ଭାଇରାଲ୍‌ ହେଉଛି ଅଭିନେତ୍ରୀ ପ୍ରିୟା ପ୍ରକାଶଙ୍କ ଏହି ଫଟୋ

ମୁମ୍ବାଇ: ଆଖି ମାରି ରାତାରାତି ଷ୍ଟାର୍‌ ପାଲଟି ଯାଇଥିବା ଇଣ୍ଟର୍‌ନେଟ୍‌ର ‘ୱିଙ୍କ୍‌ ଗର୍ଲ’ ତଥା ମାଲାୟଲମ୍‌ ଅଭିନେତ୍ରୀ ପ୍ରିୟା ପ୍ରକାଶ ଏବେ ପୁଣି ଚର୍ଚ୍ଚାରେ। ନିକଟରେ ପ୍ରିୟା ନିଜର ନୂଆ ଫଟୋ ଶୁଟ୍‌ କରି ସେଥିରୁ କିଛି କିଛି ଫଟୋ ଇନ୍‌ଷ୍ଟାଗ୍ରାମ୍‌ରେ ଶେଆର୍‌ କରିଛନ୍ତି। ଏହି ଫଟୋ ଗୁଡ଼ିକୁ ମାତ୍ର ୧୮ ଘଣ୍ଟା ଭିତରେ ୫,୩୭,୨୫୯ ଲାଇକ୍‌ ମିଳି ସାରିଲାଣି। ନିକଟରେ ନିଜ ବଲିଉଡ୍‌ ଡେବ୍ୟୁ ଫିଲ୍ମ ‘ଶ୍ରୀଦେବୀ ବଙ୍ଗ୍‌ଲୋର’ ଟିଜର୍ ରିଲିଜ୍ ହେବା ପରେ ପ୍ରିୟା କିଛିଟା […]

priyaa

priyaa

Chinmayee Roy
  • Published: Tuesday, 22 January 2019
  • Updated: 22 January 2019, 02:09 PM IST

Sports

Latest News

ମୁମ୍ବାଇ: ଆଖି ମାରି ରାତାରାତି ଷ୍ଟାର୍‌ ପାଲଟି ଯାଇଥିବା ଇଣ୍ଟର୍‌ନେଟ୍‌ର 'ୱିଙ୍କ୍‌ ଗର୍ଲ' ତଥା ମାଲାୟଲମ୍‌ ଅଭିନେତ୍ରୀ ପ୍ରିୟା ପ୍ରକାଶ ଏବେ ପୁଣି ଚର୍ଚ୍ଚାରେ। ନିକଟରେ ପ୍ରିୟା ନିଜର ନୂଆ ଫଟୋ ଶୁଟ୍‌ କରି ସେଥିରୁ କିଛି କିଛି ଫଟୋ ଇନ୍‌ଷ୍ଟାଗ୍ରାମ୍‌ରେ ଶେଆର୍‌ କରିଛନ୍ତି। ଏହି ଫଟୋ ଗୁଡ଼ିକୁ ମାତ୍ର ୧୮ ଘଣ୍ଟା ଭିତରେ ୫,୩୭,୨୫୯ ଲାଇକ୍‌ ମିଳି ସାରିଲାଣି।

