ପ୍ରଶ୍ନ ଉଠୁ ଅଭିନେତ୍ରୀଙ୍କୁ ସାପ ସହ କାହିଁକି ଅଭିନୟ କରିବା ପାଇଁ ‌ଅନୁମତି ଦିଆଗଲା।  ଅଭିନୟ  କରିବା ପୂର୍ବରୁ ସାପର ବିଷ ଦାନ୍ତକୁ ବାହାର କରି ଦିଆଯାଇଥିଲା କି ନାହିଁ?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story