କବୀର ସିଂହ ପରେ କିୟାରାଙ୍କ ନୂଆ ଧମାକା: ରକ୍‌ଷ୍ଟାର ରୂପରେ ଆସିବେ ନଜର

ମୁମ୍ବାଇ: କିୟାରା ଆଡଭାନୀଙ୍କ ଫିଲ୍ମ ‘କବୀର ସିଂହ’କୁ ଦର୍ଶକଙ୍କର ବେଶ୍‌ ଭଲ ରେସପନ୍ସ ମିଳୁଛି। ଫିଲ୍ମରେ ଶାହିଦ କପୁରଙ୍କ ସହ ତାଙ୍କ ଯୋଡ଼ିକୁ ଦର୍ଶକ ବେଶ୍ ପସନ୍ଦ କରୁଛନ୍ତି। କିଆରାଙ୍କ ଅଭିନୟ ଦର୍ଶକଙ୍କ ମନକୁ ଛୁଇଁଯାଇଛି। ବିଭିନ୍ନ ମାହୋଲରୁ କିଆରାଙ୍କୁ ତାଙ୍କ ଅଭିନୟ ପାଇଁ ଭୁରି ଭୁରି ପ୍ରଶଂସା ମଧ୍ୟ ମିଳୁଛି। ଫିଲ୍ମରେ କିୟାରା ଜଣେ ନିରୀହ ଝିଅର ଚରିତ୍ରରେ ଅଭିନୟ କରିଛନ୍ତି। ଯାହାଙ୍କୁ କି ନିଜ ପ୍ରେମିକଙ୍କ ପାଇଁ ଡରି ଡରି ରହିବାକୁ ପଡୁଛି। ହେଲେ […]

kiyara

kiyara

Chinmayee Roy
  • Published: Thursday, 27 June 2019
  • Updated: 27 June 2019, 12:29 PM IST

Sports

Latest News

ମୁମ୍ବାଇ: କିୟାରା ଆଡଭାନୀଙ୍କ ଫିଲ୍ମ ‘କବୀର ସିଂହ’କୁ ଦର୍ଶକଙ୍କର ବେଶ୍‌ ଭଲ ରେସପନ୍ସ ମିଳୁଛି। ଫିଲ୍ମରେ ଶାହିଦ କପୁରଙ୍କ ସହ ତାଙ୍କ ଯୋଡ଼ିକୁ ଦର୍ଶକ ବେଶ୍ ପସନ୍ଦ କରୁଛନ୍ତି। କିଆରାଙ୍କ ଅଭିନୟ ଦର୍ଶକଙ୍କ ମନକୁ ଛୁଇଁଯାଇଛି। ବିଭିନ୍ନ ମାହୋଲରୁ କିଆରାଙ୍କୁ ତାଙ୍କ ଅଭିନୟ ପାଇଁ ଭୁରି ଭୁରି ପ୍ରଶଂସା ମଧ୍ୟ ମିଳୁଛି। ଫିଲ୍ମରେ କିୟାରା ଜଣେ ନିରୀହ ଝିଅର ଚରିତ୍ରରେ ଅଭିନୟ କରିଛନ୍ତି। ଯାହାଙ୍କୁ କି ନିଜ ପ୍ରେମିକଙ୍କ ପାଇଁ ଡରି ଡରି ରହିବାକୁ ପଡୁଛି। ହେଲେ କିୟାରାଙ୍କ ଅପକମିଂ ଫିଲ୍ମରେ ତାଙ୍କ ଲୁକ୍‌ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଖୁବ୍ ଶୀଘ୍ର କିୟାରା ଆଉ ଏକ ନୂଆ ଫିଲ୍ମରେ ନଜର ଆସିବେ।

https://twitter.com/karanjohar/status/1143461780254937088

ଫିଲ୍ମର ପ୍ରଡ୍ୟୁସର କରଣ ଜୋହର ଟ୍ୱିଟ୍‌ କରି କିୟାରାଙ୍କ ନ୍ୟୁ ଲୁକ୍‌ ଶେଆର କରିଛନ୍ତି। ଯେଉଁଥିରେ ସେ କୁଲ୍‌ ଓ ବିନ୍ଦାସ୍‌ ଲୁକ୍‌ରେ ନଜର ଆସୁଛନ୍ତି। କିୟାରା ୱେବ୍‌ ଟ୍ୟାନେଲ୍ ନେଟ୍‌ଫ୍ଲିକ୍ସର ଫିଲ୍ମ ‘ଗିଲ୍ଟି’ରେ ଲିଡ୍‌ ରେଲ୍‌ରେ ଅଭିନୟ କରିବେ। ଫିଲ୍ମରେ ସେ ଜଣେ ରକ୍‌ ଷ୍ଟାର୍‌ ଭୂମିକାରେ ନଜର ଆସିବେ। ଫିଲ୍ମର ନିର୍ଦ୍ଦେଶନା ରୁଚି ନରେନ୍‌ ଦେଉଥିବାବେଳେ ଅପୂର୍ବ ମେହେତା ଏହାର ନିର୍ମାଣ କରୁଛନ୍ତି।

କେବଳ କରଣ ନୁହଁ କିୟାରା ନିଜେ ମଧ୍ୟ ନିଜ ନ୍ୟୁ ଲୁକ୍‌ର ଫଟୋ ଶେଆର କରିଛନ୍ତି। ସେ ଲେଖିଛନ୍ତି, ‘ଜଣେ ଅଭିନେତ୍ରୀ ଭାବେ ନିଜ କମ୍ଫର୍ଟ ଜୋନ୍‌ରୁ ବାହାରି କୌଣସି ଫିଲ୍ମ କରିବା ବେଶ୍ ରୋଚକ ହୋଇଥାଏ।’

https://www.instagram.com/p/BxAGLlWjqaJ/?utm_source=ig_web_copy_link

https://www.instagram.com/p/ByajXPLn934/?utm_source=ig_web_copy_link

‘କବୀର ସିଂହ’ ପୂର୍ବରୁ କିୟାରା ୨୦୧୮ରେ ଫିଲ୍ମ ‘ଲଷ୍ଟ ଷ୍ଟୋରିଜ୍‌’ରେ ନିଜ ରୋଲ୍‌ ପାଇଁ ମଧ୍ୟ ଚର୍ଚ୍ଚାକୁ ଆସିଥିଲେ। ଫିଲ୍ମରେ ସେ ଅଭିନେତା ଭିକ୍କି କୌଶଲଙ୍କ ପତ୍ନୀଙ୍କ ଭୂମିକାରେ ଅଭିନୟ କରିଥିଲେ। ଫିଲ୍ମରେ ତାଙ୍କ ରୋଲ୍‌କୁ ଅନେକ ପ୍ରଶଂସା ମିଳିଥିଲା। ଓ ଫିଲ୍ମର କିଛି ସିନ୍‌  ସୋଶାଲ ମିଡିଆରେ ଭାଇରାଲ ମଧ୍ୟ ହୋଇଥିଲା। ତେବେ ନୂଆ ଭୂମିକାରେ କିୟାରାଙ୍କର ଅଭିନୟ ଦର୍ଶକଙ୍କୁ କିଭଳି ଲାଗୁଛି ତାହା ଦେଖିବା ବାକି ରହିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story