'ଇଶ୍କବାଜ୍‌'ର 'ଅନିକା' ହେଲେ ପ୍ରଥମ ମହିଳା ସୁପର୍‌ ହିରୋ !

ମୁମ୍ବାଇ: ଷ୍ଟାର୍‌ପ୍ଲସ୍‌ ଚ୍ୟାନେଲ୍‌ର ଲୋକପ୍ରିୟ ଧାରାବାହିକ ‘ଇଶ୍କବାଜ୍‌’ର ଅନିକା ଅର୍ଥାତ୍ ଟେଲି ଅଭିନେତ୍ରୀ ସୁରଭି ଚନ୍ଦନା ଗତ ମାସେ ହେବ ସୋଶାଲ୍‌ ମିଡିଆରେ ତାଙ୍କ ଫଟୋ ଓ ଭିଡିଓକୁ ନେଇ ଚର୍ଚ୍ଚାରେ ରହୁଛନ୍ତି। ‘ଇଶ୍କବାଜ୍‌’ରୁ ସେ ଦୀର୍ଘ ଦିନ ଧରି ଦୂରେଇ ଅଛନ୍ତି। ଫ୍ୟାନ୍ସ ଏବେ ତାଙ୍କୁ ‘ଇଶ୍କବାଜ୍‌’ କିମ୍ବା କେଉଁ ଅଲଗା ଶୋ’ରେ ପୁଣି ଦେଖିବାକୁ ଚାହୁଁଥିବାବେଳେ ଏବେ ସେମାନଙ୍କ ପାଇଁ ଏକ ଖୁସି ଖବର ଆସିଛି। ସୁରଭି ଏବେ “କ୍ୟାପଟେନ୍‌ ପାଉଟ୍‌” ହୋଇଯାଇଛନ୍ତି। ଅର୍ଥାତ୍‌ […]

anika

anika

Chinmayee Roy
  • Published: Sunday, 27 January 2019
  • Updated: 29 January 2019, 11:27 AM IST

Sports

Latest News

ମୁମ୍ବାଇ: ଷ୍ଟାର୍‌ପ୍ଲସ୍‌ ଚ୍ୟାନେଲ୍‌ର ଲୋକପ୍ରିୟ ଧାରାବାହିକ 'ଇଶ୍କବାଜ୍‌'ର ଅନିକା ଅର୍ଥାତ୍ ଟେଲି ଅଭିନେତ୍ରୀ ସୁରଭି ଚନ୍ଦନା ଗତ ମାସେ ହେବ ସୋଶାଲ୍‌ ମିଡିଆରେ ତାଙ୍କ ଫଟୋ ଓ ଭିଡିଓକୁ ନେଇ ଚର୍ଚ୍ଚାରେ ରହୁଛନ୍ତି। 'ଇଶ୍କବାଜ୍‌'ରୁ ସେ ଦୀର୍ଘ ଦିନ ଧରି ଦୂରେଇ ଅଛନ୍ତି। ଫ୍ୟାନ୍ସ ଏବେ ତାଙ୍କୁ 'ଇଶ୍କବାଜ୍‌' କିମ୍ବା କେଉଁ ଅଲଗା ଶୋ'ରେ ପୁଣି ଦେଖିବାକୁ ଚାହୁଁଥିବାବେଳେ ଏବେ ସେମାନଙ୍କ ପାଇଁ ଏକ ଖୁସି ଖବର ଆସିଛି।

ସୁରଭି ଏବେ “କ୍ୟାପଟେନ୍‌ ପାଉଟ୍‌” ହୋଇଯାଇଛନ୍ତି। ଅର୍ଥାତ୍‌ ଚଳିତ ବର୍ଷ ମାର୍ଚ୍ଚ ମାସରେ ରିଲିଜ୍‌ ହେବକୁ ଥିବା ହଲିଉଡ୍‌ ଫିଲ୍ମ ‘କ୍ୟାପଟେନ୍‌ ମାର୍ବଲ୍‌’ ଦ୍ୱାରା ଅନୁପ୍ରାଣିତ ହୋଇ କ୍ୟାପଟେନ୍‌ ପାଉଟ୍‌ ଶୀର୍ଷକରେ ଏକ ଫଟୋ ନିଜ ଇନ୍‌ଷ୍ଟାଗ୍ରାମରେ ଶେଆର୍‌ କରିଛନ୍ତି। ଯାହା ଏବେ ଭାଇରାଲ ହୋଇଛି।

https://www.instagram.com/p/BtC8oRKFVgB/?utm_source=ig_web_copy_link

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story