ବାଜି ମାରିନେଲେ ସୁଶାନ୍ତ, ଏବେ ହାତରେ ୧୨ଟି ଫିଲ୍ମର ‌ଅଫର୍!

ମୁମ୍ବାଇ: ଫିଲ୍ମ ‘କେଦାରନାଥ’ର ସଫଳତା ପରେ ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ କ୍ୟାରିଅର ପୁଣିଥରେ ସଠିକ୍‌ ଟ୍ରାକ୍‌କୁ ଫେରିଛି। ‘କେଦାରନାଥ’ରେ ଚମତ୍କାର ଅଭିନୟ କରି ସେ ଇଣ୍ଡଷ୍ଟ୍ରୀର ବହୁ ଫିଲ୍ମ ନିର୍ମାତାଙ୍କୁ ଇମ୍ପ୍ରେସ୍ କରିବାରେ ସଫଳ ହୋଇଛନ୍ତି। କାରଣ ଏହି ଫିଲ୍ମ ପରେ ଏବେ ସୁଶାନ୍ତଙ୍କୁ ଫିଲ୍ମ ପରେ ଫିଲ୍ମର ଅଫର୍‌ ଆସୁଛି। ନିକଟରେ ତାଙ୍କ ଅପ୍‌କମିଂ ଫିଲ୍ମ ‘ସୋନ୍‌ ଚିରିୟା’ର ଟ୍ରେଲର୍‌ ରିଲିଜ୍ ହୋଇଛି। ଏହି ଫିଲ୍ମ ୨୧ ଜାନୁଆରୀରେ ରିଲିଜ୍‌ ହେବ। ଏଥିରେ ସୁଶାନ୍ତ ଜଣେ […]

sushant

sushant

Chinmayee Roy
  • Published: Thursday, 10 January 2019
  • Updated: 10 January 2019, 09:13 AM IST

Sports

Latest News

ମୁମ୍ବାଇ: ଫିଲ୍ମ ‘କେଦାରନାଥ’ର ସଫଳତା ପରେ ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ କ୍ୟାରିଅର ପୁଣିଥରେ ସଠିକ୍‌ ଟ୍ରାକ୍‌କୁ ଫେରିଛି। ‘କେଦାରନାଥ’ରେ ଚମତ୍କାର ଅଭିନୟ କରି ସେ ଇଣ୍ଡଷ୍ଟ୍ରୀର ବହୁ ଫିଲ୍ମ ନିର୍ମାତାଙ୍କୁ ଇମ୍ପ୍ରେସ୍ କରିବାରେ ସଫଳ ହୋଇଛନ୍ତି। କାରଣ ଏହି ଫିଲ୍ମ ପରେ ଏବେ ସୁଶାନ୍ତଙ୍କୁ ଫିଲ୍ମ ପରେ ଫିଲ୍ମର ଅଫର୍‌ ଆସୁଛି।

ନିକଟରେ ତାଙ୍କ ଅପ୍‌କମିଂ ଫିଲ୍ମ ‘ସୋନ୍‌ ଚିରିୟା’ର ଟ୍ରେଲର୍‌ ରିଲିଜ୍ ହୋଇଛି। ଏହି ଫିଲ୍ମ ୨୧ ଜାନୁଆରୀରେ ରିଲିଜ୍‌ ହେବ। ଏଥିରେ ସୁଶାନ୍ତ ଜଣେ ଆତଙ୍କବାଦୀ ଭୂମିକାରେ ଅଭିନୟ କରିଛନ୍ତି। ଏହି ଫିଲ୍ମ ସହ ସେ ‘ଡ୍ରାଇଭ୍‌’ ଓ ‘ଚନ୍ଦାମାମା ଦୂର୍‌ କେ' ଭଳି ଫିଲ୍ମରେ କାମ କରୁଛନ୍ତି।

ନିକଟରେ ଏକ ସାକ୍ଷାତକାରରେ ସୁଶାନ୍ତ ନିଜ ଫିଲ୍ମି କ୍ୟାରିଅର୍‌କୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି। ସୁଶାନ୍ତ ଏଥିରେ କହିଛନ୍ତି ଯେ ତାଙ୍କୁ ଏବେ ୧୨ଟି ଫିଲ୍ମର ଅଫର୍ ମିଳିଛି। ହେଲେ ସେ କେଉଁ ଫିଲ୍ମ କରିବେ, ତାହା ତାଙ୍କ ଉପରେ ନିର୍ଭର କରେ ବୋଲି ସୁଶାନ୍ତ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଫିଲ୍ମ ‘ସୋନ୍‌ ଚିରିଆ’ ଚମ୍ବଲ୍‌ର ଡାକୁମାନଙ୍କ କାହାଣୀ ଉପରେ ଆଧାରିତ। ହୋଇଛି। ଏହି ଫିଲ୍ମ ପାଇଁ ସୁଶାନ୍ତ ବୁନ୍ଦେଲି ଭାଷା ମଧ୍ୟ ଶିଖିଛନ୍ତି। ଫିଲ୍ମରେ ସୁଶାନ୍ତଙ୍କ ସହିତ ଭୂମି ପେଡନେକର, ମନୋଜ ବାଜପାୟୀ ଓ ରଣବୀର ସୋରେଙ୍କ ଭଳି କଳାକାର ଅଛନ୍ତି।

ଅନ୍ୟପକ୍ଷରେ ନିଜ ଏକ୍ସ-ଗର୍ଲଫ୍ରେଣ୍ଡ୍‌ ଅଙ୍କିତା ଲୋଖଣ୍ଡେଙ୍କ ବଲିଉଡ୍‌ ଡେବ୍ୟୁ ସମ୍ପର୍କରେ ମଧ୍ୟ ସୁଶାନ୍ତ ପ୍ରତିକ୍ରିୟା ରଖିଛନ୍ତି। ଫିଲ୍ମ 'ମନିକର୍ଣ୍ଣକା'ରୁ ଡେବ୍ୟୁ କରିବାକୁ ଯାଉଛନ୍ତି ଅଙ୍କିତା। ଏହି ପରିପ୍ରେକ୍ଷୀରେ ସୁଶାନ୍ତ ଅଙ୍କିତାଙ୍କ ପ୍ରଂଶସା କରିଛନ୍ତି। ସେ କହିଛନ୍ତି, ଅଙ୍କିତାଙ୍କୁ ମୁଁ ଅନେକ ଦିନରୁ ଜାଣେ। ସେ ଜଣେ ବହୁତ ଭଲ ଅଭିନେତ୍ରୀ। ଆଶା କରୁଛି, ଫିଲ୍ମରେ ମଧ୍ୟ ତାଙ୍କର ଓ ସମସ୍ତ କଳାକାରଙ୍କ ଅଭିନୟକୁ ନ୍ୟାୟ ମିଳିବ।

https://youtu.be/aejAkKGiimk

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story