ନିକଟରେ ନିଜ ବଲିଉଡ୍‌ ଡେବ୍ୟୁ ଫିଲ୍ମ ‘ଶ୍ରୀଦେବୀ ବଙ୍ଗ୍‌ଲୋର’ ଟିଜର୍ ରିଲିଜ୍ ହେବା ପରେ ପ୍ରିୟା କିଛିଟା କଣ୍ଟ୍ରୋଭର୍ସିରେ ଫସିଛନ୍ତି। ତେବେ ଏ ସବୁ କଣ୍ଟ୍ରଭର୍ସି ପ୍ରିୟାଙ୍କ ଫ୍ୟାନ୍‌ସ୍‌ କି ସୋଶାଲ୍‌ ମିଡିଆରେ ତାଙ୍କ ଫ୍ୟାନ୍ ଫଲୋଇଂ ଉପରେ କୌଣସି ପ୍ରତିକୂଳ ପ୍ରଭାବ ପକାଇ ନାହିଁ। ପ୍ରିୟା ଇନ୍‌ଷ୍ଟାଗ୍ରାମ୍‌ରେ ଯେବେ ବି ତାଙ୍କ ଫଟୋ ଛାଡ଼ନ୍ତି, ତାହା ଭାଇରାଲ୍‌ ହୋଇଯାଏ। ଏଥର ମଧ୍ୟ ସେ ଫଟୋ ଶେଆର୍‌ କରିବାର ମାତ୍ର କିଛି ସମୟ ମଧ୍ୟରେ ତାହା ଭାଇରାଲ୍‌ ହୋଇଯାଇଛି।

https://www.instagram.com/p/Bs2yi7cnaZW/?utm_source=ig_web_copy_link

ଫଟୋରେ ପ୍ରିୟା ଏକ ଲାଲ୍‌ ରଙ୍ଗର ଡ୍ରେସ୍‌ ପିନ୍ଧି ଗାଲରେ ହାତ ଦେଇ ଛିଡ଼ା ହୋଇଛନ୍ତି। ଏଥିରେ ପ୍ରିୟା ଖୁବ୍‌ ସୁନ୍ଦର ଓ ଆକର୍ଷଣୀୟ ବି ଲାଗୁଛନ୍ତି।

ପ୍ରିୟାଙ୍କ ବଲିଉଡ୍‌ ଡେବ୍ୟୁ ଫିଲ୍ମ 'ଶ୍ରୀଦେବୀ ବଙ୍ଗ୍‌ଲୋ'ର ଟିଜର୍‌ ରିଲିଜ୍‌ ହେବା ପରେ କିଛି ଲୋକ ଏହାକୁ ଲାଇକ୍‌ କରିଥିବାବେଳେ ଆଉ କିଛି ଟ୍ରୋଲର୍ସ ତାଙ୍କ ମଜା ଉଡ଼ାଇଥିଲେ। ଏପରିକି ଟ୍ରେଲର୍‌ରେ ଥିବା ବାଥରୁମ୍‌ ସିନ୍‌ ଦେଖିବା ପରେ ବୋନି କପୁର, ଫିଲ୍ମ ‘ଶ୍ରୀଦେବୀ ବଙ୍ଗ୍‌ଲୋ’ର ଅଭିନେତ୍ରୀ ପ୍ରିୟା ପ୍ରକାଶ ଓ ନିର୍ଦ୍ଦେଶକ ପ୍ରଶାନ୍ତ ମମ୍ବୁଲିଙ୍କ ବିରୋଧରେ ଲିଗାଲ୍ ନୋଟିସ୍‌ ପଠାଇଛନ୍ତି।

ମଲାୟଲମ୍‌ ଫିଲ୍ମ ‘ଓରୁ ଓଦାର୍‌ ଲଭ୍’ର ଏକ ୨୭ ସେକେଣ୍ଡର ଭିଡିଓରେ ପ୍ରିୟା ଆଖି ମାରିବା ଓ ଆଖି ଡୋଳାକୁ ବୁଲାଇବା ଦୃଶ୍ୟ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଯାଇଥିଲା। ପ୍ରିୟାଙ୍କ ଷ୍ଟାଇଲ୍‌କୁ ପ୍ରାୟ ସମସ୍ତେ ପସନ୍ଦ ବି କରିଥିଲେ। ଏହି ଭିଡିଓରେ ତାଙ୍କ କ୍ୟୁଟ୍‌ନେସ୍‌ ଓ ଆଖିର ଏକ୍ସପ୍ରେସନ୍‌ ଯୋଗୁ ପ୍ରିୟା ରାତାରାତି ଇଣ୍ଟରନେଟ୍‌ ସନ୍‌ଶେସନ୍ ପାଲଟିଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story