‘ଇଶ୍କବାଜ୍‌’ର ‘ଅନିକା’ ହେଲେ ପ୍ରଥମ ମହିଳା ସୁପର୍‌ ହିରୋ !

ମୁମ୍ବାଇ: ଷ୍ଟାର୍‌ପ୍ଲସ୍‌ ଚ୍ୟାନେଲ୍‌ର ଲୋକପ୍ରିୟ ଧାରାବାହିକ ‘ଇଶ୍କବାଜ୍‌’ର ଅନିକା ଅର୍ଥାତ୍ ଟେଲି ଅଭିନେତ୍ରୀ ସୁରଭି ଚନ୍ଦନା ଗତ ମାସେ ହେବ ସୋଶାଲ୍‌ ମିଡିଆରେ ତାଙ୍କ ଫଟୋ ଓ ଭିଡିଓକୁ ନେଇ ଚର୍ଚ୍ଚାରେ ରହୁଛନ୍ତି। ‘ଇଶ୍କବାଜ୍‌’ରୁ ସେ ଦୀର୍ଘ ଦିନ ଧରି ଦୂରେଇ ଅଛନ୍ତି। ଫ୍ୟାନ୍ସ ଏବେ ତାଙ୍କୁ ‘ଇଶ୍କବାଜ୍‌’ କିମ୍ବା କେଉଁ ଅଲଗା ଶୋ’ରେ ପୁଣି ଦେଖିବାକୁ ଚାହୁଁଥିବାବେଳେ ଏବେ ସେମାନଙ୍କ ପାଇଁ ଏକ ଖୁସି ଖବର ଆସିଛି।

ସୁରଭି ଏବେ “କ୍ୟାପଟେନ୍‌ ପାଉଟ୍‌” ହୋଇଯାଇଛନ୍ତି। ଅର୍ଥାତ୍‌ ଚଳିତ ବର୍ଷ ମାର୍ଚ୍ଚ ମାସରେ ରିଲିଜ୍‌ ହେବକୁ ଥିବା ହଲିଉଡ୍‌ ଫିଲ୍ମ ‘କ୍ୟାପଟେନ୍‌ ମାର୍ବଲ୍‌’ ଦ୍ୱାରା ଅନୁପ୍ରାଣିତ ହୋଇ କ୍ୟାପଟେନ୍‌ ପାଉଟ୍‌ ଶୀର୍ଷକରେ ଏକ ଫଟୋ ନିଜ ଇନ୍‌ଷ୍ଟାଗ୍ରାମରେ ଶେଆର୍‌ କରିଛନ୍ତି। ଯାହା ଏବେ ଭାଇରାଲ ହୋଇଛି।

View this post on Instagram

Captain POUT Editing Skills – @feelmichmichi

A post shared by Surbhi Chandna (@officialsurbhic) on

 

ଆହୁରି ପଢ଼ନ୍ତୁ

୮,୭୦୦ କୋଟି ପ୍ରତିରକ୍ଷା ଚୁକ୍ତିକୁ ଅନୁମୋଦନ

‘ନିକମା’ ଭଳି ଶବ୍ଦକୁ ଭୁଲି ଆଗକୁ ବଢ଼ିପାରିବେ ତ ସଚିନ ପାଇଲଟ?

ଆଗାମୀ ଲୋକସଭା ନିର୍ବାଚନରେ କିଏ ହେବେ ବିଜେପିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ?

ରୁଷ ଟିକାର ସୁରକ୍ଷା ଯାଞ୍ଚ କରିବା ଦରକାର ବୋଲି କହିଲା ଏମ୍ସ

ମୁଁ ଶୀଘ୍ର ଫେରିବି କହି ବ୍ରେକ ନେଲେ ସଞ୍ଜୟ ଦତ୍ତ

ଦେଶରେ ମୃତ୍ୟୁହାର ୨% ତଳକୁ ଖସିଲା, ଜାଣନ୍ତୁ ଏବେ କେତେ ପ୍ରତିଶତ ରହିଛି

ରାସ୍ତା କଡ଼ ଦୋକାନୀଙ୍କ ଠେଲା ଗାଡ଼ି ଓଲଟାଇ ଦେଲେ ପୁଲିସ ବାବୁ, ଭିଡିଓ ଭାଇରାଲ

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ଘଟଣା: ପୁଲିସର ଦ୍ୱାରସ୍ଥ ହେଲେ ସୁରଜ ପାଞ୍ଚୋଲି

୧୦୨ ଦିନ ପରେ ନ୍ୟୁଜିଲ୍ୟାଣ୍ଡକୁ ଫେରିଲା କରୋନା

ମାସ୍କ ନ ପିନ୍ଧି ଯୁକ୍ତି କଲେ ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଅବସ୍ଥା ଏବେ ବି ସଙ୍କଟାପନ୍ନ

ବାପାପୁଅଙ୍କ ହାଜତ ମୃତ୍ୟୁ ମାମଲାର ଅଭିଯୁକ୍ତ ପୁଲିସ୍‌ ଅଧିକାରୀ କରୋନାରେ ମୃତ