ନିଜଠୁ ୯ ବର୍ଷର ସାନ ମଡେଲ୍‌ଙ୍କୁ ବିବାହ କରିଛନ୍ତି ଉର୍ମିଲା

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ଉର୍ମିଲା ମାତୋଣ୍ଡକର୍‌ ୯୦ ଦଶକର ସଫଳ ଅଭିନେତ୍ରୀମାନଙ୍କ ମଧ୍ୟରେ ଜଣେ। ସେ ବଲିଉଡରେ ଏକ ଲମ୍ବା ଯାତ୍ରା କରିଛନ୍ତି। ସେ ଗତ କିଛି ବର୍ଷ ହେବ ଫିଲ୍ମରୁ ଟିକେ ଦୂରେଇ ଯାଇଥିଲେ ବି ନିଜର ବ୍ୟକ୍ତିଗତ ଜୀବନକୁ ନେଇ ସେ ଆଜିବି ଚର୍ଚ୍ଚାରେ । ଉର୍ମିଲା, ନସୀରୁଦ୍ଦୀନ୍‌ ଶାହଙ୍କ ଫିଲ୍ମ ‘ମାସୁମ୍‌’ରେ ଜଣେ ଚାଇଲ୍ଡ ଆର୍ଟିଷ୍ଟ ଭାବେ ନଜରକୁ ଆସିଥିଲେ। ଏହାପରେ ‘ଚମତ୍କାର’, ‘ରଙ୍ଗୋଲି’, ‘ଇଣ୍ଡିଆନ୍’, ‘ଦୌଡ଼୍’, ‘ଚାଇନା ଗେଟ୍‌’, ‘ଖୁବ୍‌ସୁରତ୍‌’ ପରି ଫିଲ୍ମରେ […]

urmila

urmila

Chinmayee Roy
  • Published: Monday, 04 February 2019
  • Updated: 04 February 2019, 04:52 PM IST

Sports

Latest News

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ଉର୍ମିଲା ମାତୋଣ୍ଡକର୍‌ ୯୦ ଦଶକର ସଫଳ ଅଭିନେତ୍ରୀମାନଙ୍କ ମଧ୍ୟରେ ଜଣେ। ସେ ବଲିଉଡରେ ଏକ ଲମ୍ବା ଯାତ୍ରା କରିଛନ୍ତି। ସେ ଗତ କିଛି ବର୍ଷ ହେବ ଫିଲ୍ମରୁ ଟିକେ ଦୂରେଇ ଯାଇଥିଲେ ବି ନିଜର ବ୍ୟକ୍ତିଗତ ଜୀବନକୁ ନେଇ ସେ ଆଜିବି ଚର୍ଚ୍ଚାରେ । ଉର୍ମିଲା, ନସୀରୁଦ୍ଦୀନ୍‌ ଶାହଙ୍କ ଫିଲ୍ମ ‘ମାସୁମ୍‌’ରେ ଜଣେ ଚାଇଲ୍ଡ ଆର୍ଟିଷ୍ଟ ଭାବେ ନଜରକୁ ଆସିଥିଲେ।

ଏହାପରେ ‘ଚମତ୍କାର’, ‘ରଙ୍ଗୋଲି’, ‘ଇଣ୍ଡିଆନ୍’, ‘ଦୌଡ଼୍’, ‘ଚାଇନା ଗେଟ୍‌’, ‘ଖୁବ୍‌ସୁରତ୍‌’ ପରି ଫିଲ୍ମରେ ତାଙ୍କର ଅଭିନୟ ଦେଖିବାକୁ ମଳିଥିଲା। ତେବେ ଆଜି ଉର୍ମିଲାଙ୍କ ଜନ୍ମଦିନରେ ଚାଲନ୍ତୁ ତାଙ୍କ ରିଲ୍‌ ଓ ରିୟଲ୍‌ ଲାଇଫ୍ ବିଷୟେ କିଛି ରୋଚକ କଥା ଜାଣିବା।

ଉର୍ମିଲା ୪୨ ବର୍ଷ ବୟଷରେ ନିଜଠୁ ୯ ବର୍ଷର ସାନ ମଡେଲ୍‌ ତଥା ବିଜ୍‌ନେସ୍‌ମ୍ୟାନ୍‌ ମୋହସିନ୍‌ ମିର୍‌ ଅକ୍ତର୍‌ଙ୍କୁ ବିବାହ କରିଥିଲେ। ଦୁହିଁଙ୍କ ବିବାହ ୨୦୧୬ରେ ହୋଇଥିଲା। ଉର୍ମିଳା ଓ ମୋହସିନ୍‌ଙ୍କର ଦେଖା ଦୁହିଁଙ୍କ କମନ୍ ଫ୍ରେଣ୍ଡ ମନିଷ ମଲହୋତ୍ରାଙ୍କ ଜରିଆରେ ହୋଇଥିଲା।

https://www.instagram.com/p/BoWFpt5nwio/?utm_source=ig_web_copy_link

ଉର୍ମିଲାଙ୍କ ସ୍ୱାମୀ ମୋହସିନ୍‌ ଅଖ୍‌ତର୍‌ ମୀର୍‌ କଶ୍ମୀର୍‌ର ଜଣେ ପ୍ରଖ୍ୟାତ ବିଜ୍‌ନେସ୍‌ ମ୍ୟାନ୍‌ ଓ ମଡେଲ୍। କେବଳ ଏତିକି ନୁହେଁ ସେ ଜୋୟା ଅଖ୍‌ତରଙ୍କ ଫିଲ୍ମ ‘ଲଭ୍‌ ବାଏ ଚାନ୍ସ୍‌’ରେ ଅଭିନୟ ବି କରିସାରିଛନ୍ତି। ମୋହସିନ୍‌ ଓ ବଲିଉଡ୍‌ର ସୁନାମଧନ୍ୟ ଡିଜାଇନର୍‌ ମନିଷ ମଲ୍‌ହୋତ୍ରା ପରସ୍ପରର ଖୁବ୍‌ ଭଲ ବନ୍ଧୁ। ୨୦୦୭ରେ ମିଷ୍ଟର ଇଣ୍ଡିଆ ପ୍ରତିଯୋଗୀତାରେ ମୋହସିନ୍‌ ଦ୍ୱିତୀୟ ରନର୍‌ ଅପ୍‌ ମଧ୍ୟ ହୋଇଥିଲେ। କେବଳ ଏତିକି ନୁହେଁ ମୋହସିନ୍, ମନୀଷ ମଲହୋତ୍ରାଙ୍କର ଅନେକ ଶୋ’ରେ ମଡେଲିଂ ମଧ୍ୟ କରିଛନ୍ତି।

ଉର୍ମିଲା ଫିଲ୍ମରୁ ଅନେକ ଦିନ ହେବ ଦୂରେଇ ରହୁଛନ୍ତି ସତ ହେଲେ ଏବେବି ତାଙ୍କ ତାଙ୍କର ଅଭିନୟ ଓ ତାଙ୍କ ଫିଲ୍ମର ଗୀତ ଲୋକଙ୍କ ମନରେ ଘର କରି ରହିଛି। ବିଶେଷ କରି ‘ରଙ୍ଗିଲା’ ଫିଲ୍ମର ଗୀତ ସମସ୍ତଙ୍କ ପାଟିରେ ଏବେ ବି ରହିଛି। ଆଜି ତାଙ୍କ ଜନ୍ମଦିନରେ ଓଡ଼ିଶା ରିପୋର୍ଟର ତରଫରୁ ତାଙ୍କୁ ଅନେକ ଶୁଭକାମନା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story