୨୭ ବର୍ଷ ପରେ କମ୍‌ବ୍ୟାକ୍‌ କରୁଛନ୍ତି ହିଟ୍‌ ଯୋଡ଼ି ସଞ୍ଜୟ ଓ ପୂଜା

ମୁମ୍ବାଇ: ୧୯୯୧ରେ ରିଲିଜ ହୋଇଥିବା ସୁପରହିଟ୍‌ ଫିଲ୍ମ ‘ସଡ଼କ’ର ସିକ୍ଵେଲ ହେବାକୁ ଯାଉଛି। ନିର୍ଦ୍ଦେଶକ ମହେଶ ଭଟ୍ଟ ଏହି ଫିଲ୍ମଟିକୁ ବନେଇବାକୁ ଯାଉଛନ୍ତି। ଏଥିରେ ସଞ୍ଜୟ ଦତ୍ତ ଓ ପୂଜା ଭଟ୍ଟଙ୍କୁ ଦର୍ଶକେ ଏକାଠି ଦେଖିବେ। ଏହି ଯୋଡ଼ି ଦୀର୍ଘ ୨୭ବର୍ଷ ପରେ ପରଦାରେ ଏକାଠି ନଜର ଆସିବେ। ମହେଶ ଏହି ଫିଲ୍ମର ସ୍କ୍ରିପ୍ଟିଂ ଓ ପ୍ରଡକ୍ସନ ଦାୟିତ୍ଵରେ ରହିବେ। ଫିଲ୍ମଟି ୩୧ ଅଗଷ୍ଟ ୨୦୧୮ରେ ରିଲିଜ କରାଯିବାର ଯୋଜନା ରହିଛି। ଫିଲ୍ମର ଅଫର ପୂଜାଙ୍କୁ ମିଳିବା […]

SANJAYA2

SANJAYA2

Rakesh Mallick
  • Published: Friday, 03 November 2017
  • Updated: 03 November 2017, 06:18 PM IST

Sports

Latest News

ମୁମ୍ବାଇ: ୧୯୯୧ରେ ରିଲିଜ ହୋଇଥିବା ସୁପରହିଟ୍‌ ଫିଲ୍ମ 'ସଡ଼କ'ର ସିକ୍ଵେଲ ହେବାକୁ ଯାଉଛି। ନିର୍ଦ୍ଦେଶକ ମହେଶ ଭଟ୍ଟ ଏହି ଫିଲ୍ମଟିକୁ ବନେଇବାକୁ ଯାଉଛନ୍ତି। ଏଥିରେ ସଞ୍ଜୟ ଦତ୍ତ ଓ ପୂଜା ଭଟ୍ଟଙ୍କୁ ଦର୍ଶକେ ଏକାଠି ଦେଖିବେ। ଏହି ଯୋଡ଼ି ଦୀର୍ଘ ୨୭ବର୍ଷ ପରେ ପରଦାରେ ଏକାଠି ନଜର ଆସିବେ।

ମହେଶ ଏହି ଫିଲ୍ମର ସ୍କ୍ରିପ୍ଟିଂ ଓ ପ୍ରଡକ୍ସନ ଦାୟିତ୍ଵରେ ରହିବେ। ଫିଲ୍ମଟି ୩୧ ଅଗଷ୍ଟ ୨୦୧୮ରେ ରିଲିଜ କରାଯିବାର ଯୋଜନା ରହିଛି। ଫିଲ୍ମର ଅଫର ପୂଜାଙ୍କୁ ମିଳିବା ପରେ ସେ ବହୁତ ଖୁସି ହୋଇଯାଇଥିଲେ। ସଞ୍ଜୟ ଓ ମହେଶଙ୍କ ଏକ ଫଟୋକୁ ନିଜ ଇନ୍‌ଷ୍ଟାଗ୍ରାମ ପେଜରେ ସେୟାର କରିଛନ୍ତି। ପୂଜାଙ୍କ କହିବା ଅନୁସାରେ ଏହି ଫିଲ୍ମରେ ତାଙ୍କୁ ଏକ ଭିନ୍ନ ଚରିତ୍ରରେ ଦେଖିବାକୁ ମିଳିବ, କିନ୍ତୁ ଫିଲ୍ମରେ ସଞ୍ଜୟଙ୍କ ଗୁରୁତ୍ଵ ବହୁତ। ସମସ୍ତେ ଭାବୁଥିବେ ମହେଶ ଭଟ୍ଟଙ୍କ ଫିଲ୍ମରେ ଆଲିଆ ନଜର ଆସି ପାରନ୍ତି। କିନ୍ତୁ ସେମିତି କିଛି ବି ନୁହେଁ। କାରଣ ଫିଲ୍ମ ପାଇଁ ଯୁବ କଳାକାରଙ୍କୁ ଖୋଜିବା ଜାରି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story