ପହଁରା ନ ଶିଖି ପାଣିରେ ପଶିଗଲେ ଶିଳ୍ପା

ମୁମ୍ବାଇ:  ନିଜ ଫିଟ୍‌ନେସ୍‌କୁ ନେଇ ଖୁବ୍‌ ସିରିୟସ୍‌ ରହୁଥିବା ବଲିଉଡ୍‌ ଡିଭା ଶିଳ୍ପା ସେଟ୍ଟି ଯୋଗ ଓ ଡ୍ୟାନ୍ସରେ ପୂରା ମାହିର। ହେଲେ ପାଣିକୁ ତାଙ୍କର ବହୁତ ଡର। କାରଣ ସେ ପହଁରା ଶିଖି ନାହାନ୍ତି। ତେବେ ଏବେ ସ୍ପେନରେ ପରିବାର ସହ ଛୁଟି କାଟୁଥିବା ଶିଳ୍ପା ସେଠାରେ ୱାଟର୍ ଥେରାପିର ଖୁବ୍‌ ମଜା ଉଠାଇଛନ୍ତି। ଆଉ ଏହାର ଭିଡିଓ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଶେଆର କରିଛନ୍ତି। ଏହି ଭିଡିଓକୁ ଶିଳ୍ପାଙ୍କ ଫ୍ୟାନ୍‌ମାନେ ଖୁବ ଲାଇକ୍‌ ମଧ୍ୟ […]

shilpa-1..

shilpa-1..

Niharika Rout
  • Published: Saturday, 27 July 2019
  • Updated: 27 July 2019, 02:55 PM IST

Sports

Latest News

ମୁମ୍ବାଇ:  ନିଜ ଫିଟ୍‌ନେସ୍‌କୁ ନେଇ ଖୁବ୍‌ ସିରିୟସ୍‌ ରହୁଥିବା ବଲିଉଡ୍‌ ଡିଭା ଶିଳ୍ପା ସେଟ୍ଟି ଯୋଗ ଓ ଡ୍ୟାନ୍ସରେ ପୂରା ମାହିର। ହେଲେ ପାଣିକୁ ତାଙ୍କର ବହୁତ ଡର। କାରଣ ସେ ପହଁରା ଶିଖି ନାହାନ୍ତି। ତେବେ ଏବେ ସ୍ପେନରେ ପରିବାର ସହ ଛୁଟି କାଟୁଥିବା ଶିଳ୍ପା ସେଠାରେ ୱାଟର୍ ଥେରାପିର ଖୁବ୍‌ ମଜା ଉଠାଇଛନ୍ତି। ଆଉ ଏହାର ଭିଡିଓ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଶେଆର କରିଛନ୍ତି। ଏହି ଭିଡିଓକୁ ଶିଳ୍ପାଙ୍କ ଫ୍ୟାନ୍‌ମାନେ ଖୁବ ଲାଇକ୍‌ ମଧ୍ୟ କରୁଛନ୍ତି।

ଏହି ଭିଡିଓ ପୋଷ୍ଟ କରି ଶିଳ୍ପା ଲେଖିଛନ୍ତି,“ ଆଜି ଖୁବ୍‌ ଆତ୍ମସନ୍ତୋଷ ମିଳିଲା। କିନ୍ତୁ ପ୍ରକୃତରେ ମୋତେ ମୋତେ ପହଁରା ଜଣା ନାହିଁ। ପହଁରା ଶିଖିବାକୁ ବହୁ ଥର ଚେଷ୍ଟା କରିବା ସତ୍ତ୍ୱେ ଫେଲ୍‌ ମାରିଛି। ହେଲେ ଆଜି ପାଣିରେ ମୋତେ ମା’ କୋଳରେ ଛୁଆ ଥିବା ଭଳି ଅନୁଭବ ହେଉଛି।”

ସେ ଆହୁରି ଲେଖିଛନ୍ତି,“ପ୍ରଥମ ଥର ପାଇଁ ଜଣେ ଟ୍ରେନରଙ୍କ ସହାୟତରେ ମୁଁ ଏହାର ମଜା ଉଠାଇଛି। ମୋ ପାଖରେ ଆଉ ଡରର ଚିହ୍ନବର୍ଣ୍ଣ ନାହିଁ।”

ଶିଳ୍ପାଙ୍କ ଏହି ଭିଡିଓକୁ ୬୮ ହଜାରରୁ ଅଧିକ ଥର ଦେଖା ଯାଇ ସାରିଲାଣି। ଲୋକେ ତାଙ୍କୁ ଖୁବ୍‌ ପ୍ରଶଂସା ମଧ୍ୟ କରିଛନ୍ତି।

ସୂଚନା ଅନୁଯାୟୀ, ଦିଲ୍‌ଜିତ୍‌ ଦୋସାଞ୍ଝ ଓ ୟାମି ଗୌତମଙ୍କ ଆଗାମୀ କମେଡି ସିନେମା ମାଧ୍ୟମରେ ଶିଳ୍ପା ୧୨ ବର୍ଷ ପରେ ପୁଣି ବଡ଼ ପରଦାକୁ କମ୍‌ ବ୍ୟାକ୍ କରୁଛନ୍ତି। ଏଥିରେ ସେ ଜଣେ ଲେଖିକା ଭୂମିକାରେ ଅଭିନୟ କରିବେ ବୋଲି ଜଣାପଡ଼ିଛି। ଫିଲ୍ମର ନାଁ ଏଯାଏ ଫାଇନାଲ୍ ହୋଇ ନଥିବା ବେଳେ ଅଗଷ୍ଟ ମାସରୁ ଏହାର ଶୁଟିଂ ଆରମ୍ଭ ହେବ ବୋଲି ଜଣାପଡ଼ିଛି।

https://www.instagram.com/p/B0XyBtchHKO/?utm_source=ig_web_copy_link

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story